-+91-9937148622 |

prerana_bgr@rediffmail.com |

  Monday 11th May 2026 |

| | | |

R.N.I. Regd No. ODIODI/2010/46693

Breaking News

୨୦୦୧ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ    (11-May-2026)       ||      ବରଗଡ଼ ଲୋକସଭା କ୍ଷେତ୍ରର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ତୃତ ଆଲୋଚନା    (11-May-2026)       ||      ଅଭିଯୁକ୍ତକୁ ଅଟକରଖି ପୋଲିସକୁ ଦେଇଥିଲେ ଜିମା, ମୋଟୁ ପୋଲିସ ର ଅଧିକ ତଦନ୍ତ ଜାରି   (11-May-2026)       ||      କଟକ ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନ ପକ୍ଷରୁ ଚପଖେଳ ଉଦ୍ ଯାପିତ   (11-May-2026)       ||      ଗ୍ରୀଷ୍ମକାଳୀନ କରାଟେ ଟାଇକଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ   (10-May-2026)       ||      ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷର ଯତ୍ନ ନେବା ପାଇଁ କର୍ମଶାଳା   (10-May-2026)       ||      ଚାର୍ଜସିଟ୍ ଦାଖଲ ପୂର୍ବରୁ ବେଆଇନ୍ ଆଇନଗତ ଚକ୍ରାନ୍ତ ? ଆସନ୍ତାକାଲି ପୁଣି ଜାମିନ ଆବେଦନ !   (10-May-2026)       ||      ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ   (10-May-2026)       ||      ଆମ ଢେଙ୍କାନାଳ- ଆମ ଗୌରବ   (10-May-2026)       ||      ସନ୍ଧ୍ୟା ହେଲେ ଚଉଳିଆଗଞ୍ଜ ଖେଳ ପଡିଆ ♦️ ଜମୁଛି ଅସାମାଜିକ ଯୁବକଙ୍କ ଆଡ୍ଡା   (10-May-2026)       ||      ପୋଲିସ ଭବନରେ ଗୁରୁତତ୍ୱପୂର୍ଣ୍ଣ ବୈଠକ   (10-May-2026)       ||      ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଛତା ବଣ୍ଟନ    (10-May-2026)       ||      ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ l   (10-May-2026)       ||      ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ୍ ମୋଡରେ ବିଜୟ,   (10-May-2026)       ||      *ମୌଦଲପୁର ଠାରେ ନାମ ଯଜ୍ଞ" ଅନୁଷ୍ଠିତ*   (10-May-2026)       ||      ପରିବାର ଭିତରୁ ଯୁବ ପିଢିଙ୍କ ଭିତରେ ସଂସ୍କାର ଆଣିଲେ ସେମାନେ ସଂସ୍କୃତି ର ଅବକ୍ଷୟକୁ ରୋକି ପାରିବେ    (10-May-2026)       ||      ସଡ଼କ ଦୁର୍ଘଟଣାରେ ଦୁଇଜଣ ଆହତ , ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲ କୁ ପଠାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ   (10-May-2026)       ||       କାର୍ ରେ ଓଡ଼ିଶାରୁ ଛତିଶଗଡ ଗଂଜେଇ ଚାଲାଣ , ଗାଡି ଛାଡି ଗଂଜେଇ ମାଫିଆ ଫେରାର    (10-May-2026)       ||       କାର୍ ରେ ଓଡ଼ିଶାରୁ ଛତିଶଗଡ ଗଂଜେଇ ଚାଲାଣ , ଗାଡି ଛାଡି ଗଂଜେଇ ମାଫିଆ ଫେରାର    (10-May-2026)       ||      ନିର୍ମାଣାଧୀନ କୋଠାରୁ ପଡ଼ି ଶ୍ରମିକ ମୃତ୍ୟୁ ଘଟଣା ଯନ୍ତ୍ରୀ, ଘଟଣାର ନିରପେକ୍ଷ ତଦନ୍ତ ହେଉ    (10-May-2026)       ||     

