-+91-9937148622 |

prerana_bgr@rediffmail.com |

  Monday 27th July 2026 |

| | | |

R.N.I. Regd No. ODIODI/2010/46693

Breaking News

ମାନସ ବିହାର ରୁଗୁଡ଼ିଖାଳ ରାମମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   (26-Jul-2026)       ||      ପ୍ରବଳ ବର୍ଷା ଯୋଗୁଁ ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ ରେ ଘରେ ପାଣି ପଶିବା ଯୋଗୁଁ ଲୋକେ ହଇରାଣ ହରକତ    (26-Jul-2026)       ||      *ବ୍ରାହ୍ମଣ ଏକତା ମଞ୍ଚ ର ସାମ୍ବାଦିକ ସମ୍ମିଳନୀ*-   (26-Jul-2026)       ||      ସ୍ୱଭାବକବି ଗଙ୍ଗାଧରଙ୍କ ପୌତ୍ରବଧୂ ପ୍ରେମଶୀଳା ମେହେରଙ୍କ ବିୟୋଗ   (26-Jul-2026)       ||      ଗାଳ୍ପିକ ମନୋଜ ପୂଜାରୀ ଙ୍କ ଚତୁର୍ଥ ଗଳ୍ପ ସଂକଳନ ବାଘ ଭୟ ର ଲୋକାର୍ପଣ    (26-Jul-2026)       ||      *ସ୍ୱାଧୀନତା ସଂଗ୍ରାମୀ ବୀରାଙ୍ଗନା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦେବାକୁ ଲୋକସଭାରେ ଉଠିଲା ଦାବି*   (26-Jul-2026)       ||      ଶିଆଲଯୋର ରେ ଅସୁବିଧା ରେ ଅଛନ୍ତି ବୁଣାକାର... ଉଚିତ ଦାମରେ ଚାଷୀ ସାର ପାଉନାହାନ୍ତି ଚାଷୀ   (26-Jul-2026)       ||      ବାରମ୍ବାର ରାସ୍ତା ନିର୍ମାଣ: ବିକାଶର ପ୍ରତୀକ ନା ସରକାରୀ ଅର୍ଥର ଅପବ୍ୟୟ?   (26-Jul-2026)       ||      ଲୋୟରସୁକତେଲ ପ୍ରକଲ୍ପରୁ ଛଡାଗଲା ଚଳିତବର୍ଷର ପ୍ରଥମବନ୍ୟାଜଳ   (26-Jul-2026)       ||      *ବି.ଏମ୍.ସେମଲା ଠାରେ ସେବାୟତ ମାନଙ୍କୁ ନେଇ ସାଂଗଠନିକ ବୈଠକ ଅନୁଷ୍ଠିତ*   (26-Jul-2026)       ||      ଲାଲଟିକ୍ରା ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   (26-Jul-2026)       ||      *୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଘ*   (26-Jul-2026)       ||      ବରପାଲିରେ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରଶାସନିକ ବୈଠକ ।   (26-Jul-2026)       ||      ଓମ୍ଫେଡ୍ ପକ୍ଷରୁ ୫୫ ଗୋଟି ଦୁଗ୍ଧ ସମବାୟ ସମିତିକୁ ମାଇକ୍ରୋ ଏଟିଏମ୍ ପ୍ରଦାନ • ସହଜ ଓ ସୁଗମ ହେବ ଦୁଗ୍ଧ ଚାଷୀଙ୍କ ଆର୍ଥିକ କାରବାର   (26-Jul-2026)       ||      ଏ ଆଇ ଏଫ ଏଫ୍ ଲେଭେଲ–୫ ସହକାରୀ ରେଫରି ପିଙ୍କିଙ୍କୁ ବରପାଲି ଆଥେଲେଟିକ ଆସୋସିଏସନ୍ ଦ୍ୱାରା ସମ୍ବର୍ଦ୍ଧନା   (26-Jul-2026)       ||      ନିଟ୍ ବିବାଦ ପରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା; ଜନ୍ତର୍ ମନ୍ତର୍ ଆନ୍ଦୋଳନ ପରେ ବଡ଼ ରାଜନୈତିକ ଘଟଣା   (25-Jul-2026)       ||      ଯୁବୋଦୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ   (25-Jul-2026)       ||      ବିଭିନ୍ନ ନିଗମ ଏବଂ ବୋର୍ଡର ଅଧ୍ୟକ୍ଷ ନିଯୁକ୍ତିରେ ବିଳମ୍ବ ହେତୁ, ଓଡ଼ିଶା ବିଜେପି ବିପଦରେ          (25-Jul-2026)       ||      ପ୍ରବଳ ଜନସମାଗମ ରେ ଅନୁଷ୍ଠିତ ହେଲା ଖର୍ଡ଼ା ବାହୁଡା ରଥଯାତ୍ରା   (25-Jul-2026)       ||      ଗଣତାନ୍ତ୍ରିକ ଆନ୍ଦୋଳନର ବିଜୟ ଉପଲକ୍ଷେ ଏଆଇଡିଏସଓର ଅଭିନନ୍ଦନ ସଭା|   (25-Jul-2026)       ||     

