-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
16-Jan-2024
ସୋନପୁର(ମନୋରଞ୍ଜନ ତ୍ରିପାଠୀ )- ସୋନପୁର ଦୟାନନ୍ଦ ପ୍ଲେ ପବ୍ଲିକ ସ୍କୁଲ ର ବାର୍ଷିକୋତ୍ସବ ସ୍ଥାନୀୟ ଢ଼େରା ପଡ଼ା ବୁଢ଼ିମା ସାଂସ୍କୃତିକ ମଞ୍ଚ ରେ ମହା ସମାରୋହ ରେ ପାଳିତ ହେଇ ଯାଇ ଥିବା ବେଳେ ଏଥିରେ ଷ୍ଟୁଡେଣ୍ଟ୍ ଅଫ ଦି ଇଅର୍ ଭାବେ କ୍ଲାସ ୟୁ କେଜି ର ମିସ ଶୁଭ୍ରାଙ୍କିତା ମାହାନା ପୁରସ୍କୃତ ହୋଇ ଛନ୍ତି l ଉତ୍ସବ ର ମୂଖ୍ୟ ଅତିଥି ଅତିରିକ୍ତ ଏସପି ହେମନ୍ତ କୁମାର ପାଢ଼ୀ ଙ୍କ ଦ୍ବାରା ମିସ ମହାନl ପୁରସ୍କୃତ ହୋଇ ଥିବା ବେଳେ ସୁଶ୍ରୀ ମାହାନା ବାପା ସୁବ୍ରତ ମାହନା , ମା ଅଙ୍କିତା ମହାନ୍ତି ଓ ଜେଜେମା ଙ୍କ ସମେତ ସ୍କୁଲ୍ ତଥା ନିଉ ରିଜର୍ଭ ପୋଲିସ କଲୋନୀ ର ଗୌରବ ବଢାଇଛନ୍ତି l