-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
08-May-2024
ତୁଷୁରା(ପଞ୍ଚାନନ ନାଏକ) ତୁଷୁରା- ଗୁଡଭେଲାବ୍ଲକ ରାସ୍ତାର ଡାହିମାଲ ଛକ ଠାରେ ତୁଷୁରା ତହସିଲଦାର ଲକ୍ଷ୍ମଣ ଅମାତଙ୍କ ଉପସ୍ଥିତରେ ଫ୍ଳାଇଁ ସ୍କାଡ ଟିମ ତିନି ଜଣଙ୍କ ଠାରୁ ପ୍ରାୟ ୯ଲକ୍ଷ ଏକ ହଜାର ଆଠଶହ ଟଙ୍କା ଜବତ ହୋଇଥିବା ତୁଷୁରା ଥାନା ଅଧିକାରୀ ସଞ୍ଜୀବ ପ୍ରଧାନ ପ୍ରକାଶ କରିଛନ୍ତି। ତେବେ ଏହି ଟଙ୍କା କେଉଁ ଠାରୁ କେଉଁଠିକୁ ଯାଉଥିଲା ସେ ନେଇ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।