-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
24-Nov-2023
ବଲାଙ୍ଗିର (ପ୍ରେରଣା ଖବର): ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ତରଫରୁ ତପୋବନ ଏକାଡେମୀ ସିରୋଲ ର ପ୍ରଥମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠାଗାରର ପ୍ରତିଷ୍ଠାତା ବୃନ୍ଦାବନ କୁମ୍ଭାର ମାଗଣାରେ ଛବିଳ ମଧୁ ବର୍ଣ୍ଣବୋଧ ବିତରଣ କରିଥିଲେ। ଏଥିରେ ବିଦ୍ୟାଳୟର ଶିକ୍ଷକ ଭଉଲଏଶ୍ଵର ଛତର , ଗଜଗହିର, ଲବଣୀ ବଗତ୍ତୀ, ବବ୍ଳି ପ୍ରଧାନୀ, ନିତ୍ୟାନନ୍ଦ ଛତର ସହଯୋଗ କରିଥିଲେ। ଏକାଡେମୀର ପ୍ରତିଷ୍ଠାତା ଗଜାନନ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ।