-+91-9937148622 |

prerana_bgr@rediffmail.com |

  Thursday 25th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା : ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଧଳା କାର ଜବତ : ୪ ଗିରଫ   (24-Jun-2026)       ||      ଝାରମୁଣ୍ଡା ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (24-Jun-2026)       ||      ରକ୍ତଦାତା ଦିବସ -୨୦୨୬ ରେ ସମ୍ମାନିତ ହେଲେ ରେଡ଼କ୍ରସ ସ୍ବେଛାସେବୀ - ସତ୍ୟନାରାୟଣ    (24-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଆଜି ସରଗାଡ଼ ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ    (24-Jun-2026)       ||      ପାଟଣାଗଡ଼ରେ ଓ ୟୁ ଜେ ର କାର୍ଯ୍ୟକାରିଣୀ ବୈଠକ   (24-Jun-2026)       ||      ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା ୪ଗିରଫ,ଏବେ ବି ଫେରାର ଅଛନ୍ତି ୩ରୁ ୪ଦୁର୍ବୁତ୍ତ(ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସୂଚନା   (24-Jun-2026)       ||      ଆସନ୍ତାକାଲି ସୁଜାତା କାର୍ତ୍ତିକେୟନ ବିଜେଡିରେ ମିଶିବା ନେଇ ଚର୍ଚ୍ଚା   (24-Jun-2026)       ||      ଜିଲ୍ଲା ସ୍ତରୀୟ ଜନ ସମ୍ପର୍କ ଓ ନାଗରିକ ସହାଭାଗିତା କାର୍ଯ୍ୟକ୍ରମରେ ବିକାଶମୂଳକ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା   (24-Jun-2026)       ||      ଯାଜପୁରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ଓ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ   (24-Jun-2026)       ||      ବରପାଲିରେ ଜଗଦମ୍ବା ସରସ୍ୱତୀ ମମାଙ୍କ ଶ୍ରୁତି ଦିବସ ଓ ଆନ୍ତର୍ଜାତୀୟ ମାଦକଦ୍ରବ୍ୟ ବିରୋଧୀ ଦିବସ ପାଳିତ   (24-Jun-2026)       ||      ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   (24-Jun-2026)       ||      ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   (24-Jun-2026)       ||      କଣ୍ଟାମାଳ ଶ୍ରୀଲକ୍ଷ୍ମୀ ମୋବାଇଲ ଦୋକାନ କାନ୍ଥ ଭାଙ୍ଗି କଳାକନା ବୁଲାଇଦେଲେ ଦୁର୍ବୃତ୍ତ ♦️ସିସିଟିଭି ଆଧାରରେ ପୋଲିସର ତନାଘନା ଜାରି    (24-Jun-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ "ଶିଖର" କାର୍ଯ୍ୟକ୍ରମ ର ଶୁଭାରମ୍ଭ   (24-Jun-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ "ଶିଖର" କାର୍ଯ୍ୟକ୍ରମ ର ଶୁଭାରମ୍ଭ   (24-Jun-2026)       ||      ବାଲିଗୁଡ଼ା ଏନଏସିରେ ହେଉଥ‌ିବା ବିଭିନ୍ନ ଦୁର୍ନୀତି ଘଟଣା : ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଦୁଇ କାଉନ୍‌ସିଲର   (24-Jun-2026)       ||      ୰ ସମାଜସେବୀ ଗୋଲକ ବିହାରୀ ପଟେଲ ଙ୍କୁ ଶ୍ରଦ୍ଧାଞ୍ଜଳି   (24-Jun-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅଭିଭାବକ ଛେଉଣ୍ଡ ମେଧାବୀ ଛାତ୍ରକୁ ଉଚ୍ଚଶିକ୍ଷା ପାଇଁ ପ୍ରଶାସନର ସହାୟତା   (24-Jun-2026)       ||      ବଲାଙ୍ଗିର ଜିଲ୍ଲା ଲେଖକ ପରିଷଦର ମହାସମାବେଶ     (24-Jun-2026)       ||      ବିଦ୍ୟୁତ ଆଘାତରେ ଲାଇନମ୍ୟାନେ ମୃତ   (24-Jun-2026)       ||     