HOME   ଜିଲ୍ଲା

ଶ୍ରୀକ୍ଷେତ୍ରର ମା ଶୁଭଦ୍ରାଙ୍କ ରଥ ଚକକୁ ସୁବର୍ଣ୍ଣପୁରରେ ଭବ୍ୟ ସ୍ବାଗତ, ସୋନପୁରରେ ରଥ ଚକ ପହଞ୍ଚିବା ପରେ ଭକ୍ତିମୟ ପରିବେଶ

23-Nov-2023



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ଲୀଳାମୟ ଠାକୁର ହେଉଛନ୍ତି ପ୍ରଭୁ ଜଗନ୍ନାଥ । ତାଙ୍କର ଲୀଳା ବିଶ୍ୱ ବିଦିତ । କେବଳ ଚକା ଆଖି ଟିକିଏ ଦର୍ଶନ ପାଇଁ ଶହ ଶହ କିଲୋମିଟର ଦୂରରୁ  ଶ୍ରୀକ୍ଷେତ୍ରକୁ ଛୁଟି ଯାଉଛି ଭକ୍ତ । କାଳିଆର ସାନ୍ନିଧ୍ୟ ଲାଭ ପାଇଁ ଆତୁର ଭକ୍ତର ମନ । ତେଣୁ ଅତି ନିକଟରୁ ଶ୍ରୀଜିଉଙ୍କୁ ଦର୍ଶନ କଲା ଭଳି ହୃଦବୋଧ ହେବ

ବୋଲି ସୁବର୍ଣ୍ଣପୁରର କିଛି ଜଗନ୍ନାଥ ପ୍ରେମୀ ଗୋଟିଏ ରଥ ଚକ ସୋନପୁର ଆଣିଛନ୍ତି ଯାହାକି ଜିଲ୍ଲା ପାଇଁ ଏକ ସୌଭାଗ୍ୟ ର ବିଷୟ । ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁରରୁ ତୁଳସୀ ରଥ ସହ ପୁରୀ ଯାଇଥିବା ଶ୍ରୀଜଗନ୍ନାଥ ସଂସ୍କୃତିର କର୍ମକର୍ତ୍ତା ମାନେ ମା ସୁଭଦ୍ରାଙ୍କ ରଥ ଦେବଦଳନର ଏକ ଚକ ଆଣି ସୋନପୁର ଆସିଛନ୍ତି । ଏହି ରଥ ଚକ ଶ୍ରୀଜିଉଙ୍କ ପବିତ୍ର ଲୀଳା କ୍ଷେତ୍ର ଭାବେ ଖ୍ୟାତ ପାତାଳୀ ଶ୍ରୀକ୍ଷେତ୍ରରେ ସ୍ଥାପନ କରାଯିବ । ତେବେ ଆଜି ମଧ୍ୟାହ୍ନରେ ସୋନପୁର ରଥ ଚକ ପହଞ୍ଚିଲା ପରେ ବିଭିନ୍ନ ସ୍ଥାନରେ ରଥଚକକୁ ବନ୍ଦାପନା ଓ ପୂଜାର୍ଚ୍ଚନା କରାଯାଇ ଥିଲା । କୁଞ୍ଜଛକଠାରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଓ ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ସମେତ ଶହ ଶହ ଭକ୍ତ ଶ୍ରଦ୍ଧାଳୁ ଉପସ୍ଥିତ ରହି ଫୁଲ, ଧୂପ, ଚନ୍ଦନ ଦେଇ ସ୍ୱାଗତ କରିଥିଲେ । ପରେ ଏକ ବାଇକ ରାଲି ରେ ରଥ କୁ ସୋନପୁର ସହର ପରିକ୍ରମା କରଯାଇଥିଲା । ପଞ୍ଚରଥ ମନ୍ଦିର, ସତ୍ୟନାରାୟଣ ମନ୍ଦିର, ଗୁଣ୍ଡିଚା ମନ୍ଦିର, ଟିକ୍ରିପଡା, ଗଡଭିତର, ପାଲେସ ଲାଇନ, ଘୋଡାଘାଟପଡା ସୋମନାଥ ମନ୍ଦିର ଓ ବ୍ଲକ ଛକ ଠାରେ ଶହ ଶହ ମହିଳା ଭକ୍ତ ରଥ ଚକ କୁ ଦର୍ଶନ ଓ ପ୍ରଭୁକୃପା ଲାଭ କରି ଭାବବିହ୍ୱଳ ହୋଇ ପଡିଥିଲେ ଓ ତୁଳସୀ ଟିକିଏ ପାଇ ରଥ ଚକ କୁ ଛୁଇଁ ନିଜକୁ ଭାଗ୍ୟବାନ ମନେ କରିଥିଲେ । ହରିବୋଲ, ହୁଳହୁଳି ସହ ଜୟ ଜଗନ୍ନାଥ ଧ୍ୱନିରେ ସାରା ସହର ପ୍ରକମ୍ପିତ ହୋଇଥିଲା । ଚନ୍ଦ୍ରଶେଖର ଓତା,

