-+91-9937148622 |

prerana_bgr@rediffmail.com |

  Saturday 18th July 2026 |

| | | |

R.N.I. Regd No. ODIODI/2010/46693

Breaking News

ମେରା ଯୁବ ଭାରତ ସମ୍ବଲପୁର ପକ୍ଷରୁ ଜିଲ୍ଲା ପରାମର୍ଶଦାତା ଓ ଜିଲ୍ଲା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ   (18-Jul-2026)       ||      ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ   (18-Jul-2026)       ||      ପାଣିରେ ରୋଗ ଭଲ କରିବା ନାଁ ରେ କୋଟି କୋଟି ଟଙ୍କା ଆଦାୟ।   (18-Jul-2026)       ||      ଆଗଲପୁର ବ୍ଲକ ରେ ସମିତି ବୈଠକ                                     (18-Jul-2026)       ||      ରଥଯାତ୍ରାରେ ଓମ୍ଫେଡ୍ ର ସିଏସ୍ଆର କାର୍ଯ୍ୟକ୍ରମ ♦️୨୫ ହାଜର ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲା ମ୍ୟାଙ୍ଗୋ ଜୁସ୍   (18-Jul-2026)       ||      ସମ୍ବଲପୁର ମହାନଗର ନିଗମ (SMC) ଅଞ୍ଚଳରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ    (17-Jul-2026)       ||      ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନର ଶୁଭଉଦ୍ଘାଟନ  କଲେ ପ୍ରଧାନମନ୍ତ୍ରୀ   (17-Jul-2026)       ||      ଶ୍ରୀ ଶ୍ରୀ ଜଗନ୍ନାଥ ପ୍ରଭୁ ପତିତପାବନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ I    (17-Jul-2026)       ||      ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ପାଇଁ ରେଙ୍ଗାଲି ରେ ସ୍ୱତନ୍ତ୍ର ଶିବିର    (17-Jul-2026)       ||      ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ଲୋକାର୍ପଣ,   (17-Jul-2026)       ||      ବରପାଲି ପୋଲିସର ବଡ଼ ସଫଳତା : ୧୦ଟି ଚୋରା ମୋଟରସାଇକେଲ ଉଦ୍ଧାର, ୩ ଅଭିଯୁକ୍ତ ଗିରଫ   (17-Jul-2026)       ||      ସନ୍ଥ ଭୀଭୋଇ କୋଶଲି ଶ୍ରେଷ୍ଠ ବାଓପିକ ଚଳଚିତ୍ର ଭାବେ ପୁରସ୍କୃତ   (17-Jul-2026)       ||      ଆଦିବାସୀ ଅଧ୍ୟୁଷିତ ସୋରଡା ବ୍ରାହ୍ମଣ ଶାସନରେ ପବିତ୍ର ରଥଯାତ୍ରା   (17-Jul-2026)       ||      ପିକକ୍‌ ର ପ୍ରତିଷ୍ଠା ଦିବସ ପାଳିତ   (17-Jul-2026)       ||      ଜୟ ଭାରତ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ୍   (17-Jul-2026)       ||      କାଉଡୋଳା ଗ୍ରାମ ଠାରେ ଜଗତର ନାଥ ଜଗନ୍ନାଥ ଙ୍କ ଘୋଷ ଯାତ୍ରା ଅନୁଷ୍ଠିତ.   (17-Jul-2026)       ||      ବଲାଙ୍ଗିରର ବିଭିନ୍ନ ରଥଯାତ୍ରାରେ ସାମିଲ ହେଲେ ବିଧାୟକ କଳିକେଶ ନାରାୟଣ ସିଂହଦେଓ   (17-Jul-2026)       ||      ରଥଯାତ୍ରାରେ ଦର୍ଶନାର୍ଥିଙ୍କ ମୃତ୍ୟୁରେ କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ଶୋକ ପ୍ରକାଶ   (17-Jul-2026)       ||      ଅଘରିଆ ଜ୍ଯୋତି ଚତୁର୍ବିଂଶ ସଂସ୍କରଣ ଉନ୍ମୋଚନ    (16-Jul-2026)       ||      ବିଶ୍ଵର ସବୁଠାରୁ କ୍ଷୁଦ୍ର, ଛୋଟ,କୁନି ରଥ    (16-Jul-2026)       ||     

