-+91-9937148622 |
prerana_bgr@rediffmail.com |
Friday 23rd October 2026 |
R.N.I. Regd No. ODIODI/2010/46693
Breaking News
18-Mar-2024
କଣ୍ଟାମାଲ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା କଣ୍ଟାମାଳଥାନାଧିକାରୀ ଭାବେ ଯୋଗ ଦେଲେ ଆଇଆଇସି ଭାବାନନ୍ଦ ପ୍ରଧାନ ।ସେପୂର୍ବରୁମନମୁଣ୍ଡା ଥାନାରେ ଆଇଆଇସି ଭାବେ କାର୍ଯ୍ୟ କରୁଥିଲେ। ଶ୍ରୀପ୍ରଧାନପ୍ରତିକ୍ରିୟାରେ ଆଗକୁ ସାଧାରଣ ନିର୍ବାଚନକୁ କିପରି ଶାନ୍ତି ଶୃଙ୍ଖଳାର ସହିତ ସମାପନ କରାଯିବ ଏବଂ ଥାନାଞ୍ଚଳର ଜନ ସାଧାରଣ କିପରି ସୁରକ୍ଷିତ ରହିବେ, ଅସାମାଜିକ କାର୍ଯ୍ୟକଳାପ ଯଥା ଲୁଟତରାଜ, ଚୋରୀ ଡକାୟତି, ନିଶା ନିବାରଣ ଉପରେ ତୀକ୍ଷ୍ମ ନଜର, ଟ୍ରାଫିକ ସମସ୍ୟା, ଜନ ସଚେତନତା ଉପରେ ଧ୍ୟାନ ଦିଆଯିବ ବୋଲି ପ୍ରକାଶ କରିଛନ୍ତି!