-+91-9937148622 |

prerana_bgr@rediffmail.com |

  Friday 20th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଐତିହାସିକ ହର୍‌ମାନ କୁଲ୍‌କେଙ୍କ ସ୍ମୃତିଚାରଣ    (20-Mar-2026)       ||      ବରୀ -ବିଞ୍ଝାରପୁର ରାସ୍ତା ର ଚିଙ୍ଗୁଡ଼ିଆ ନାଳ ରେ ନିର୍ମାଣ ହେବ ହାଇ ଲେବୁଲ ବ୍ରିଜ   (20-Mar-2026)       ||      *ନୂଆପଡାରେ ଡୁଡା ସମୀକ୍ଷା ବୈଠକ ଅନୁଷ୍ଠିତ : ରାଜସ୍ୱ ସଂଗ୍ରହରେ ଉନ୍ନତି ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱ*   (19-Mar-2026)       ||      ବରପାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ହିନ୍ଦୁ ନବ ବର୍ଷ ପାଳିତ ,   (19-Mar-2026)       ||      ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଦ୍ୱିତୀୟ ସଂନ୍ଧ୍ୟାରେ  ନାଟକ “ଗୁଟେ ରାତିର କଥା” ଓ “ସୀତାଚୋରୀ” ମଞ୍ଚସ୍ଥ   (19-Mar-2026)       ||      *ସୋନପୁର କଲେଜ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ଏସ୍ ପି*-   (19-Mar-2026)       ||      ବଲାଙ୍ଗୀର ମ୍ୟୁନିସିପାଲିଟିରେ ଏଲ ପି ଜି ସିଲିଣ୍ଡର ଅବୈଧ ବ୍ୟବହାର ବିରୋଧରେ ଏନଫୋର୍ସମେଣ୍ଟ କାର୍ଯ୍ୟ   (19-Mar-2026)       ||      ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ହିନ୍ଦୁ ନବବର୍ଷ ପାଳିତ ।   (19-Mar-2026)       ||      ବିଧାନସଭାରେ ଉଠିଲା ସୁକତେଲ ପ୍ରକଲ୍ପ ବିସ୍ଥାପିତ ଓ ଖଣିଖନନ ପ୍ରସଙ୍ଗ   (19-Mar-2026)       ||      ଆସନ୍ତା ମାର୍ଚ୍ଚ ୨୨ରୁ ୨୬ ପର୍ଯ୍ୟନ୍ତ ତାଲପାଲିପଡା ରାମମନ୍ଦିର ବିଗ୍ରହପ୍ରତିଷ୍ଠା ଉତ୍ସବ   (19-Mar-2026)       ||      ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଙ୍କୁ ସାକ୍ଷାତ କେଲ ରାଷ୍ଟ୍ରିୟ ବିକାଶ ବଂଜାରା ମିଶନ ସଦସ୍ଯ   (19-Mar-2026)       ||      ସାପ୍ତାହିକ ପ୍ରେରଣା ର ୨୧ତମ ସ୍ଵନକ୍ଷତ୍ର ଅବସରରେ କଲେଜସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    (19-Mar-2026)       ||      ଖ୍ରୀଷ୍ଟିଆନ ଯୁବତୀ (ST)ଆଦିବାସୀ ଜାତି ପ୍ରମାଣ ପାତ୍ର ଦେଇ ଚାକିରୀ ହାତେଇବା ଉଦ୍ୟମକୁ ବିଫଳ କଲା ଅଖିଳ ଭାରତୀୟ ଭତ୍ରା ବିକାଶ ପରିଷଦ   (19-Mar-2026)       ||      ଯୁବକ ର ମୃତ୍ୟୁ ଘଟଣା କୁ ନେଇ ରାସ୍ତା ଅବରୋଧ, କ୍ଷତିପୂରଣ ଦାବିକଳେ ପରିବାର ଲୋକେ   (19-Mar-2026)       ||      ଡକାୟତି ଯୋଜନା ପଣ୍ଡ ୪ ଡକାୟତ ଗିରଫ   (19-Mar-2026)       ||      ପୋଲତଳୁ ବିପଦପୂର୍ଣ୍ଣ ବାଲି ଉତ୍ତୋଳନ   (19-Mar-2026)       ||      ଗଞ୍ଜେଇ ସହ ୪ଟି ବାଇକ ଜବତ, ୭ ଗିରଫ    (19-Mar-2026)       ||      *ଅସହାୟ ବୃଦ୍ଧ ଦମ୍ପତ୍ତି ଙ୍କ ପାଖରେ ପହଞ୍ଚିଲେ ଜିଲ୍ଲାପାଳ*- *ତଳେ ବସି ସମସ୍ୟା ବୁଝିଲେ*-   (19-Mar-2026)       ||      ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସମ୍ମିଳନୀ ଅନୁଷ୍ଠିତ   (19-Mar-2026)       ||      ଓଡ଼ିଶାର ସଫଳ ‘ଧାନ କ୍ରୟ ମଡେଲ’ ଅନୁଧ୍ୟାନ କରିଛନ୍ତି ଛତିଶଗଡ଼ ପ୍ରତିନିଧି ଦଳ   (18-Mar-2026)       ||     

