-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||     

HOME   ଜିଲ୍ଲା

*ଡାବୁଗାଁ ରେଞ୍ଜ ଅନ୍ତର୍ଗତ ମୈଦଲପୁର ବନବିଭାଗ ନାରେ ସାଙ୍ଗାତିକି ଅଭିଯୋଗ*

08-Feb-2024



ନବରଙ୍ଗପୁର (ମିହିର ଶଙ୍କର ପାତ୍ର,)  ନଷ୍ଟ ହୋଉଛି ଜଙ୍ଗଳ ବନ ବିଭାଗ କୁମ କର୍ଣ୍ଣ ନିଦ୍ରାରେ ଶୋଇ ଥିବା ଅଭିଯୋଗ ହୋଇଛି ! ନବରଙ୍ଗପୁର ଜିଲ୍ଲା  ଡାବୁଗାଁ ରେଞ୍ଜ ଅନ୍ତର୍ଗତ ମଇଦଲପୁର ବନବିଭାଗ ଅଧିକାରୀ ଏବଂ ବନବିଭାଗ କର୍ମଚାରୀ ଙ୍କ ମନମାନି ଏହି ଅଞ୍ଚଳରେ ଦେଖିବାକୁ ମିଳିଚି l ଜଙ୍ଗଲ ରୁ କାଠ ଜବତ ହେବା କିମ୍ବା ଅନ୍ୟ କୌଣସି କାର୍ଯ୍ୟହେଲେ ସାମ୍ବାଦିକ ମାନଙ୍କୁ ଅଣଦେଖା କରି କୌଣସି ତଥ୍ୟ ଦେଉନାହାନ୍ତି l ଜଙ୍ଗଲ କୁ କାଟି ଶହ ଶହ ଏକର ମକା, ଧାନ, ବିରି, ମାଣ୍ଡିଆ, ଚାଷ କରୁଥିବା ଏବଂ ମୂଲ୍ୟବାନ ବୃକ୍ଷ କାଟି ବିକ୍ରି କରୁଥିବା ଦୁବୁର୍ତ୍ତ ମାନଙ୍କୁ ବନବିଭାଗ ଅଙ୍କୁଶ ଲଗାଇ ପାରୁନି l ବାରମ୍ବାର ଜଙ୍ଗଲ ଗଛ କାଟୁଛନ୍ତି ବୋଲି ଖବର କାଗଜରେ ପ୍ରକାଶ ପାଇଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନନେବା ଦୁଃଖ ର ବିଷୟ ବୋଲି ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଛନ୍ତି l ସୂଚନା ଥାଉକି - ଟ୍ରାକ୍ଟରସହ କିଛି ଶୁଖିଲା କାଠ ଜବତ କରିଛନ୍ତି ବନବିଭାଗ କିନ୍ତୁ ସାମ୍ବାଦିକଙ୍କୁ କୌଣସି ଖବର ନାଇଁ ଅନ୍ୟଦିଗରୁ ସାମ୍ବାଦିକମାନେ ଖବର ପାଇଥିଲେ କିନ୍ତୁ କୌଣସି ଅଧିକ ତଥ୍ୟ ପାଇପାରିନଥିଲେ l ଜୀବନ୍ତ ମୂଲ୍ୟବାନ ଗଛକାଟି ଦୁବୁର୍ତ୍ତମାନେ ନେଇଁଯାଉଛନ୍ତି ଏପଟେ ଶୁଖିଲା ଜାଲଣି କାଠ ଟିକେ ଧରି ବାଃବାଃ ନେଉଛନ୍ତି ମୈଦଲପୁର ବନ ବିଭାଗ l ସୂଚନା ଥାଉକି ଗତ ସମବାର ରାତ୍ରର ଘଟଣା ଆଉ ଗତ 17/12/2023 ତାରିଖ ଟ୍ରାକ୍ଟର ରେ କାଠ ଜବତ କରି ଥିଲା ବନ ବିଭାଗ କାର୍ଯ୍ୟଳୟରେ ପଛ ପଟେ ଜବତ ଟ୍ରାକ୍ଟର ରୁ ଗଛ କୁ ତରବରିଆ ଭାବେ ଟ୍ରାକ୍ଟର ରୁ ଗଛ କୁ କାର୍ଯ୍ୟଳୟରେ ଓହ୍ଲାଇ 
 ଥିବା ର ଭିଡ଼ିଓ ଆଉ ଫୋଟ ମଧ୍ୟ୍ୟ ରହିଛି  ! ମୈଦଲପୁର ବନ ବିଭାଗ ଏହି ଘଟଣା ବିଷୟରେ ମଧ୍ୟ୍ୟ ବନ ବିଭାଗ କୋଣସି ତଥ୍ୟ ଦେଇ ନ ଥିଲା ବନ ବିଭାଗ ଏଥିରୁ ଅନୁ ମାନ କରି ପାରୁଥିବେ ବନ ବିଭାଗ ଆଉ କାଠ ମାଫିଆ ଙ୍କ ମଧ୍ୟ୍ୟ ରେ ମଧୁଚନ୍ଦ୍ରିକା ରେ ଉଭୟ ମିଶି ମୈଦଲପୁର ଅଞ୍ଚଳର ଜଙ୍ଗଳ କୁ ନଷ୍ଟ କରିବା ପ୍ରୟାସ କରୁଥିବା ଅଭିଯୋଗ ହୋଇଛି ! ଅନ୍ୟପଟେ ଡାବୁଗାଁ ରେଞ୍ଜର ଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥୀଲୁ କିନ୍ତୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନି ! ଏହି ଘଟଣା ପ୍ରତି ପ୍ରଶାସନ ଦୃଷ୍ଟ ଦେଇ ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି


News Comment




Photo in News

Advertisment
Lastest News
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   15-Aug-2026
  ଜିଲ୍ଲା  
*ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   15-Aug-2026
  ଜିଲ୍ଲା  
ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   15-Aug-2026

You Might Also Like