-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
16-Jan-2024
ଆଗଲପୁର(ବିନୋଦ ଦୀପ ): ଗତ ଚାରି ଦିନ ତଳେ ଆଗଲପୁର ଅଞ୍ଚଳରୁ ଏକ ମୋବାଇଲ୍ ଚୋରି ହୋଇଥିଲା l ଆଗଲପୁର ବ୍ଲକ ରେଙ୍ଗାଲି ଗାଁର ମଳୟ କୁମାର ବିଶ୍ଵାଳ ଙ୍କ ଭିଭୋ-XT ମୋବଇଲ୍ ସେଟ୍ ଟି କୌଣସି ଏକ ସ୍ଥାନରେ ଚୋରି ହୋଇଯାଇଥିବା ନେଇ ମାଲୟ ଆଗଲପୁର ଥାନାରେ ଅଭିଯୋଗ କରିଥିଲେ l ମଳୟ ଙ୍କ ଅଭିଯୋଗ କୁ ଭିତ୍ତି କରି ପୋଲିସ ମୋବାଇଲ୍ ନମ୍ଵର୍ ଟ୍ରାକିଂ କରି ଗତକାଲି ଆଗଲପୁର ବ୍ଳକ ବାଇଗଣ ଖାରି ଗାଁ ନିକଟରେ ଜଣେ ଯୁବକଙ୍କ ପାଖରୁ ଚୋରି ମୋବାଇଲ କୁ ଜବତ କରି ଥିଲା l ଚୋରି ହୋଇଥିବା ମୋବାଇଲ ପାଇବା ପରେ ଏହାକୁ ମଳୟ ଙ୍କୁ ହସ୍ତାନ୍ତର କରାଯାଇଛି l