HOME   ଜିଲ୍ଲା

ଅସୁରଗଡ ମହୋତ୍ସବ ପାଇଁ କମିଟି ଗଠନ। ଆଶିଷ ସାହୁ ସଭାପତି

24-Dec-2023



 ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ମନମୁଣ୍ଡା ଠାରେ ପ୍ରଥମ ପାଇଁ ୱେବ୍ ମିଡିଆ ସଂଘ ବୌଦ୍ଧ ଜିଲ୍ଲା ଆନୁକୁଲ୍ୟରେ ଅସୁରଗଡ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ସରିଥିବା ବେଳେ ଆଜି ଉକ୍ତ ମହୋତ୍ସବ ପାଇଁ ସସସ୍ତ ବିଭାଗର କମିଟି ଗଠନ ହୋଇଥିଲା।

ମନମୁଣ୍ଡା ଖେଳ ପଡିଆ  ଠାରେ ବୌଦ୍ଧ ଜିଲ୍ଲା ୱେବ୍ ମିଡିଆ ସଂଘ  ତତ୍ତ୍ଵାବଧାନରେ ଓ ମନମୁଣ୍ଡା ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ସର୍ବସମ୍ମତି କ୍ରମେ ଆଜି କମିଟି ଗଠନ ଅନୁଷ୍ଠିତ ହୋଇଛି।ଏହି ବୈଠକରେ ଅଶୁରଗଡ ମହୋତ୍ସବ ପାଳନ କରାଯିବା ପାଇଁ ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଥିଲା।ଏହି ମହୋତ୍ସବରେ ଲୋକକଳା , କଲାସଂସ୍କୃତି, ମିନା ବଜାର,ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଗୁଡ଼ିକୁ ନିମନ୍ତ୍ରଣ କରାଯାଇ ତିନିଦିନ ଧରି ଉତ୍ସବକୁ ପାଳନ କରିବାକୁ

ବୈଠକରେ ସ୍ଥିର ହୋଇଥିଲା। ଆସନ୍ତା ଜାନୁଆରୀ ମାସ ୨୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ମହୋତ୍ସବ ପାଳନ କରାଯିବ।ଉକ୍ତ ବୈଠକରେ ମହୋତ୍ସବର ସଭାପତି ସମାଜସେବୀ ଆଶିଷ ସାହୁ ,ଉପସଭାପତି ସ୍ଵାଧୀନ ମେହେର, ସମ୍ପାଦକ କଣ୍ଟାମାଳ ବ୍ଲକ୍ ଚେୟାର ମେନ୍ ସସ୍ମିତା ସେନାପତି, ସହସମ୍ପାଦକ ଗଣେଶ ଲୋଇ , ୱେବ୍ ମିଡିଆ ସଂଘର ସଭାପତି କୁର ବେହେରା,ଉପଦେଷ୍ଟା କମିଟିର ମୁଖ୍ୟ ସଦସ୍ୟ ଭାବରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଗଲା।ଆଜିର ଉକ୍ତ ବୈଠକରେ ସମାଜ ସେବୀ ଜାନୀ ସେନାପତି,ଓଲିମୂଲ୍ ଇସଲାମ, ସୋମନାଥ ସାହୁ,ବିଷ୍ଣୁ ମେହେର , ଅଜିତ ମେହେର,କୁନୁ ରାଜହଂସ ,ସଞ୍ଜୟ ନାୟକ, ଆସ୍ତିକ ନାୟକ,ଅଞ୍ଜନ କୁମାର