ଶ୍ରୀବତ୍ସ ମଲ୍ଲିକ, ସୁରେଶ ମିଶ୍ର, ଗଦାଧର ବାରିକ, ବେଣୀମାଧବ ବେଦବାକ, ମନୋରଞ୍ଜନ ତ୍ରିପାଠୀ, ଧରଣୀଧର ମିଶ୍ର, ପ୍ରକାଶ ବେବର୍ତ୍ତା, ମନୋଜ ପଣ୍ଡା, ଲଡୁ କିଶୋର ମଲ୍ଲିକ, ନନ୍ଦୁ କମାଣି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ପରେ ବିନିକା ଜଗନ୍ନାଥ ମନ୍ଦିର ଦେଇ ପାତାଳି ଶ୍ରୀକ୍ଷେତ୍ରକୁ ଏହି  ଆଧ୍ୟାତ୍ମିକ ଯାତ୍ରା ଅନୁଷ୍ଠିତ ହୋଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୦୦୧ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ    11-May-2026
  ଜିଲ୍ଲା  
ବରଗଡ଼ ଲୋକସଭା କ୍ଷେତ୍ରର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ତୃତ ଆଲୋଚନା   11-May-2026
  ଜିଲ୍ଲା  
ଅଭିଯୁକ୍ତକୁ ଅଟକରଖି ପୋଲିସକୁ ଦେଇଥିଲେ ଜିମା, ମୋଟୁ ପୋଲିସ ର ଅଧିକ ତଦନ୍ତ ଜାରି   11-May-2026
  ରାଜ୍ୟ  
କଟକ ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନ ପକ୍ଷରୁ ଚପଖେଳ ଉଦ୍ ଯାପିତ   11-May-2026
  ଜିଲ୍ଲା  
ଗ୍ରୀଷ୍ମକାଳୀନ କରାଟେ ଟାଇକଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ   10-May-2026
  ଜିଲ୍ଲା  
ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷର ଯତ୍ନ ନେବା ପାଇଁ କର୍ମଶାଳା   10-May-2026
  ରାଜ୍ୟ  
ଚାର୍ଜସିଟ୍ ଦାଖଲ ପୂର୍ବରୁ ବେଆଇନ୍ ଆଇନଗତ ଚକ୍ରାନ୍ତ ? ଆସନ୍ତାକାଲି ପୁଣି ଜାମିନ ଆବେଦନ !   10-May-2026
  ଜିଲ୍ଲା  
ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ   10-May-2026
  ରାଜ୍ୟ  
ଆମ ଢେଙ୍କାନାଳ- ଆମ ଗୌରବ   10-May-2026
  ଜିଲ୍ଲା  
ସନ୍ଧ୍ୟା ହେଲେ ଚଉଳିଆଗଞ୍ଜ ଖେଳ ପଡିଆ ♦️ ଜମୁଛି ଅସାମାଜିକ ଯୁବକଙ୍କ ଆଡ୍ଡା   10-May-2026
  ଜିଲ୍ଲା  
ପୋଲିସ ଭବନରେ ଗୁରୁତତ୍ୱପୂର୍ଣ୍ଣ ବୈଠକ   10-May-2026
  ଜିଲ୍ଲା  
ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଛତା ବଣ୍ଟନ   10-May-2026

You Might Also Like