HOME   ଜିଲ୍ଲା

ନବରଙ୍ଗପୁର ଜିଲ୍ଲାରେ ମଣିଷ କୃତ ଭାଲୁଗୁମ୍ଫା ଗ୍ରାମବାସୀ ଏବଂ ବନ ବିଭାଗର ଅଭିନଵ ପ୍ରୟାସ*

16-Jan-2024



(ମିହିର ଶଙ୍କର ପାତ୍ର,)
 ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଇଚ୍ଛାପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ କାଦମଲି ଗ୍ରାମ ନିକଟରେ ଥିବା ଏକ ପାହାଡ଼, ଯେଉଁ ପାହାଡକୁ ଗ୍ରାମବାସୀ ଏବଂ ଝରୀଗାଁ ଜଙ୍ଗଲ ବିଭାଗର ମିଲିତ ଉଦ୍ୟମରେ ଏହି ଜଙ୍ଗଲର ସୁରକ୍ଷା ସହିତ ବନ୍ୟଜନ୍ତୁ ଙ୍କ ସୁରକ୍ଷା ଲାଗି କରାଯାଇଛି ଅଭିନଵ ପ୍ରୟାସ, ଆଶା କରାଯାଉଛି ଯାହାକି ଅନ୍ୟ ଗ୍ରାମବାସୀ ଙ୍କ ଲାଗି ମଧ୍ୟ ପ୍ରେରଣା ଯୋଗେଇବ। କହିବାକୁ ଗଲେ ଏଇ ପାହାଡ଼ ଟିର ନାମ ହେଉଛି ଚଚା ପାହାଡ଼,ଏବେ ପାହାଡଟି ପୁରା ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଥିବା ବେଲେ ଏହା ଏବେ ଭାଲୁଙ୍କ ଆଶ୍ରୟ ସ୍ଥଳୀ ପାଲଟିଛି, କୁହାଯାଉଛି ଭାଲୁ ବ୍ୟତୀତ ଏବେ ବିଭିନ୍ନ ପ୍ରକାର ବନ୍ୟପ୍ରାଣୀ ଙ୍କ ଆଶ୍ରୟ ସ୍ଥଳ ପାଲଟିଛି  ଏହି ପାହାଡ଼ .ଯେହେତୁ ଏ ଅଂଚଳଟି ଭାଲୁପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଅନେଜ ସମୟରେ ଭାଲୁ ତାର ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶିଆସୁଥାଏ,ଭାଲୁ ଏବଂ ଲୋକଙ୍କ ମଧ୍ୟରେ ମୁହାଁ ମୁହିଁ ହୋଇ ବହୁ ଧନ ଜୀବନ କ୍ଷୟକ୍ଷତି ଘଟୁଥିବା ହେତୁ , ଝରୀଗାଁ ଜଙ୍ଗଲ ବିଭାଗ ଏବଂ କାଦମଲୀ ଗ୍ରାମବାସୀଙ୍କ ମିଳିତ ଅଭିଯାନ ରେ ଏକ ଅଭିନଵ ପ୍ରୟାସ କରାଯାଇଛି, ଭାଲୁ ପାଇଁ ତିଆରି କରାଯାଇଛି ଆଶ୍ରୟସ୍ଥଳ ବା ଭାଲୁଗୁମ୍ଫା,। ଏହି ଗୁମ୍ପାର ଦୂରତା ଗାଁ ରୁ  ମାତ୍ର ପଚାଶ ମିଟର, ଆଉ ଇଏ ହେଉଛି ଭାଲୁ ର ଆଶ୍ରୟ ସ୍ଥଳୀ ବା ଭାଲୁଗୁମ୍ଫା ଯାହା ସିମେଣ୍ଟ ରେ ନିର୍ମାଣ କରାଯାଇଛି ହେଲେ ଏହାର ନିର୍ମାଣ ଶୈଳୀ ସମ୍ପୂର୍ଣ୍ଣ ପଥର ଗୁମ୍ଫା ସଦୃଶ୍ୟ ଯେହେତୁକି ଭାଲୁ ଅନୁଭବ ନ କରୁ ଏହା ମନୁଷ୍ୟକୃତ,ଗୁମ୍ଫାର ଚତୁର୍ପାର୍ଶ୍ଵ ଲାଗିଛି ଶିଆଳି ଲତା। ଜଙ୍ଗଲରେ ଭାଲୁ ର ଆଶ୍ରୟ ବ୍ୟତୀତ ତାର ଖାଦ୍ୟପେୟ ପାଇଁ ମଧ୍ୟ ରହିଛି ସୁବ୍ୟବସ୍ଥା ଏଠାରେ ଭାଲୁ ଯେଉଁ ସବୁ ଖାଦ୍ୟକୁ ଅଧିକ ପସନ୍ଦ କରିଥାଏ ତାକୁ ଦୃଷ୍ଟିରେ ରଖି ବରକୋଳି, କେନ୍ଦୁ, ମହୁଲ, ପଣସ ଇତ୍ୟାଦି ପାଖାପାଖି ହଜାର ଫଳନ୍ତି ଗଛ ଲଗାଯାଇ ତାର ଯତ୍ନ ନିଆ ଯାଉଛି,ଯେମିତି ଭାଲୁ ତାର ଆବଶ୍ୟକୀୟ ଖାଦ୍ୟ ପାଇ ଗାଁ ମୁହାଁ ନ ହୁଏ। ଏହି ସ୍ଥାନ ବା ପାହାଡ଼ ଟି ପ୍ରାୟ 200 ହେକଟର ପରିମିତ ବିଶିଷ୍ଟ ହୋଇଥିବା ବେଳେ ଲୋକେ  ଚାଷ କରି