-+91-9937148622 |

prerana_bgr@rediffmail.com |

  Sunday 19th July 2026 |

| | | |

R.N.I. Regd No. ODIODI/2010/46693

Breaking News

ଚୋରା ଚାଲାଣ ବେଳେ ୮୩ ମହିଷି ଉଦ୍ଧାର   (18-Jul-2026)       ||      କବୟତ୍ରୀ ସରସ୍ବତୀ ମିଶ୍ର ଙ୍କ " ଛନେ ଆ" କୋସଲି କବିତା ବହି ମୁକୁଲାନ    (18-Jul-2026)       ||      ପ୍ରଦୂଷଣ ନିୟମ ଉଲ୍ଲଂଘନ : ଅଗ୍ରସେନ ସ୍ପଞ୍ଜକୁ ସିଲ୍ କଲା ଏସପିସିବି   (18-Jul-2026)       ||      ଚାଷୀଙ୍କ ଜମିରେ ରାସ୍ତା ! କ୍ଷତିପୁରଣ ଦାବୀ ନେଇ ରାସ୍ତାରେ କଂଟାବାଡ ରୋଗୀ ନେଇ ଆସୁଥୁବା ଆମ୍ବୁଲାନ୍ସ ଫେରିଗଲା, ତଦନ୍ତ ଜାରି   (18-Jul-2026)       ||      ବରପାଲି ରେ ପଞ୍ଚାୟତ ସମିତି ବୈଠକ   (18-Jul-2026)       ||      *ଚୋରା ଚାଲାଣ ବେଳେ ୮୩ ମହିଷି ଉଦ୍ଧାର*   (18-Jul-2026)       ||      *ସର୍ବଭାରତୀୟ ନିଟ ୟୁଜି ପରୀକ୍ଷାରେ ଆଶିର୍ବାଦ ଙ୍କ କମାଲ*   (18-Jul-2026)       ||      *ଓଡ଼ିଶା ସାମ୍ୱାଦିକ ସଂଘ ପକ୍ଷରୁ ବଲାଙ୍ଗିର ସାଂସଦ ଙ୍କୁ ଦାବୀ ପତ୍ର ପ୍ରଦାନ*-   (18-Jul-2026)       ||      ନର୍ଲା ଆଦର୍ଶ ବିଦ୍ୟାଳୟର ଛାତ୍ରଙ୍କ ଜାତୀୟ ସ୍ତରରେ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ   (18-Jul-2026)       ||      *ଦୁର୍ଘଟଣା ରେ ଅଙ୍ଗନବାଡି କର୍ମୀ ମୃତ,ଅଙ୍ଗନବାଡି ସଂଘ ତରଫରୁ ଜାତୀୟ ରାଜପଥ ଅବରୋଧ*   (18-Jul-2026)       ||      ଆଇଆଇଏମ ସମ୍ବଲପୁରରେ ୮ମ ପିଏଚ୍‌ଡି ବ୍ୟାଚ୍ ଏବଂ ୭ମ ପିଏଚ୍‌ଡି–କାର୍ଯ୍ୟରତ ପେଶାଜୀବୀ (PhD-WP) ବ୍ୟାଚ୍ (୨୦୨୬)ର ସ୍ୱାଗତ   (18-Jul-2026)       ||      ମେରା ଯୁବ ଭାରତ ସମ୍ବଲପୁର ପକ୍ଷରୁ ଜିଲ୍ଲା ପରାମର୍ଶଦାତା ଓ ଜିଲ୍ଲା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ   (18-Jul-2026)       ||      ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ   (18-Jul-2026)       ||      ପାଣିରେ ରୋଗ ଭଲ କରିବା ନାଁ ରେ କୋଟି କୋଟି ଟଙ୍କା ଆଦାୟ।   (18-Jul-2026)       ||      ଆଗଲପୁର ବ୍ଲକ ରେ ସମିତି ବୈଠକ                                     (18-Jul-2026)       ||      ରଥଯାତ୍ରାରେ ଓମ୍ଫେଡ୍ ର ସିଏସ୍ଆର କାର୍ଯ୍ୟକ୍ରମ ♦️୨୫ ହାଜର ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲା ମ୍ୟାଙ୍ଗୋ ଜୁସ୍   (18-Jul-2026)       ||      ସମ୍ବଲପୁର ମହାନଗର ନିଗମ (SMC) ଅଞ୍ଚଳରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ    (17-Jul-2026)       ||      ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନର ଶୁଭଉଦ୍ଘାଟନ  କଲେ ପ୍ରଧାନମନ୍ତ୍ରୀ   (17-Jul-2026)       ||      ଶ୍ରୀ ଶ୍ରୀ ଜଗନ୍ନାଥ ପ୍ରଭୁ ପତିତପାବନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ I    (17-Jul-2026)       ||      ପିତୃମାତୃହୀନ ଏବଂ ଏକକ ଅଭିଭାବକ ଶିଶୁଙ୍କ ପାଇଁ ରେଙ୍ଗାଲି ରେ ସ୍ୱତନ୍ତ୍ର ଶିବିର    (17-Jul-2026)       ||     