HOME   ଜିଲ୍ଲା

ନିଖିଳ ଓଡିଶା କୈବର୍ତ୍ତ ମହାସଭା

28-Dec-2023



ଦେଓଗାଁ(ଅନ୍ତର୍ଯ୍ୟାମୀ ସାହୁ) ଦେଓଗାଁ ବ୍ଲକ ଜରାସିଂହା ସ୍ଥିତ ପାଟଖଣ୍ଡା ଦେବୀଙ୍କ ନିଶିଗୁଡି ନିକଟରେ ନିଖିଳ ଓଡିଶା କୈବତ୍ତ ମହାସଭାର ବଲାଙ୍ଗିର ଜିଲ୍ଲା ସ୍ତରୀୟ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ମଧ୍ୟରେ ସକାଳେ ସମାଜର ମହିଳାମାନଙ୍କ ଦ୍ୱାରା ଜରାସିଂହା ଗ୍ରାମରେ କଳସ ଯାତ୍ରା, ଜାତିର ପତାକା ଉତ୍ତୋଳନ, ମା ଅଶ୍ୱିନୀ ବାସିଲି ସମଲେଶ୍ୱରୀ ଦେବୀଙ୍କ ପୂଜାର୍ଚ୍ଚନା, ସାଂସ୍କୃତିକ କାର୍ଯ୍ୟକ୍ରମରେ ନିପୁଣ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ, ଛାତ୍ର ଛାତ୍ରୀ, କଳାକାର, ଶିକ୍ଷାବିଦ୍‌, ସମାଜସେବୀମାନଙ୍କ ର ଦକ୍ଷତା ଆଧାରରେ ମାନପତ୍ର ଓ ଉପଢୈାକନ ପ୍ରଦାନ କରାଯାଇଥିଲା । ଜିଲ୍ଲା ସଭାପତି କଂସାରି ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ନିଖିଳ ଓଡିଶା କୈବର୍ତ୍ତ ସମାଜର ସଭାପତି ଯୋଗେନ୍ଦ୍ର ବେହେରା ମୁଖ୍ୟ ଅତିଥି, ଅଧ୍ୟାପକ ରମାକାନ୍ତ ନାଏକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମନୋଜ ବେହେରା କାର୍ଯ୍ୟକାରୀ ସଭାପତି, ପ୍ରଶନ୍ନ ବେହେରା ଉପସଭାପତି, ସୁଧିର ଖଣ୍ଡା ସାଧାରଣ ସଂପାଦକ, ଦିଲିପ ବେହେରା ସାଧାରଣ ସଂପାଦକ କୈବର୍ତ୍ତ ଯୁବ ମୋର୍ଚ୍ଚା, ଅକ୍ଷୟ କୁମାର ବେହେରା କାର୍ଯ୍ୟକାରୀ ସଭ୍ୟ, ରଂଜିତା କାହାଳୀ ମହିଳା ମଂଚ ସଭାନେତ୍ରୀ, ଦେବେନ୍ଦ୍ର କାହାଳୀ କାର୍ଯ୍ୟକାରୀ ସଭ୍ୟ, ପ୍ରହଲ୍ଲାଦ ବେହେରା ସଭାପତି ସାରଳା ମଣ୍ଡଳ ଜଗତସିଂପୁର, ଶରତ ପାଣ୍ଡେ ସଭାପତି ବରଗଡ ଜିଲ୍ଲା  ଯୋଗ ଦେଇଥିଲେ । ବଲାଙ୍ଗିର ଜିଲ୍ଲାର ପଂଚାନନ ସେଠ ସଂପାଦକ, ନିତ୍ୟାନନ୍ଦ ବୁଡେକ କାର୍ଯ୍ୟକାରୀ ସଭାପତି, ହଳଧର ସେଠ ଉପ-ସଭାପତି, ପାଟଣାଗଡ ଉପଖଣ୍ଡ ରାଜୁ ନାଏକ ସଂଯୋଜକ, ପୁଷ୍ପାଞ୍ଜଳି ନାଏକ ଏବିଡିଓ ଦେଓଗାଁ, ବିଭିନ୍ନ ବ୍ଲକ ସଭାପତି ଲାଲୁ ନାଏକ, ହରେକୃଷ୍ଣ ନାଏକ, ତ୍ରିଲୋଚନ ନାଏକ, ତ୍ରିଲୋଚନ ମାଝି, ପଦ୍ମଲୋଚନ ନାଏକ, ରୋହିତ ସେଠ, ମଧୁସୁଦନ ନାଏକ, ରଘୁନାଥ ମଲ୍ଲିକ, ଉପଦେଷ୍ଟା କୁଳମଣି ବେହେରା ଏବଂ ସଂପାଦକ ବୃନ୍ଦ ମଂଚାସିନ ଥିଲେ । ଜିଲ୍ଲାର ଉପସ୍ଥାପିତ ୧୦ଟି ଆଭିମୁଖ୍ୟ ଉପରେ ଅତିଥିବୃନ୍ଦ ନିଜର ବକ୍ତବ୍ୟ ପ୍ରଦାନ କରିଥିବା ସଙ୍ଗେ ସଙ୍ଗେ ସମସ୍ତ କର୍ମକର୍ତ୍ତାମାନଙ୍କୁ ଏକଜୁଟ ହେବା ପାଇଁ ସଭାପତି କଂସାରି ନାଏକ ଆହ୍ୱାନ ଦେଇଥିଲେ । ଦେଓଗାଁ ବ୍ଲକ ଆଞ୍ଚଳିକ ସଭାପତି ପର୍ଶୁରାମ ସେଠ, ସଂପାଦକ ଭୋଲାପତି ମାଲି, ଯାତ୍ରା କମିଟି ସଭାପତି ଲମ୍ବୋଦର କୁଅଁର, ସଂପାଦକ ହେମନ୍ତ ଛତ୍ରିଆ, କମିଟି