-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ଡିଜିଟାଲ ଦୁନିଆଁ ରେ ମଧ୍ୟ ୧୫ ଦିନ ଯାଏଁ ମିଳି ପାରୁନାହିଁ ସାମାନ୍ୟ ଗୋଟିଏ ଜିଲ୍ଲା ର କୋଭିଡ ହିସାବ

06-Oct-2020




          ଭୁବନେଶ୍ୱର/ସମ୍ବଲପୁର ତା.୫/୧୦(Sanjib Panigrahi) - ବିଗତ ଛଅ ମାସ ରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଛି ବିଶ୍ୱମହାମରି କରୋନା ର ତାଣ୍ଡବଲୀଳା । ସମଗ୍ର ବିଶ୍ୱ ସଙ୍ଗେ ସଙ୍ଗେ ଭାରତ ର ମଧ୍ୟ ଦୋହଲି ଯାଇଛି ଆର୍ଥିକ ମେରୁଦଣ୍ଡ । କେନ୍ଦ୍ର ସରକାର କରୋନା ଲଢେଇ ପାଇଁ ଖର୍ଚ୍ଚ କରୁଛନ୍ତି ହଜାର ହଜାର ଲକ୍ଷ ଲକ୍ଷ କୋଟି ଟଙ୍କା । କରୋନା ମୁକାବିଲା ପାଇଁ ରାଜ୍ୟ ମାନଙ୍କ ପାଇଁ ଖୋଲି ଦେଇଛନ୍ତି ଜାତୀୟ ରାଜକୋଷ ଓ ଜାତୀୟ ରାଜକୋଷ କୁ ହରିଲୁଟ କରିବାରେ ବର୍ତ୍ତି ନାହିଁ ଆମ ରାଜ୍ୟ ଓଡିଶା ।
           ରାଜ୍ୟ ରେ ଚାଲୁଥିବା ସ୍ଥାଣୁ,  ଅପାରଗ, ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରି ସରକାର ର କରୋନା ପରିଚାଳନା କୁ ବିଭିନ୍ନ ସମୟରେ ନେଇ ଆସୁଛି ମାରାତ୍ମକ ଅଭିଯୋଗ । ତା ଉପରେ ପୁଣି କରୋନା ର ଆର୍ଥିକ ପ୍ୟାକେଜ କୁ ନେଇ ଚାଲିଛି ଭ୍ରଷ୍ଟାଚାର, ଦୁର୍ନୀତି ଉପରେ ମହାଦୁର୍ନୀତି । କରୋନା ସଂକ୍ରମଣ ଓ ମୃତ୍ୟୁ ର ସରକାରୀ ଓ ବେସରକାରୀ ହିସାବ ରେ ରହୁ ନାହିଁ କୌଣସି ପ୍ରକାର ତାଳମେଳ ଓ ସରକାର ଙ୍କ ପାଖରେ ନାହିଁ ଏହାର କୌଣସି ଠୋସ ଓ ପକ୍କା ହିସାବ । ଏହାର ପ୍ରମାଣ ମିଳିଛି ଆଜି ଓଡିଶା ବିଧାନସଭା ରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଉତ୍ତରରୁ । ନିୟମ ଅନୁଯାୟୀ ଗତ ୧୫ ଦିନ ପୂର୍ବରୁ ମାନ୍ୟବର ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରି ନାଏକ ଙ୍କ ଏକ ଅଣତାରକା ପ୍ରଶ୍ନ ର ଉତ୍ତର ରେ ଆଜି ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବ କିଶୋର ଦାସ ଙ୍କ ଉତ୍ତର ଯେତିକି ଚିନ୍ତାଜନକ ସେତିକି ସନ୍ଦେହଜନକ ମଧ୍ୟ ।
          ପ୍ରଯୁକ୍ତି ବିଜ୍ଞାନ ଓ ଡିଜିଟାଲ  କାର୍ଯ୍ୟଶୈଳୀ ଯୋଗୁଁ ଦୁନିଆଁ କେଉଁଠି ଯାଇ କେଉଁଠି ପହଞ୍ଚିଲାଣି । କ୍ଷଣିକ ଭିତରେ କମ୍ପ୍ୟୁଟର ମାଧ୍ୟମରେ କରାଯାଉଛି ଅନେକ ପ୍ରକାର ତଥ୍ୟ ସଂଗ୍ରକ୍ଷଣ ଓ ସଂଗ୍ରହ । ବିଶେଷ କରି ସରକାରୀ ବିଭାଗରେ କୋଟି କୋଟି ଟଙ୍କା ବ୍ୟୟ କରି ସ୍ଥାପିତ କରାଯାଉଛି ଅତ୍ୟାଧୁନିକ କମ୍ପୁଟର ଓ କୋଟି କୋଟି ଟଙ୍କାର ଦରମା ଦେଇ ରଖାଯାଉଛି କର୍ମଚାରୀ । ହେଲେ ଫଳ ଦେଖିଲା ବେଳକୁ ବହୁ ଆଡମ୍ବରେ ଲଘୁ କ୍ରିୟା ସଦୃଶ ।
          ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରି ନାଏକ ଙ୍କ ଦ୍ଵାରା ପ୍ରଶ୍ନ ପଚାରିବାର ଦୀର୍ଘ ୧୫ ଦିନ ସମୟ ପରେ ମଧ୍ୟ କେବଳ ସମ୍ବଲପୁର ଜିଲ୍ଲା ର କରୋନା ସମ୍ପର୍କିତ ସାମାନ୍ୟ ମାତ୍ର ୫ ଟି ପ୍ରଶ୍ନ ର ଉତ୍ତର ଦେବାରେ ମଧ୍ୟ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ବିଫଳ ହୋଇଛି ।
        ସରକାର ଙ୍କର ଏଭଳି କାର୍ଯ୍ୟକଳାପ ସାଧାରଣ ରେ ସରକାର ଙ୍କ ପ୍ରତି ରହିଥିବା ସନ୍ଦେହ ଓ ଅଭିଯୋଗ କୁ ଆହୁରି ଦୃଢ଼ୀଭୂତ କରିବ ବୋଲି ବିଧାୟକ ଚିନ୍ତା ପ୍ରକଟ କରିଛନ୍ତି ।
(ବିଧାୟକ ଙ୍କ ପ୍ରଶ୍ନ ଓ ବିଭାଗୀୟ ମନ୍ତ୍ରୀ ଙ୍କ ଉତ୍ତର ରହିଥିବା ଫର୍ଦ ର ଏକ ନକଲ କପି ଏହା ସହିତ ଜଡିତ ଅଛି)
        ଗଣତନ୍ତ୍ର ର ମନ୍ଦିର ବିଧାନସଭା ସଭାରେ ଯଦି ଜଣେ ବିଧାୟକ ଙ୍କ ସାମାନ୍ୟ ପ୍ରଶ୍ନ ର ଉତ୍ତର ଦେବାରେ ସରକାର ସକ୍ଷମ ନୁହନ୍ତି ତାହେଲେ ବାକି ମାନଙ୍କ କଥା କିଏ ପଚାରେ ବୋଲି କ୍ଷେତ୍ରିୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ପ୍ରଶ୍ନ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like