HOME   ଜିଲ୍ଲା

ଦିବ୍ୟ ପୁରୁଷ ବିନୋଦ ବିହାରୀ ନାଥଙ୍କ ପରଲୋକ

24-Dec-2023




ସମ୍ବଲପୁର: (ସଂଜୀବପାଣିଗ୍ରାହୀ) :  ଦିବ୍ୟ ପୁରୁଷ,ସତ୍ୟ ନିଷ୍ଟାର ସତ୍ୟବାନ ଚରିତ୍ର,ଆଦର୍ଶ ଶିକ୍ଷକ ବିନୋଦ ବିହାରୀ ନାଥ ଆଉ ନାହାଁନ୍ତି ଆମ ଗହଣରେ। ୮୪ ବର୍ଷ ବୟସରେ ତାଙ୍କ ଆଜି ସମ୍ବଲପୁର କୁଲୁଥକାନୀ ଠାରେ ରହୁଥିବା ବଡ ପୁଅଙ୍କ ବାସ ଭବନରେ ପରଲୋକ ହୋଇଯାଇଛି।ତାଙ୍କର ୩ ଝିଅ ଓ ୨ ପୁଅ ଥିଲେ। ସମସ୍ତେ ବିବାହିତ ଓ ରୋଜଗାର କ୍ଷମ ସମ୍ରାନ୍ତ ହୋଇଥିଲେବି ସାରା ପରିବାର ଓ ନାତି ନାତୁଣୀଙ୍କ ପ୍ରତି ତାଙ୍କର ଥିଲା ଅନାବିଳ ସ୍ନେହ ଓ ଶ୍ରଦ୍ଧା।ସେ ଥିଲେ ଜଣେ ଆମାୟିକ ବ୍ୟକ୍ତିତ୍ୱ ଓ ନିର୍ଭିକ ବାକ୍ୟଶକ୍ତିର ବୀର ମଣିଷ।ବାହାମ ଗ୍ରାମ ପଞ୍ଚାୟତର ବାହାମ ଗ୍ରାମ ନିବାସୀ ବିନୋଦଙ୍କ ନିର୍ଭିକତା କାର୍ଯ୍ୟ,ଜୀବନ ଦର୍ଶନ,ସାମାଜିକ ଦାୟିତ୍ୱବୋଧତା, ଶିକ୍ଷାଦାନ ସମଗ୍ର ସମାଜ ପାଇଁ ଏକ ବିରଳ ଉଦାହରଣ ହୋଇ ରହିଯିବ। ତାଙ୍କ ମୃତ୍ୟୁ ସମୟରେ ପରିବାର ସ୍ୱଜନ ଉପସ୍ଥିତ ରହିଥିଲେ।ଆସନ୍ତା କାଲି ସକାଳେ ତାଙ୍କ ମର ଶରୀର ନିଜ ବାସ ଭବନରେ ପହଞ୍ଚିବା ପରେ ପରିବାର, ଜ୍ଞାତି କୁଟୁମ୍ବ, ଆତ୍ମିୟ ସ୍ୱଜନ ଓ ଗ୍ରାମବାସୀ ଶେଷ ଦର୍ଶନ କରିବା ପରେ ଗ୍ରାମ ରାଜଘାଟରେ ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ସୂତ୍ରରୁ ସୂଚନା ଦିଆଯାଇଛି । ବିନୋଦ ବିହାରୀ ନାଥଙ୍କ ମୃତ୍ୟୁ ଖବର ପାଇ ରେଢାଖୋଲ ନିର୍ବାଚନ ମଣ୍ଡଳୀର ପୁର୍ବତନ ବିଧାୟକ, ମନ୍ତ୍ରୀ,ସାଂସଦ ପ୍ରଶନ୍ନ ଆଚାର୍ଯ୍ୟ ଗଭୀର ଶୋକ ପ୍ରକାଶ କରିଥିବା ବେଳେ ପଡିଆବାହାଲ ଦୁର୍ଗାପୂଜା କମିଟି ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ବିନୋଦଙ୍କ ମୃତ୍ୟୁର ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମାନସ ବିହାର ରୁଗୁଡ଼ିଖାଳ ରାମମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   26-Jul-2026
