ନୂଆଦିଲ୍ଲୀ ୦୫/୧୦ :

*▫️ ଗୃହମନ୍ତ୍ରାଳୟ ଅନଲକ-୫ ଗାଇଡଲାଇନ ଅନୁସାରେ ଦେଶରେ ଅକ୍ଟୋବର ୧୫ ତାରିଖରୁ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି। କରୋନା ସ୍ଥିତି ଆକଳନ ଆଧାରରେ ସ୍କୁଲ ଖୋଲିବା ବା ନାହିଁ ତାର ନିର୍ଣ୍ଣୟ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଉପରେ ଛାଡିଦେଇଛନ୍ତି। ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଓଡିଶା, ତାମିଲନାଡୁ, ଦିଲ୍ଲୀ ସମେତ ଅନେକ ରାଜ୍ୟ ସରକାର ସ୍କୁଲଗୁଡିକ ଅକ୍ଟୋବର ୩୧ ତାରିଖ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଉତ୍ତରାଖଣ୍ଡ ସରକାର ଏ ସମ୍ବନ୍ଧରେ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଚଳିତ ସପ୍ତାହରେ ସେ ଏନେଇ ନିଷ୍ପତ୍ତି ନେଇପାରନ୍ତି।*

ଉତ୍ତର ପ୍ରଦେଶରେ ଅନଲକ-୫ ଗାଇଡଲାଇନ ଅନୁଯାୟୀ, ଅକ୍ଟୋବର ୧୫ ତାରିଖରୁ ସ୍କୁଲ ଓ କୋଚିଂ ସଂସ୍ଥା ଖୋଲାଯାଇପାରେ। କିନ୍ତୁ ସେଥିପାଇଁ ପ୍ରଶାସନ ଠାରୁ ଅନୁମତି ନେବା ଜରୁରୀ। ଛାତ୍ରଛାତ୍ରୀ ନିଜ ମାତାପିତାଙ୍କ ଲିଖିତ ଅନୁମତି ପରେ ସ୍କୁଲ ଯାଇପାରିବେ। ଯେଉଁସବୁ ସ୍କୁଲଗୁଡିକୁ ଖୋଲିବାକୁ ଅନୁମତି ଦିଆଯିବ ସେମାନଙ୍କୁ ଶିକ୍ଷା ବିଭାଗର ନିୟମ ପାଳନ କରିବାକୁ ହେବ।*

*▫️କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସମସ୍ତ ସ୍କୁଲ ଅକ୍ଟୋବର ୩୧ ତାରିଖ ଯାଏଁ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ନିଜେ ଜଣେ ଅଭିଭାବକ ହୋଇଥିବାରୁ ସେ ପରିସ୍ଥିତିର ଗମ୍ଭୀରତାକୁ ଭଲ ଭାବେ ବୁଝିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଶିଶୁଙ୍କ ସ୍ୱାସ୍ଥ୍ୟକୁ ନେଇ ବୁଝି ବିଚାରି ପଦକ୍ଷେପ ନେବା ଉଚିତ।*

*▫️ଶିକ୍ଷା ବିଭାଗ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ଏକ ମହତ୍ତ୍ୱପୂର୍ଣ୍ଣ ବୈଠକରେ ନିର୍ଣ୍ଣୟ ନେଇଛନ୍ତି ଯେ ଦିଲ୍ଲୀରେ ସମସ୍ତ କଟକଣା ଅକ୍ଟୋବର ୩୧ ତାରିଖ ଯାଏଁ ଲାଗୁ ରହିବ। ସେଥିପାଇଁ ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ସ୍କୁଲ ଖୋଲିବ ନାହିଁ।*

