-+91-9937148622 |

prerana_bgr@rediffmail.com |

  Sunday 5th July 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜ ଖବକାଗଜ ପକ୍ଷରୁ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ଓ କ୍ଵିଜ ପ୍ରତିଯୋଗିତା ଅନୁଷ୍ଠିତ   (05-Jul-2026)       ||      ବର୍ଷାକୁ ଖାତିର କଲେ ନି♦️ ଚିତ୍ରାଙ୍କନ ଓ କୁଇଜ୍‌ ପରୀକ୍ଷା ଦେଲେ ୭୮ଜଣ   (05-Jul-2026)       ||      ଡେଙ୍ଗ ବିଦ୍ୟାଳୟ ରେ ବନମହୋତ୍ସବ ପାଳିତ    (05-Jul-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ    (05-Jul-2026)       ||      ଖୁବ ଶୀଘ୍ର ନୂଆ ରୂପରେ ଝଲସି ଉଠିବ ବରପାଲି ସହର   (05-Jul-2026)       ||      ବରପାଲି ଅଶୋକ କ୍ଲବର ଉନ୍ନତିକରଣ କାର୍ଯ୍ୟର ଶୁଭ ଉଦ୍ଘାଟନ   (05-Jul-2026)       ||      ଡାବୁଗାଁ ପ୍ରେସ କ୍ଲବ ସଭାପତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସହ ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା l   (05-Jul-2026)       ||      ପୁରୀ–କୋରାପୁଟ ନୂତନ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ ୬ ତାରିଖରେ   (05-Jul-2026)       ||      ଝରକା ଫାଙ୍କା ଦେଇ ଟାଣି ନେଲା ଯମ, ଦେବାହାଲୀରେ ବଜ୍ରାଘାତରେ ଅକାଳରେ ଝଡିଗଲା ଯୁବ ଜୀବନ    (05-Jul-2026)       ||      କନ୍ଧମାଳରେ ଚିଠା ଭୋଟର ତାଲିକା ପ୍ରକାଶ: ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ସର୍ବଦଳୀୟ ବୈଠକ    (05-Jul-2026)       ||      ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ୯୦ ପ୍ରତିଶତ ଶେଷ    (05-Jul-2026)       ||      ଓଟିଇଟି ପରୀକ୍ଷା କେନ୍ଦ୍ର ବୁଲି ଦେଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ଶାସନ ସଚିବ   (05-Jul-2026)       ||      ଭୂଦାନ ଜମିର ବଣ୍ଟନ ଏବଂ ମ୍ୟୁଟେସନ୍ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତାଦେଶ♦️ସମସ୍ତ ଆରଡିସି ଏବଂ ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବଙ୍କ ଚିଠି   (05-Jul-2026)       ||      ମାଲକାନଗିରି ଜିଲ୍ଲାରେ ୧୪୩୭ ପରୀକ୍ଷାର୍ଥୀ ଦେଲେ ଓଟିଇଟି    (05-Jul-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ଶିବିର   (05-Jul-2026)       ||      *ସୋନପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ସଘନ ସଂଶୋଧନର ଚିଠା ଭୋଟର ତାଲିକା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଙ୍କ ଦ୍ଵାରା ପ୍ରକାଶନ ଓ ପ୍ରେସ ବିବୃତ୍ତି* -   (05-Jul-2026)       ||      ବନ ମହୋତ୍ସବ ପାଳିତ, ଆମର ସ୍ବପ୍ନ ଗଛର ଯତ୍ନ - ବିଚାର ପତି   (05-Jul-2026)       ||      *ପାଞ୍ଚଦିନିଆ “ଉଦ୍ୟମୀ ଓଡ଼ିଶା ଏମ.ଏସ.ଏମ.ଇ କାର୍ଯ୍ୟକ୍ରମ- ୨୦୨୬″ ସୁବର୍ଣ୍ଣପୁରରେ ସଫଳତାର ସହ ଉଦଯାପିତ*-   (05-Jul-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ   (05-Jul-2026)       ||      ଉଚ୍ଚ ବିଦ୍ୟାଳୟ ମନହିରା ଛାତ୍ର ଛାତ୍ରୀ ମେଧାବୃତ୍ତି ରେ ବ୍ଲକ ଟପର ହେବାସହ 2025-26 ଶିକ୍ଷା ବର୍ଷ ରେ ଏନ ଏମ ଏମ ଏସ ଜାତୀୟ ମେଧାବୃତ୍ତି ପରୀକ୍ଷା ରେ ଯୋଗ୍ୟ ବିବେଚିତ    (05-Jul-2026)       ||     

