-+91-9937148622 |
prerana_bgr@rediffmail.com |
Friday 7th August 2026 |
R.N.I. Regd No. ODIODI/2010/46693
Breaking News
17-Dec-2020
କୁଚିଣ୍ଡା, (ସଂଜୀବ କୁମାର ପାଣିଗ୍ରାହୀ)-ସମ୍ୱଲପୁର ସ୍ଥତି ନେହେରୁ ଯୁବ କେନ୍ଦ୍ର ପଖ୍ୟରୁ କୁଚିଣ୍ଡା ବ୍ଲକ ତେଲିତିଲେଇମାଲ ଗ୍ରାମ ପଂଚାୟତ ରେ ବ୍ୟାପକ ଯୁବ ଜାଗରଣ କାର୍ୟ୍ୟକ୍ରମ ହାତ କୁ ନିଆଯାଇଛିା ଏଇ ଅବସରରେ ଅର୍ଜୁନଡିହି ଠାରେ ମାଁ ସମଲେଶ୍ୱରୀ କ୍ଲବ ର ସଭାପତି ଶ୍ରୀ ସୁରଜ ସେଉଲ ଓ ଡନସନାଡିହି ଠାରେ ସେଣ୍ଟ ଯୋଶେଫ ୟୁଥ କ୍ଲବ ସଭାପତି ସୁନଲ ମୁଣ୍ଡା ଙ୍କ ସଭାପତିତ୍ୱରେ ଦୁଇ ଗୋଟି ଯୁବ ଜାଗରଣ ସଭା ହୋଇଯାଇଛିା ନେହେରୁ ଯୁବ କେନ୍ଦ୍ର କୁଚିଣ୍ଡା ବ୍ଲକ ସ୍ୱେଚ୍ଛାସେବୀ ସରୋଜ ମେହେର ଙ୍କ ପରିଚାଳନା ରେ ଆୟୋଜତି କାର୍ୟ୍ୟକ୍ରମ ରେ ପ୍ରକୃତି ବଂଧୁ ଶ୍ରୀ ସୁବାଷ ଚନ୍ଦ୍ର ନାୟକ ଓ ସାମ୍ୱାଦିକ ଗନନ ଶର୍ମା ବୃଖ୍ୟ ରୋପଣ ,ସ୍ୱଚ୍ଛଭାରତ ଓ ରକ୍ତଦାନ କାର୍ୟ୍ୟକ୍ରମ ସମ୍ପର୍କ ରେ ତାଲିମ ପ୍ରଦାନ କରିଥିଲୋ ଶେଷରେ ରାଜେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