*▫️ସ୍କୁଲ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ବିଭିନ୍ନ ରାଜ୍ୟ ସରକାର ଏହି କରୋନା ସ୍ଥିତି ଆଧାରରେ ନିୟମ ଜାରି କରିବେ ଏବଂ ସ୍କୁଲମାନଙ୍କୁ ଏହି ନିୟମ ପାଳନ କରିବାକୁ ହେବ। ଏକ ସର୍ଭେ ଅନୁସାରେ ୭୧ ପ୍ରତିଶତ ଅଭିଭାବକ ନିଜ ପିଲାଙ୍କୁ ସ୍କୁଲ ପଠାଇବାକୁ ପ୍ରସ୍ତୁତ ନୁହନ୍ତି।*

    "/>

-+91-9937148622 |

prerana_bgr@rediffmail.com |

  Sunday 5th July 2026 |

| | | |

R.N.I. Regd No. ODIODI/2010/46693

Breaking News

ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ଶିବିର   (05-Jul-2026)       ||      *ସୋନପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ସଘନ ସଂଶୋଧନର ଚିଠା ଭୋଟର ତାଲିକା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଙ୍କ ଦ୍ଵାରା ପ୍ରକାଶନ ଓ ପ୍ରେସ ବିବୃତ୍ତି* -   (05-Jul-2026)       ||      ବନ ମହୋତ୍ସବ ପାଳିତ, ଆମର ସ୍ବପ୍ନ ଗଛର ଯତ୍ନ - ବିଚାର ପତି   (05-Jul-2026)       ||      *ପାଞ୍ଚଦିନିଆ “ଉଦ୍ୟମୀ ଓଡ଼ିଶା ଏମ.ଏସ.ଏମ.ଇ କାର୍ଯ୍ୟକ୍ରମ- ୨୦୨୬″ ସୁବର୍ଣ୍ଣପୁରରେ ସଫଳତାର ସହ ଉଦଯାପିତ*-   (05-Jul-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ   (05-Jul-2026)       ||      ଉଚ୍ଚ ବିଦ୍ୟାଳୟ ମନହିରା ଛାତ୍ର ଛାତ୍ରୀ ମେଧାବୃତ୍ତି ରେ ବ୍ଲକ ଟପର ହେବାସହ 2025-26 ଶିକ୍ଷା ବର୍ଷ ରେ ଏନ ଏମ ଏମ ଏସ ଜାତୀୟ ମେଧାବୃତ୍ତି ପରୀକ୍ଷା ରେ ଯୋଗ୍ୟ ବିବେଚିତ    (05-Jul-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ଶିବିର   (05-Jul-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଆଉଟସୋର୍ସିଂକର୍ମଚାରୀଙ୍କ ଆନ୍ଦୋଳନ   (05-Jul-2026)       ||      ଖୋର୍ଦ୍ଧା ଜିଲ୍ଲାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମାର ରେକର୍ଡ ସଂଶୋଧନରେ ଉଲ୍ଲେଖନୀୟ ସଫଳତା♦️ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମସ୍ତ ଜମିଜମାର ସୁରକ୍ଷା ଓ ସଠିକ୍ ରେକର୍ଡ ସଂରକ୍ଷଣ ପାଇଁ ରାଜସ୍ୱ ବିଭାଗ ବଦ୍ଧପରିକର : ରାଜସ୍ୱ ସଚିବ   (05-Jul-2026)       ||      ସରକାରୀ ପଂଚାୟତ ଆଦିବାସୀ ଉଚ୍ଚ ବିଦ୍ୟାଳୟ ମନହୀରା ଠାରେ ବନୋମହୋତ୍ସବ ସପ୍ତାହ ପାଳନ   (04-Jul-2026)       ||      କଟକ ଚାଉଳିଆଗଞ୍ଜ ଥାନା ଅଧିକାରୀ ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଏବେ ସନ୍ଧେହ ଘରରେ ?   (04-Jul-2026)       ||      କଟକ ଚାଉଳିଆଗଞ୍ଜ ଥାନା ଅଧିକାରୀ ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଏବେ ସନ୍ଧେହ ଘରରେ ?   (04-Jul-2026)       ||      ପ୍ରତ୍ୟେକ ଯୋଗ୍ୟ ପରିବାରକୁ ପକ୍କା ଘର♦️ ବାରିପଦାରେ ୬୧ ଜଣ ହିତାଧିକାରୀଙ୍କୁ PMAY-U 2.0 କାର୍ଯ୍ୟାଦେଶ ପ୍ରଦାନ   (04-Jul-2026)       ||      କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ କେନ୍ଦ୍ରର ସ୍ୱୀକୃତି : ଭାରତ ସରକାରଙ୍କୁ ବରଗଡ଼ ସାଂସଦଙ୍କ କୃତଜ୍ଞତା   (04-Jul-2026)       ||      ନିର୍ଦ୍ଧାରିତ ଦର ଠାରୁ ଅଧିକ ପାର୍କିଂ ଦେୟ ନେଉଥିବା ଅଭିଯୋଗ ପରେ ବରପାଲି ରେଳ ପାର୍କିଂ ଠିକାଦାର କ୍ଷମା ପ୍ରାର୍ଥନା କଲେ    (04-Jul-2026)       ||      ଖରସ୍ରୋତା ମହାବିଦ୍ୟାଳୟରେ ‘ଭାରତୀୟ ଜ୍ଞାନ ପରମ୍ପରାରେ ପରିବେଶ ବିଜ୍ଞାନ’ ଉପରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର   (04-Jul-2026)       ||      ସୌଭିକଙ୍କ ସପକ୍ଷରେ ବାହାରିଲା ଓଡ଼ିଶା କ୍ରାନ୍ତି ମଞ୍ଚ ନିମକ ହାରାମିକୁ ଉଚିତ ଜବାବ ଦିଆଯିବ ।   (04-Jul-2026)       ||      ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ:ଶପଥ ପାଠ ଓ କୁଇଜ ମାଧ୍ୟମରେ ସଚେତନତା    (03-Jul-2026)       ||      ମାୟାବର୍ହ୍। ଉଚ୍ଚ ବିଦ୍ୟାଳୟ ଠାରେ ବନମହୋତ୍ସବ ସପ୍ତାହ ପାଳିତ ପ୍ରକୃତି ମିତ୍ର ସ୍କୁଲ ଭାବରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଗର୍ବିତ   (03-Jul-2026)       ||      ମାୟାବର୍ହ୍। ଉଚ୍ଚ ବିଦ୍ୟାଳୟ ଠାରେ ବନମହୋତ୍ସବ ସପ୍ତାହ ପାଳିତ ପ୍ରକୃତି ମିତ୍ର ସ୍କୁଲ ଭାବରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଗର୍ବିତ   (03-Jul-2026)       ||     