ପଟ୍ଟନାୟକ,ସୁରେନ୍ଦ୍ର ସାହୁ ,ଭରତ ସେନାପତି, ରଞ୍ଜିତ ମଲ୍ଲିକ,ରାମେଶ୍ବର ପାତ୍ର,ଗୋପାଳ ମେହେର ,ଅବୁ ଖାନ,ବିଜୟ ଆଚାର୍ଯ୍ୟ ,ପ୍ରଶାନ୍ତ କୁମାର ପ୍ରଧାନ , ଆଶିଷ ଠାକୁର ,ସଞ୍ଜୟ ବାରିକ ହୃଦାନନ୍ଦ ମେହେର, ରବି ପାଣିଗ୍ରାହୀ ,ସିଦ୍ଧେଶ୍ୱର ଗିରି,ଅଭିମନ୍ୟୁ ନାୟକ ,ହରେକୃଷ୍ଣ ନାୟକ,ପଙ୍କଜ ମେହେର  ଓ ସ୍ଥାନୀୟ ଜନସାଧାରଣଙ୍କ ସହିତ ଜିଲ୍ଲା ୱେବ୍ ମିଡିଆ ସଂଘର ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ।

(ଜୟକୁମାର ମହାରଣା ଙ୍କ ରିପୋର୍ଟ )


News Comment




Photo in News

Advertisment
Lastest News
  ଜିଲ୍ଲା  
ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଐତିହାସିକ ହର୍‌ମାନ କୁଲ୍‌କେଙ୍କ ସ୍ମୃତିଚାରଣ    20-Mar-2026
  ଜିଲ୍ଲା  
ବରୀ -ବିଞ୍ଝାରପୁର ରାସ୍ତା ର ଚିଙ୍ଗୁଡ଼ିଆ ନାଳ ରେ ନିର୍ମାଣ ହେବ ହାଇ ଲେବୁଲ ବ୍ରିଜ   20-Mar-2026
  ଜିଲ୍ଲା  
*ନୂଆପଡାରେ ଡୁଡା ସମୀକ୍ଷା ବୈଠକ ଅନୁଷ୍ଠିତ : ରାଜସ୍ୱ ସଂଗ୍ରହରେ ଉନ୍ନତି ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱ*   19-Mar-2026
  ଜିଲ୍ଲା  
ବରପାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ହିନ୍ଦୁ ନବ ବର୍ଷ ପାଳିତ ,   19-Mar-2026
  ଜିଲ୍ଲା  
ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଦ୍ୱିତୀୟ ସଂନ୍ଧ୍ୟାରେ  ନାଟକ “ଗୁଟେ ରାତିର କଥା” ଓ “ସୀତାଚୋରୀ” ମଞ୍ଚସ୍ଥ   19-Mar-2026
  ଜିଲ୍ଲା  
*ସୋନପୁର କଲେଜ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ଏସ୍ ପି*-   19-Mar-2026
  ଜିଲ୍ଲା  
ବଲାଙ୍ଗୀର ମ୍ୟୁନିସିପାଲିଟିରେ ଏଲ ପି ଜି ସିଲିଣ୍ଡର ଅବୈଧ ବ୍ୟବହାର ବିରୋଧରେ ଏନଫୋର୍ସମେଣ୍ଟ କାର୍ଯ୍ୟ   19-Mar-2026
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ହିନ୍ଦୁ ନବବର୍ଷ ପାଳିତ ।   19-Mar-2026
  ଜିଲ୍ଲା  
ବିଧାନସଭାରେ ଉଠିଲା ସୁକତେଲ ପ୍ରକଲ୍ପ ବିସ୍ଥାପିତ ଓ ଖଣିଖନନ ପ୍ରସଙ୍ଗ   19-Mar-2026
  ଜିଲ୍ଲା  
ଆସନ୍ତା ମାର୍ଚ୍ଚ ୨୨ରୁ ୨୬ ପର୍ଯ୍ୟନ୍ତ ତାଲପାଲିପଡା ରାମମନ୍ଦିର ବିଗ୍ରହପ୍ରତିଷ୍ଠା ଉତ୍ସବ   19-Mar-2026
  ଜିଲ୍ଲା  
ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଙ୍କୁ ସାକ୍ଷାତ କେଲ ରାଷ୍ଟ୍ରିୟ ବିକାଶ ବଂଜାରା ମିଶନ ସଦସ୍ଯ   19-Mar-2026
  ଜିଲ୍ଲା  
ସାପ୍ତାହିକ ପ୍ରେରଣା ର ୨୧ତମ ସ୍ଵନକ୍ଷତ୍ର ଅବସରରେ କଲେଜସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   19-Mar-2026

You Might Also Like