-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Dec-2020
କଟକ, (ଦୀପକ କୁମାର ଷଡଙ୍ଗୀ) - ଜଗତସିଂହପୁରରେ ଅଟଳବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବାଜପେୟୀଙ୍କ ଜୟନ୍ତୀରେ ‘ଅଟଳ ଜ୍ୟୋତି’ ସ୍ମରଣିକା ଉନ୍ମୋଚିତ l ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଧର୍ମେନ୍ଦ୍ରଙ୍କ ଉଦ୍ବୋଧନ।‘ମହାବାତ୍ୟାରେ ଜଗତସିଂହପୁର ପାଇଁ ଅଟଳଜୀଙ୍କ ଅବଦାନ ଚିରସ୍ମରଣୀୟ, ପାରାଦୀପ ତୈଳ ବିଶୋଧାନାଗାର ଅଳଜୀଙ୍କର ହିଁ ଅବଦାନ, ଅଟଳଜୀଙ୍କ ପ୍ରତିଟି ଶବ୍ଦ ୨୦୧୪ରୁ ମୋଦି ସରକାର ପାଇଁ ମାର୍ଗଦର୍ଶକ’: ଧର୍ମେନ୍ଦ୍ର ପ୍ରଧାନ ‘ଓଡ଼ିଶାର ପୁନଃନିର୍ମାଣ ପାଇଁ ଅର୍ଥର ଅଭାବ ରହିବ ନାହିଁ କହିଥିଲେ ଅଟଳଜୀ, ତାଙ୍କର ଏହି ବାକ୍ୟ ଥିଲା ସୁଶାସନ ଓ ଓଡ଼ିଶା ପାଇଁ ଦାୟିତ୍ବ’ - ଧର୍ମେନ୍ଦ୍ର ପ୍ରଧାନ l