ପାହାଡ଼ଟିକୁ ଥୁଣ୍ଟା କରିଦେଇଥିଲେ କିନ୍ତୁ  ଗ୍ରାମବାସୀ ଜଙ୍ଗଲ ଜଗିବା ସହ ଏକ ନୂତନ ଜଙ୍ଗଲ ସୃଷ୍ଟି କରିବାରେ ମଧ୍ୟ ସଫଳ ହେବା ପରେ ଏବେ ଭାଲୁ ଠାରୁ ସୁରକ୍ଷିତ ରହିବା ଲାଗି ଯେଉଁ ପ୍ରୟାସ କରିଛନ୍ତି ତାହାକୁ ନେଇ ଅସା କରାଯାଉଛି ଏଭଳି ପ୍ରୟାସ ଉଭୟ ବନ୍ୟପ୍ରାଣୀ ଏବଂ ଗ୍ରାମବାସୀ ଙ୍କୁ ନିଶ୍ଚିତ ଭାବେ ନିରାପଦ ରଖିବା ସହ ଜଙ୍ଗଲ ସୁରକ୍ଷା ଦିଗରେ ଏକ ବଳିଷ୍ଠ ଭୂମିକା ନିଭେଇବାରେ ଏହି କାଦମଲି ବନ୍ୟସଂରକ୍ଷଣ ସମିତି ଉଦାହରଣ ସାଜିବେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା : ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଧଳା କାର ଜବତ : ୪ ଗିରଫ   24-Jun-2026
  ଜିଲ୍ଲା  
ଝାରମୁଣ୍ଡା ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   24-Jun-2026
  ଜିଲ୍ଲା  
ରକ୍ତଦାତା ଦିବସ -୨୦୨୬ ରେ ସମ୍ମାନିତ ହେଲେ ରେଡ଼କ୍ରସ ସ୍ବେଛାସେବୀ - ସତ୍ୟନାରାୟଣ   24-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଆଜି ସରଗାଡ଼ ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ   24-Jun-2026
  ରାଜ୍ୟ  
ପାଟଣାଗଡ଼ରେ ଓ ୟୁ ଜେ ର କାର୍ଯ୍ୟକାରିଣୀ ବୈଠକ   24-Jun-2026
  ଜିଲ୍ଲା  
ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା ୪ଗିରଫ,ଏବେ ବି ଫେରାର ଅଛନ୍ତି ୩ରୁ ୪ଦୁର୍ବୁତ୍ତ(ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସୂଚନା   24-Jun-2026
  ଜିଲ୍ଲା  
ଆସନ୍ତାକାଲି ସୁଜାତା କାର୍ତ୍ତିକେୟନ ବିଜେଡିରେ ମିଶିବା ନେଇ ଚର୍ଚ୍ଚା   24-Jun-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଜନ ସମ୍ପର୍କ ଓ ନାଗରିକ ସହାଭାଗିତା କାର୍ଯ୍ୟକ୍ରମରେ ବିକାଶମୂଳକ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା   24-Jun-2026
  ରାଜ୍ୟ  
ଯାଜପୁରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ଓ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ   24-Jun-2026
  ଜିଲ୍ଲା  
ବରପାଲିରେ ଜଗଦମ୍ବା ସରସ୍ୱତୀ ମମାଙ୍କ ଶ୍ରୁତି ଦିବସ ଓ ଆନ୍ତର୍ଜାତୀୟ ମାଦକଦ୍ରବ୍ୟ ବିରୋଧୀ ଦିବସ ପାଳିତ   24-Jun-2026
  ଜିଲ୍ଲା  
ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   24-Jun-2026
  ଜିଲ୍ଲା  
ଉଦୀୟମାନ କାରିଗର ଧର୍ମ ମେହରଙ୍କ ପରଲୋକ   24-Jun-2026

You Might Also Like