-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Dec-2020
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : ଆଜି ବଲାଙ୍ଗିର ଜିଲ୍ଲାରେ ଆଜି ସମୁଦାୟ ୨୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ସହରରୁ ଜଣେ କରୋନା ସଂକ୍ରମିତ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୮୪୧୪ ଜଣ କରୋନା ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୨୫୬ ଜଣ ସୁସ୍ଥ ହୋଇଛନ୍ତି ଓ ୧୨୦ ଜଣ ଏକ୍ଟିଭ୍ ଅଛନ୍ତି । ବ୍ଲକ୍ ଅନୂଯାୟୀ ନିମ୍ନମତେ ତାଲିକା ପ୍ରଦାନ କରାଯାଇଛି।
(୧)ବାଲାଙ୍ଗୀର ମୁନିସିପାଲିଟି ୱାର୍ଡ ନଂ- ୧ ରୁ ୧ ଜଣ,
(୨) ତୁଷୁରା ଏନ ଏ ସି ଓ୍ବାର୍ଡ ନଂ ୧୧ ରୁ ୧ ଜଣ।
(୩) ଦେଓଗାଁ ବ୍ଲକ ଦେଓଗାଁ ରୁ ରୁ ୧ ଜଣ ଓ ରାମଚନ୍ଦ୍ରପୁର ରୁ ୧ ଜଣ।
(୪) କଣ୍ଟାବାଞ୍ଜି ଏନ ଏ ସି ଓ୍ବାର୍ଡ ନଂ ୪ ରୁ ୧ ଜଣ।
(୫) ପାଟନାଗର ଫଟାମୁଣ୍ଡା ରୁ ୧ ଜଣ, ବର୍ଥର୍ଲା ରୁ ୨ ଜଣ, ମରୁଆଁ ରୁ ୧ ଜଣ ଓ ଖୁର୍ସେଲ ରୁ ୧ ଜଣ ।
(୬) ଟିଟିଲାଗଡ ଖୋଲାନ ରୁ ୧ ଜଣ ଓ ମହୁଲପଡା ରୁ ୧ ଜଣ ।
(୭) ତୁରେକେଲା ବ୍ଲକ ଘୁନେଶ ରୁ ୧୦ ଜଣ
(୮) ଲୋଇସିଂହା ବ୍ଳକ ବୁର୍ଡା ରୁ ୧ ଜଣ।
(୯) ଗୁଡଭେଲା ବ୍ଲକ ଚିଚେଡ ରୁ ୧ ଜଣ ।
(୧୦) ବେଲପଡା ବ୍ଲକ ବେଲପଡା ରୁ ୧ ଜଣ, ନୁନହାଡ ରୁ ୧ ଜଣ ଓ ମଣ୍ଡଲ ରୁ ୧ ଜଣ ।