HOME   ଜିଲ୍ଲା

ବିଜ୍ଞାପନ ଓ ଭାଷଣ ରେ ମାଗଣା, କିନ୍ତୁ ଯୋଜନା ରେ ମାଗା ଯାଉଛି ଟଙ୍କା*

09-Jan-2024




       ସମ୍ବଲପୁର .(ସଂଜୀବପାଣିଗ୍ରାହୀ)  - ଗରିବ ପରିବାର ଙ୍କୁ ପକ୍କା ଘର ଖଣ୍ଡିଏ ଯୋଗେଇ ଦେବା ପାଇଁ କେନ୍ଦ୍ର ର ମୋଦୀ ସରକାର ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । କିନ୍ତୁ, ସେଥି ପାଇଁ ଆବଶ୍ୟକ ସ୍ଥାୟୀ ପଟ୍ଟା ଥିବା ଜମି ଖଣ୍ଡିଏ ମଧ୍ଯ ଅନେକ ଗରିବ ପରିବାର ପାଖରେ ନାହିଁ । ତେଣୁ, ବିଗତ୍ ଦିନରେ ବିଜେପି ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ କରାଯାଇ ଗରୀବ ଭୂମିହୀନ ଙ୍କୁ ସ୍ଥାୟୀ ପଟ୍ଟା ପ୍ରଦନ କରିବା ପାଇଁ ଦାବୀ ହୋଇ ଆସିଛି । ଏହା ପରେ ଭୂମିହୀନ ପରିବାର ଙ୍କୁ ମାଗଣା ରେ ଜମି ଖଣ୍ଡିଏ ଯୋଗେଇ ଦେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ଜାଗା ମିଶନ । ରାଜ୍ୟ ସାରା ଲାଗିଲା ବଡ ବଡ ବିଜ୍ଞାପନ ର ହୋଡିଂ, ଖବରକାଗଜମାନଙ୍କରେ ଦିଆଗଲା କୋଟି କୋଟି ଟଙ୍କା ର ବିଜ୍ଞାପନ । ବିଭିନ୍ନ ବସ୍ତି ଅଞ୍ଚଳ ରେ ଉଷା ଯୋଜନା ରେ କରାଗଲା ସର୍ବେକ୍ଷଣ । କିନ୍ତୁ, ବର୍ତ୍ତମାନ ହିତାଧିକାରୀ ଙ୍କୁ ଏଲ୍.ଆର୍.ସି ପ୍ରଦାନ ପାଇଁ ମଗାଯାଉଛି ପ୍ରିମିୟମ ।
      ସର୍ବେକ୍ଷଣ ରେ ଯୋଗ୍ୟ ବିବେଚିତ ହୋଇଥିବା ପରିବାର ଙ୍କୁ ମିଳିବ ୩୦ ବର୍ଗ ମିଟର ଜାଗା । ଯଦି କେହି ତଦୁର୍ଦ୍ଧ କିଛି ଜାଗା ଅକ୍ତିଆର ରେ ରଖିଥିବେ ତାହେଲେ ତାଙ୍କୁ ଆଉ ଅତିରିକ୍ତ ୧୫ ବର୍ଗ ମିଟର ଜାଗା ପ୍ରଦାନ୍ କରାଯିବ । କିନ୍ତୁ, ସେଇ ଅତିରିକ୍ତ ଜାଗା ପାଇଁ ହିତାଧିକାରୀ ଙ୍କୁ ଦେବାକୁ ପଡ଼ିବ ପାଉଣା । ଜମି ର ସରକାରି ମୂଲ୍ୟ ବା ବେଞ୍ଚ ମାର୍କ ଭେଲ୍ୟୁ ଉପରେ ଆର୍ଥିକ ଭାବେ ପଛୁଆ ବର୍ଗ ର ପରିବାର ଙ୍କୁ ୫% ଓ ଅନ୍ୟ ମାନଙ୍କୁ ୧୦% ହିସାବ ରେ ପାଉଣା ଦଖଲ କରିବାକୁ ପଡ଼ିବ ।
    ଏହି ବ୍ୟବସ୍ଥାକୁ ଆଜି ସମ୍ବଲପୁର ବିଜେପି ପକ୍ଷରୁ ବିରୋଧ କରାଯାଇଛି । ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗିରିଶ ପଟେଲ ଙ୍କ ନେତୃତ୍ୱରେ ବିଜେପି ର ଏକ ପ୍ରତନିଧି ଦଳ ପହଞ୍ଚି ଥିଲେ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ । ପୌରାଯୁକ୍ତ  ଶ୍ରୀଯୁକ୍ତ ବିଦୁଭୂଷଣ ଭୋଇ ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ପୌରାଯୁକ୍ତ ଶ୍ରୀମତୀ ସରୋଜିନୀ ପ୍ରସନ୍ କୁଲୁ ଙ୍କୁ ସାକ୍ଷାତ୍ କରି ନିଜର ଆପତ୍ତି ଅଭିଯୋଗ କରିଥିଲା । 
