-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
06-Oct-2020
ନୟାଗଡ଼,05/10(Pradip Panda)- ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନୂତନ ସିଡିଏମଓ କାର୍ଯ୍ୟ ରେ ଯୋଗଦେଲେ | କ୍ୟାପିଟାଲ ହସ୍ପିଟାଲ ରେ ପ୍ଲାଷ୍ଟିକ ସର୍ଜରୀ ବିଭାଗ ରେ କାର୍ଯ୍ୟକରୁଥିଲେ ଡା. ଶକ୍ତି ପ୍ରସାଦ ମିଶ୍ର ଏବେ ସେ ନୟାଗଡ ଜିଲ୍ଲା ର ମୁଖ୍ୟ ଚିକିତ୍ସାଧିକାରୀ | ତାଙ୍କର ନିଯୁକ୍ତି ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଦଲାଲ ମୁକ୍ତ ରୋଗୀ ସେବା ର ଆଶା ରଖିଛନ୍ତି ଅଞ୍ଚଳବାସୀ | ପ୍ରକାଶଥାଉକି ପୂର୍ବରୁ କାର୍ଯ୍ୟରତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀ ଡା. ରଞ୍ଜିତା ବିଶ୍ୱାଳ ଙ୍କୁ ସ୍ୱାସ୍ଥ୍ୟ ବିଭାଗ କୁ ବଦଳି କରାଯାଇଛି |