ସଭ୍ୟ ବାଲେଶ୍ୱର ସେଠ, ସୁରେଶ କୁଅଁର, ନିଳାଞ୍ଚଳ କୁଅଁର, ରତ୍ନାକର ନାଏକ, କୁନୁ ପ୍ରସାଦ ନାଏକ, କେନ୍ଦୁଘାଟ ସଭାପତି କମ୍ପ ସେଠ, ସଂପାଦକ ଗଦାଧର ବେରିଆ, ସିଂହାମୁଣ୍ଡା ଆଂଚଳିକ ସଭାପତି ଦିନବନ୍ଧୁ ବିଶି, ସଂପାଦକ ବକୁଳ ସେଠ, ତୃତୀୟା ନାଏକ, ଶ୍ରୀକାନ୍ତ ବାଗ, ମହିଳା ସଦସ୍ୟା ପଦ୍ମାବତି ପତ୍ରିମାଲି, ରୀନା ପତ୍ରିମାଲି, ମାଲିନି ବାଗ, ତୁଳସା କୁଅଁର, କଳ୍ପନା ଛତ୍ରିଆ ସହଯୋଗ ପୂର୍ବକ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ମାଁ ସମଲେଶ୍ୱରୀଙ୍କ ଜ୍ୟୋତି ମୁଖ୍ୟ ଅତିଥି  ଯୋଗେନ୍ଦ୍ର ବେହେରା ପୌରାଞ୍ଚଳକୁ ୨୦୨୪ ରେ ନୁଆଖାଇ ଭେଟଘାଟ ପାଇଁ ଜ୍ୟୋତି ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମେରା ଯୁବ ଭାରତ ସମ୍ବଲପୁର ପକ୍ଷରୁ ଜିଲ୍ଲା ପରାମର୍ଶଦାତା ଓ ଜିଲ୍ଲା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ   18-Jul-2026
  ଜିଲ୍ଲା  
ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ   18-Jul-2026
  ଜିଲ୍ଲା  
ପାଣିରେ ରୋଗ ଭଲ କରିବା ନାଁ ରେ କୋଟି କୋଟି ଟଙ୍କା ଆଦାୟ।   18-Jul-2026
  ଜିଲ୍ଲା  
ଆଗଲପୁର ବ୍ଲକ ରେ ସମିତି ବୈଠକ                                     18-Jul-2026
  ଜିଲ୍ଲା  
ରଥଯାତ୍ରାରେ ଓମ୍ଫେଡ୍ ର ସିଏସ୍ଆର କାର୍ଯ୍ୟକ୍ରମ ♦️୨୫ ହାଜର ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲା ମ୍ୟାଙ୍ଗୋ ଜୁସ୍   18-Jul-2026
  ଜିଲ୍ଲା  
ସମ୍ବଲପୁର ମହାନଗର ନିଗମ (SMC) ଅଞ୍ଚଳରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ   17-Jul-2026
  ଜିଲ୍ଲା  
ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନର ଶୁଭଉଦ୍ଘାଟନ  କଲେ ପ୍ରଧାନମନ୍ତ୍ରୀ   17-Jul-2026
  ଜିଲ୍ଲା  
ଶ୍ରୀ ଶ୍ରୀ ଜଗନ୍ନାଥ ପ୍ରଭୁ ପତିତପାବନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ I   17-Jul-2026
  ଜିଲ୍ଲା  
ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ପାଇଁ ରେଙ୍ଗାଲି ରେ ସ୍ୱତନ୍ତ୍ର ଶିବିର   17-Jul-2026
  ଜିଲ୍ଲା  
ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ଲୋକାର୍ପଣ,   17-Jul-2026
  ଜିଲ୍ଲା  
ବରପାଲି ପୋଲିସର ବଡ଼ ସଫଳତା : ୧୦ଟି ଚୋରା ମୋଟରସାଇକେଲ ଉଦ୍ଧାର, ୩ ଅଭିଯୁକ୍ତ ଗିରଫ   17-Jul-2026
  ଜିଲ୍ଲା  
ସନ୍ଥ ଭୀଭୋଇ କୋଶଲି ଶ୍ରେଷ୍ଠ ବାଓପିକ ଚଳଚିତ୍ର ଭାବେ ପୁରସ୍କୃତ   17-Jul-2026

You Might Also Like