    ବିଜେପି ପକ୍ଷରୁ ଦାବୀ କରଯାଇଛି ଯେ, *ହିତାଧିକାରୀ ମାନଙ୍କୁ ସମ୍ପୂର୍ଣ୍ଣ ମାଗଣା ରେ ଏଲ୍.ଆର୍.ସି ପ୍ରଦାନ୍ କରାଯାଉ । ଯେଉଁ ମାନେ ଚାରି ପାଞ୍ଚ ଦଶନ୍ଧି ରୁ ସରକାରି ଜମି ରେ ଘର କରି ରହିଛନ୍ତି ତାଙ୍କୁ ଜମି ର ଆକାର ଓ ପ୍ରକାର ରେ କୋହଳ କରିବାର ବ୍ୟବସ୍ଥା କରାଯାଉ । ଏଲ.ଆର୍.ସି ବଦଳ ରେ ସ୍ଥାୟୀ ପଟ୍ଟା ପ୍ରଦନ କରାଯାଉ ।*
     ଆଜିର କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଅନିଲ ବେହେରା, ଦାମୋଦର କର, ଶିବ କୁମାର୍ ଅଗ୍ରୱାଲ, ସମିର ରଞ୍ଜନ ବାବୁ, ମାନସ ରଞ୍ଜନ ବକ୍ସି, ବିଷ୍ଣୁ ରକ୍ଷୀତ୍, ଜୟନ୍ତ ଦାସ, ଫଣି ଭୂଷଣ ମିଶ୍ର, ଶମ୍ଭୁ ବରେଲିଆ, ମନୋଜ ସ୍ୱାଇଁ, ସଞ୍ଜୟ ଷଡ଼ଙ୍ଗୀ, ଦିଲୀପ ଚୋବେ, ଦିଲୀପ ଶର୍ମା, ଅନିଲ ସୁନା, କିଶୋର ମେହେର, ପ୍ରଦିପ କୁମାର ବେହେରା, ନାରାୟଣ ପଣ୍ଡା, ରାଜୀବ ସାହୁ, ମୁନ୍ନା ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜ ଖବକାଗଜ ପକ୍ଷରୁ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ଓ କ୍ଵିଜ ପ୍ରତିଯୋଗିତା ଅନୁଷ୍ଠିତ   05-Jul-2026
  ରାଜ୍ୟ  
ବର୍ଷାକୁ ଖାତିର କଲେ ନି♦️ ଚିତ୍ରାଙ୍କନ ଓ କୁଇଜ୍‌ ପରୀକ୍ଷା ଦେଲେ ୭୮ଜଣ   05-Jul-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟ ରେ ବନମହୋତ୍ସବ ପାଳିତ   05-Jul-2026
  ଖେଳ  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ   05-Jul-2026
  ଜିଲ୍ଲା  
ଖୁବ ଶୀଘ୍ର ନୂଆ ରୂପରେ ଝଲସି ଉଠିବ ବରପାଲି ସହର   05-Jul-2026
  ଜିଲ୍ଲା  
ବରପାଲି ଅଶୋକ କ୍ଲବର ଉନ୍ନତିକରଣ କାର୍ଯ୍ୟର ଶୁଭ ଉଦ୍ଘାଟନ   05-Jul-2026
  ଜିଲ୍ଲା  
ଡାବୁଗାଁ ପ୍ରେସ କ୍ଲବ ସଭାପତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସହ ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା l   05-Jul-2026
  ରାଜ୍ୟ  
ପୁରୀ–କୋରାପୁଟ ନୂତନ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ ୬ ତାରିଖରେ   05-Jul-2026
  ଜିଲ୍ଲା  
ଝରକା ଫାଙ୍କା ଦେଇ ଟାଣି ନେଲା ଯମ, ଦେବାହାଲୀରେ ବଜ୍ରାଘାତରେ ଅକାଳରେ ଝଡିଗଲା ଯୁବ ଜୀବନ   05-Jul-2026
  ଜିଲ୍ଲା  
କନ୍ଧମାଳରେ ଚିଠା ଭୋଟର ତାଲିକା ପ୍ରକାଶ: ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ସର୍ବଦଳୀୟ ବୈଠକ   05-Jul-2026
  ଜିଲ୍ଲା  
ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ୯୦ ପ୍ରତିଶତ ଶେଷ   05-Jul-2026
  ଜିଲ୍ଲା  
ଓଟିଇଟି ପରୀକ୍ଷା କେନ୍ଦ୍ର ବୁଲି ଦେଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ଶାସନ ସଚିବ   05-Jul-2026

You Might Also Like