-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
08-Apr-2024
କଣ୍ଟାମାଳ (ଜୟ କୁମାର ମହାରଣାଙ୍କ ରିପୋର୍ଟ): କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ବରପଦର୍ ସେକ୍ସନ ଲମ୍ବସରି ଗ୍ରାମପଞ୍ଚାୟତ ଅନ୍ତରଗତ ଦେମହାନି ଗ୍ରାମ ନିକଟରୁ ଚଉକlଠଓ ଓ ମୁଣ୍ଡିଲଗ୍ ଜବତ କରାଯିବା ସହ ୨ଜଣ କାଠ ମାଫିଆଙ୍କୁ ଗିରଫ କରା ଯାଇଛି l ସୂଚନାଯୋଗ୍ୟ ଯେ ବୌଦ୍ଧ ଡିଏଫଓ ଦେବପ୍ରିୟ କମ୍ପ ଙ୍କ ନିର୍ଦ୍ଦେଶରେ କଣ୍ଟାମାଳ ରେଞ୍ଜରଙ୍କ ନେତୃତ୍ୱରେ ଦେମହlନି ଠାରେ ଗଡଫେସପରଡି ର ମନୋଜ ସାହୁ ଓ ଦୁର୍ଯୋଧନ ପୋଡ଼ ଚଉକlଠଓ ମୁଣ୍ଡିଲଗ ଆଣୁଥିବା ଗାଡ଼ିକୁ ବନବିଭାଗ କର୍ମଚାରୀ ମାନେ ଜବତ କରିଥିଲେ l ଅଭିଯୁକ୍ତ ୨ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବନବିଭାଗ ଅଧିକାରୀ ଜଣାଇଛନ୍ତି ଉକ୍ତ ଚଢ଼ାଉରେ ବରପଦର୍ ଫରେଷ୍ଟର ବୁଲି ବେହେରା, ଫରେଷ୍ଟଗାର୍ଡ ସୁନୀଲ କୁମାର ପ୍ରଧାନ, ବିଶ୍ଵଜିତ ନାଏକ୍ ଏବଂ ବାନକର୍ମଚlରିମାନେ ସାମିଲ୍ ଥିଲେ l