HOME   ଶି‍କ୍ଷା ଓ ନିଯୁକ୍ତି

ଅକ୍ଟୋବର ୧୫ ତାରିଖରୁ ସ୍କୁଲ ଖୋଲିବାକୁ ଅନୁମତି ଦେଲେ କେନ୍ଦ୍ର ସରକାର: ଜାଣନ୍ତୁ କେଉଁ ରାଜ୍ୟରେ ଖୋଲିବ ଓ କେଉଁଠି ଖୋଲିବନି 

05-Oct-2020

ନୂଆଦିଲ୍ଲୀ ୦୫/୧୦ :

*▫️ ଗୃହମନ୍ତ୍ରାଳୟ ଅନଲକ-୫ ଗାଇଡଲାଇନ ଅନୁସାରେ ଦେଶରେ ଅକ୍ଟୋବର ୧୫ ତାରିଖରୁ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି। କରୋନା ସ୍ଥିତି ଆକଳନ ଆଧାରରେ ସ୍କୁଲ ଖୋଲିବା ବା ନାହିଁ ତାର ନିର୍ଣ୍ଣୟ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଉପରେ ଛାଡିଦେଇଛନ୍ତି। ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଓଡିଶା, ତାମିଲନାଡୁ, ଦିଲ୍ଲୀ ସମେତ ଅନେକ ରାଜ୍ୟ ସରକାର ସ୍କୁଲଗୁଡିକ ଅକ୍ଟୋବର ୩୧ ତାରିଖ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଉତ୍ତରାଖଣ୍ଡ ସରକାର ଏ ସମ୍ବନ୍ଧରେ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଚଳିତ ସପ୍ତାହରେ ସେ ଏନେଇ ନିଷ୍ପତ୍ତି ନେଇପାରନ୍ତି।*

ଉତ୍ତର ପ୍ରଦେଶରେ ଅନଲକ-୫ ଗାଇଡଲାଇନ ଅନୁଯାୟୀ, ଅକ୍ଟୋବର ୧୫ ତାରିଖରୁ ସ୍କୁଲ ଓ କୋଚିଂ ସଂସ୍ଥା ଖୋଲାଯାଇପାରେ। କିନ୍ତୁ ସେଥିପାଇଁ ପ୍ରଶାସନ ଠାରୁ ଅନୁମତି ନେବା ଜରୁରୀ। ଛାତ୍ରଛାତ୍ରୀ ନିଜ ମାତାପିତାଙ୍କ ଲିଖିତ ଅନୁମତି ପରେ ସ୍କୁଲ ଯାଇପାରିବେ। ଯେଉଁସବୁ ସ୍କୁଲଗୁଡିକୁ ଖୋଲିବାକୁ ଅନୁମତି ଦିଆଯିବ ସେମାନଙ୍କୁ ଶିକ୍ଷା ବିଭାଗର ନିୟମ ପାଳନ କରିବାକୁ ହେବ।*

*▫️କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସମସ୍ତ ସ୍କୁଲ ଅକ୍ଟୋବର ୩୧ ତାରିଖ ଯାଏଁ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ନିଜେ ଜଣେ ଅଭିଭାବକ ହୋଇଥିବାରୁ ସେ ପରିସ୍ଥିତିର ଗମ୍ଭୀରତାକୁ ଭଲ ଭାବେ ବୁଝିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଶିଶୁଙ୍କ ସ୍ୱାସ୍ଥ୍ୟକୁ ନେଇ ବୁଝି ବିଚାରି ପଦକ୍ଷେପ ନେବା ଉଚିତ।*

*▫️ଶିକ୍ଷା ବିଭାଗ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ଏକ ମହତ୍ତ୍ୱପୂର୍ଣ୍ଣ ବୈଠକରେ ନିର୍ଣ୍ଣୟ ନେଇଛନ୍ତି ଯେ ଦିଲ୍ଲୀରେ ସମସ୍ତ କଟକଣା ଅକ୍ଟୋବର ୩୧ ତାରିଖ ଯାଏଁ ଲାଗୁ ରହିବ। ସେଥିପାଇଁ ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ସ୍କୁଲ ଖୋଲିବ ନାହିଁ।*

*▫️ସ୍କୁଲ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ବିଭିନ୍ନ ରାଜ୍ୟ ସରକାର ଏହି କରୋନା ସ୍ଥିତି ଆଧାରରେ ନିୟମ ଜାରି କରିବେ ଏବଂ ସ୍କୁଲମାନଙ୍କୁ ଏହି ନିୟମ ପାଳନ କରିବାକୁ ହେବ। ଏକ ସର୍ଭେ ଅନୁସାରେ ୭୧ ପ୍ରତିଶତ ଅଭିଭାବକ ନିଜ ପିଲାଙ୍କୁ ସ୍କୁଲ ପଠାଇବାକୁ ପ୍ରସ୍ତୁତ ନୁହନ୍ତି।*

News Comment

Photo in News

Advertisment
Lastest News
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ଶିବିର   05-Jul-2026
  ଜିଲ୍ଲା  
*ସୋନପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ସଘନ ସଂଶୋଧନର ଚିଠା ଭୋଟର ତାଲିକା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଙ୍କ ଦ୍ଵାରା ପ୍ରକାଶନ ଓ ପ୍ରେସ ବିବୃତ୍ତି* -   05-Jul-2026
  ଜିଲ୍ଲା  
ବନ ମହୋତ୍ସବ ପାଳିତ, ଆମର ସ୍ବପ୍ନ ଗଛର ଯତ୍ନ - ବିଚାର ପତି   05-Jul-2026
  ଜିଲ୍ଲା  
*ପାଞ୍ଚଦିନିଆ “ଉଦ୍ୟମୀ ଓଡ଼ିଶା ଏମ.ଏସ.ଏମ.ଇ କାର୍ଯ୍ୟକ୍ରମ- ୨୦୨୬″ ସୁବର୍ଣ୍ଣପୁରରେ ସଫଳତାର ସହ ଉଦଯାପିତ*-   05-Jul-2026
  ଜିଲ୍ଲା  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ   05-Jul-2026
  ଜିଲ୍ଲା  
ଉଚ୍ଚ ବିଦ୍ୟାଳୟ ମନହିରା ଛାତ୍ର ଛାତ୍ରୀ ମେଧାବୃତ୍ତି ରେ ବ୍ଲକ ଟପର ହେବାସହ 2025-26 ଶିକ୍ଷା ବର୍ଷ ରେ ଏନ ଏମ ଏମ ଏସ ଜାତୀୟ ମେଧାବୃତ୍ତି ପରୀକ୍ଷା ରେ ଯୋଗ୍ୟ ବିବେଚିତ   05-Jul-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ଶିବିର   05-Jul-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଆଉଟସୋର୍ସିଂକର୍ମଚାରୀଙ୍କ ଆନ୍ଦୋଳନ   05-Jul-2026
  ରାଜ୍ୟ  
ଖୋର୍ଦ୍ଧା ଜିଲ୍ଲାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମାର ରେକର୍ଡ ସଂଶୋଧନରେ ଉଲ୍ଲେଖନୀୟ ସଫଳତା♦️ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମସ୍ତ ଜମିଜମାର ସୁରକ୍ଷା ଓ ସଠିକ୍ ରେକର୍ଡ ସଂରକ୍ଷଣ ପାଇଁ ରାଜସ୍ୱ ବିଭାଗ ବଦ୍ଧପରିକର : ରାଜସ୍ୱ ସଚିବ   05-Jul-2026
  ଜିଲ୍ଲା  
ସରକାରୀ ପଂଚାୟତ ଆଦିବାସୀ ଉଚ୍ଚ ବିଦ୍ୟାଳୟ ମନହୀରା ଠାରେ ବନୋମହୋତ୍ସବ ସପ୍ତାହ ପାଳନ   04-Jul-2026
  ଜିଲ୍ଲା  
କଟକ ଚାଉଳିଆଗଞ୍ଜ ଥାନା ଅଧିକାରୀ ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଏବେ ସନ୍ଧେହ ଘରରେ ?   04-Jul-2026
  ଜିଲ୍ଲା  
କଟକ ଚାଉଳିଆଗଞ୍ଜ ଥାନା ଅଧିକାରୀ ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଏବେ ସନ୍ଧେହ ଘରରେ ?   04-Jul-2026

You Might Also Like

  ଶି‍କ୍ଷା ଓ ନିଯୁକ୍ତି  

୯୩% ମାର୍କ ରଖ୍ ସଫଳତା ପାଇଲେ ସନ୍ଦୀପ

  ଶି‍କ୍ଷା ଓ ନିଯୁକ୍ତି  

ଆଜିଠାରୁ ହେବ ସକାଳୁଆ ସ୍କୁଲ