  ଜିଲ୍ଲା  
ପ୍ରବଳ ବର୍ଷା ଯୋଗୁଁ ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ ରେ ଘରେ ପାଣି ପଶିବା ଯୋଗୁଁ ଲୋକେ ହଇରାଣ ହରକତ   26-Jul-2026
  ଜିଲ୍ଲା  
*ବ୍ରାହ୍ମଣ ଏକତା ମଞ୍ଚ ର ସାମ୍ବାଦିକ ସମ୍ମିଳନୀ*-   26-Jul-2026
  ଜିଲ୍ଲା  
ସ୍ୱଭାବକବି ଗଙ୍ଗାଧରଙ୍କ ପୌତ୍ରବଧୂ ପ୍ରେମଶୀଳା ମେହେରଙ୍କ ବିୟୋଗ   26-Jul-2026
  ରାଜ୍ୟ  
ଗାଳ୍ପିକ ମନୋଜ ପୂଜାରୀ ଙ୍କ ଚତୁର୍ଥ ଗଳ୍ପ ସଂକଳନ ବାଘ ଭୟ ର ଲୋକାର୍ପଣ   26-Jul-2026
  ଜିଲ୍ଲା  
*ସ୍ୱାଧୀନତା ସଂଗ୍ରାମୀ ବୀରାଙ୍ଗନା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦେବାକୁ ଲୋକସଭାରେ ଉଠିଲା ଦାବି*   26-Jul-2026
  ଜିଲ୍ଲା  
ଶିଆଲଯୋର ରେ ଅସୁବିଧା ରେ ଅଛନ୍ତି ବୁଣାକାର... ଉଚିତ ଦାମରେ ଚାଷୀ ସାର ପାଉନାହାନ୍ତି ଚାଷୀ   26-Jul-2026
  ଜିଲ୍ଲା  
ବାରମ୍ବାର ରାସ୍ତା ନିର୍ମାଣ: ବିକାଶର ପ୍ରତୀକ ନା ସରକାରୀ ଅର୍ଥର ଅପବ୍ୟୟ?   26-Jul-2026
  ଜିଲ୍ଲା  
ଲୋୟରସୁକତେଲ ପ୍ରକଲ୍ପରୁ ଛଡାଗଲା ଚଳିତବର୍ଷର ପ୍ରଥମବନ୍ୟାଜଳ   26-Jul-2026
  ଜିଲ୍ଲା  
*ବି.ଏମ୍.ସେମଲା ଠାରେ ସେବାୟତ ମାନଙ୍କୁ ନେଇ ସାଂଗଠନିକ ବୈଠକ ଅନୁଷ୍ଠିତ*   26-Jul-2026
  ଜିଲ୍ଲା  
ଲାଲଟିକ୍ରା ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   26-Jul-2026
  ଜିଲ୍ଲା  
*୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଘ*   26-Jul-2026

You Might Also Like