-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
08-May-2024
(ମିହିର ଶଙ୍କର ପାତ୍ର,)
ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଠାରେ ବାଲିଯାତ୍ରା ଅନୁଷ୍ଠିତ ହେଲା।ଏହି ଅବସରେ ଗତକାଲି ରାତିରେ ବେଆଇନ ଖୁଡ଼ ଖୁଡି ଖେଳ ଚାଲିଥିଲା ଵେଲେ କୋୖଣସି ସୂତ୍ରରୁ ଖବର ପାଇ ପାପଡାହାଣ୍ଡି ଏସ ଡି ପିଓ ମୀନାକ୍ଷୀ ଠାକୁରଙ୍କ ନିର୍ଦ୍ଧେଶରେ ମୈଦଲପୁର ପୋଲିସ ଟିମ ରାତି 12 ଘଣ୍ଟା ସମୟରେ ଚଢାଉ କରି ଖୁଡ଼ ଖୁଡି ରେ ବ୍ୟବହାର ହେଉଥିବା ପାଲି,ଗୋଟି ଏଵଂ ପାଖରେ ରେ ବିକ୍ରି ହେଉ ଥିବା ଦେଶୀ ମଦ ଜବତ କରିଥିଲେ।ଏଵଂ କିଛି ଜୁଆ ମାଫିଆଙ୍କୁ ଗିରଫ କରିବା ଶହ ଘଟଣା ସ୍ଥଳରୁ ପଇସା ମଧ୍ୟ ଜବତ କରିଛି।ନିର୍ବାଚନ ଯେତିକି ପାଖେଇ ଆସୁଛି ନବରଙ୍ଗପୁର ଜିଲ୍ଲାରେ ଖୁଡ଼ ଖୁଡି ଖେଳ, କୁକୁଡ଼ା ଗାଳି ଏଵଂ ଦେଶୀ ମଦ କାରବାର ସେତିକି ବଢିବାରେ ଲାଗିଛି। ଜିଲ୍ଲା ପୋଲିସ ପ୍ରଶାସନ ଏଥିପ୍ରତ ଧ୍ୟାନ ଦେବା ଆବଶ୍ୟକ ହଇ ପଡିଛି।