HOME   ଜିଲ୍ଲା

ମେଣ୍ଡାରେ ୪୧ତମ ଗ୍ରାମାଞ୍ଚଳ କ୍ରିକେଟଟୁର୍ଣ୍ଣାମେଣ୍ଟ

28-Dec-2023



ବଲାଙ୍ଗୀର/ତରଭା(ମନୋରଂଜନ ତ୍ରିପାଠୀ)-ତରଭା ବ୍ଲକ ମେଣ୍ଡା ହାଇସ୍କୁଲ ପଡିଆଠାରେ ୨୭ତାରିଖରୁ ୪୧ତମ ଗ୍ରାମାଞ୍ଚଳ କ୍ରୀକେଟଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି । ମେଣ୍ଡା ସ୍ପୋର୍ଟିଂକ୍ଲବ ଅନୁକୂଲ୍ୟରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶମ୍ଭୁଭୂଷଣ ପର୍ଦ୍ଧିଆ ଓ ଅବସରପ୍ରାପ୍ତ ବ୍ୟାଙ୍କମ୍ୟାନେଜର ନାରାୟଣ ଝାଙ୍କର ଯୋଗଦେଇ ଉଦଘାଟନ କରିଥିଲେ । ବଲାଙ୍ଗୀର ଜିଲ୍ଲା ବେନ୍ଦ୍ରା ଓ ଜାମଗାଁ କ୍ରୀକେଟଦଳ ମଧ୍ୟରେ ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ବେନ୍ଦ୍ରାଦଳ ବିଜୟୀ ହୋଇଥିଲା । ସେହିପରି ଦ୍ୱିତୀୟମ୍ୟାଚ ଧୁମାମରା ଓ ସରଗାଡ ମଧ୍ୟରେ ହୋଇ ସାରଗାଡଦଳ ବିଜୟୀ ହୋଇଥିଲା । ତେବେ ପ୍ରଥମଦିନର କ୍ୱାଟରଫାଇନାଲ ମ୍ୟାଚ ବେନ୍ଦ୍ରା ଓ ସରଗାଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଓ ସରଗାଡ ଦଳ ଏଥିରେ ବିଜୟୀ ହୋଇଥିଲା । ବେନ୍ଦ୍ରାଦଳ ନିର୍ଦ୍ଧରିତ ୧୦ ଓଭରରେ ୮୦ରନ କରିଥିବା ବେଳେ ସରଗାଡଦଳ କୌଣସି ୱିକେଟ ନହରାଇ ୬ ଓଭରରେ ୮୧ରନମ କରି ବିଜୟୀ ହୋଇଯାଇଥିଲେ । ସରଗାଡଦଳ ପ୍ରଥମ ସେମିଫାଇନାଲ ଖେଳିବାକୁ ଉତ୍ତିର୍ଣ୍ଣ ହୋଇଛି । ଆଜି ଦ୍ୱିତୀୟଦିନରେ ପ୍ରଥମ ମ୍ୟାଚ ମେଣ୍ଡା ସ୍ପୋଟିଂକ୍ଲବ ଓ ସେମେଲମୁଣ୍ଡା କ୍ରିକେଟଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମେଣ୍ଡା ସ୍ପୋଟିଂକ୍ଲବ ୧୦ଓଭରରେ ୧୪୩ରନ କରି ସେମେଲମୁଣ୍ଡାଦଳକୁ ୧୪୪ରନର ଟାର୍ଗେଟ ଦେଇଥିଲା । ତେବେ ମାତ୍ର ସେମେଲମୁଣ୍ଡାଦଳ ୪୯ରନରେ ଅଲଆଉଟ ହୋଇଯାଇଥିଲେ । ମେଣ୍ଡା ସ୍ପୋଟିଂକ୍ଲବ ୯୪ରନରେ ବିଜୟୀ ହୋଇଥିଲେ । ଖେଳକୁ ଅବିନାଶ ଫରିକାର ଓ ବିଶ୍ୱରଂଜନ ଦଳବେହେରା ଅମ୍ପାୟାର ରହି ପାରିଚାଳନା କରୁଛନ୍ତି । ଏହି ଟୁଣ୍ଟାମେଣ୍ଟ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ମୋଟ ୧୬ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି । ୩୧ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ । ବିଜୟୀଦଳ ପାଇଁ ଟ୍ରଫି ସହ ୧୫ହଜାର ଟଙ୍କା ଓ ରନର୍ସଅପ ଦଳ ପାଇଁ ଟ୍ରଫି ସହ ୯ହଜାର ଟଙ୍କାର ପୁରସ୍କାର ରାଶି ରଖାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ମେଣ୍ଡା ସ୍ପୋଟିଂକ୍ଲବର ମହାଦେବ ଜେନା,ସହଦେବ କର୍ଣ୍ଣ,ସବ୍ୟସାଚୀ ଦଣ୍ଡସେନା,ଧିରେନ୍ଦ୍ର ଝାଙ୍କର,ପିଙ୍କୁ ହାତୀ,ଅନ୍ତର୍ଯ୍ୟାମୀ ଦଣ୍ଡସେନା,ବିଶିକେଶନ ବେହେରା,ପିଣ୍ଟୁ ଦାସ,ରିତେଶ ବରାଇ,ମନ ବିଶ୍ୱାଲ,ସୁରଜ ସରାଫ ପ୍ରମୁଖ ସହଯୋଗ କରୁଛନ୍ତି । ଟୁର୍ଣ୍ଣାମେଣ୍ଟ ଦେଖିବାକୁ ମେଣ୍ଡା,ପାଇକବାହାଲ,ଦେଉଳପଦର,ପୁଆ ଇତ୍ୟାଦି ପଞ୍ଚାୟତର ହଜାର ହଜାର ଦର୍ଶକ ସାମିଲ ହେଉଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଚୋରା ଚାଲାଣ ବେଳେ ୮୩ ମହିଷି ଉଦ୍ଧାର   18-Jul-2026
  ଜିଲ୍ଲା  
କବୟତ୍ରୀ ସରସ୍ବତୀ ମିଶ୍ର ଙ୍କ " ଛନେ ଆ" କୋସଲି କବିତା ବହି ମୁକୁଲାନ   18-Jul-2026
  ଜିଲ୍ଲା  
ପ୍ରଦୂଷଣ ନିୟମ ଉଲ୍ଲଂଘନ : ଅଗ୍ରସେନ ସ୍ପଞ୍ଜକୁ ସିଲ୍ କଲା ଏସପିସିବି   18-Jul-2026
  ଜିଲ୍ଲା  
ଚାଷୀଙ୍କ ଜମିରେ ରାସ୍ତା ! କ୍ଷତିପୁରଣ ଦାବୀ ନେଇ ରାସ୍ତାରେ କଂଟାବାଡ ରୋଗୀ ନେଇ ଆସୁଥୁବା ଆମ୍ବୁଲାନ୍ସ ଫେରିଗଲା, ତଦନ୍ତ ଜାରି   18-Jul-2026
  ଜିଲ୍ଲା  
ବରପାଲି ରେ ପଞ୍ଚାୟତ ସମିତି ବୈଠକ   18-Jul-2026
  ଜିଲ୍ଲା  
*ଚୋରା ଚାଲାଣ ବେଳେ ୮୩ ମହିଷି ଉଦ୍ଧାର*   18-Jul-2026
  ଜିଲ୍ଲା  
*ସର୍ବଭାରତୀୟ ନିଟ ୟୁଜି ପରୀକ୍ଷାରେ ଆଶିର୍ବାଦ ଙ୍କ କମାଲ*   18-Jul-2026
  ଜିଲ୍ଲା  
*ଓଡ଼ିଶା ସାମ୍ୱାଦିକ ସଂଘ ପକ୍ଷରୁ ବଲାଙ୍ଗିର ସାଂସଦ ଙ୍କୁ ଦାବୀ ପତ୍ର ପ୍ରଦାନ*-   18-Jul-2026
  ଜିଲ୍ଲା  
ନର୍ଲା ଆଦର୍ଶ ବିଦ୍ୟାଳୟର ଛାତ୍ରଙ୍କ ଜାତୀୟ ସ୍ତରରେ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ   18-Jul-2026
  ଜିଲ୍ଲା  
*ଦୁର୍ଘଟଣା ରେ ଅଙ୍ଗନବାଡି କର୍ମୀ ମୃତ,ଅଙ୍ଗନବାଡି ସଂଘ ତରଫରୁ ଜାତୀୟ ରାଜପଥ ଅବରୋଧ*   18-Jul-2026
  ଜିଲ୍ଲା  
ଆଇଆଇଏମ ସମ୍ବଲପୁରରେ ୮ମ ପିଏଚ୍‌ଡି ବ୍ୟାଚ୍ ଏବଂ ୭ମ ପିଏଚ୍‌ଡି–କାର୍ଯ୍ୟରତ ପେଶାଜୀବୀ (PhD-WP) ବ୍ୟାଚ୍ (୨୦୨୬)ର ସ୍ୱାଗତ   18-Jul-2026
  ଜିଲ୍ଲା  
ମେରା ଯୁବ ଭାରତ ସମ୍ବଲପୁର ପକ୍ଷରୁ ଜିଲ୍ଲା ପରାମର୍ଶଦାତା ଓ ଜିଲ୍ଲା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ   18-Jul-2026

You Might Also Like