-+91-9937148622 |

prerana_bgr@rediffmail.com |

  Wednesday 2nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   (01-Sep-2026)       ||      ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Sep-2026)       ||      ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   (01-Sep-2026)       ||      ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   (01-Sep-2026)       ||      ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   (01-Sep-2026)       ||      ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   (01-Sep-2026)       ||      ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    (01-Sep-2026)       ||      ବଲାଙ୍ଗୀରରେ ମହିଳାଙ୍କ ପରିବେଶ ସଚେତନତା : ସ୍କୁଲ ପରିସରରେ ବୃକ୍ଷରୋପଣ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ସମ୍ବଲପୁରର ଅଜ୍ଞାତ ଇତିହାସ, ଐତିହ୍ୟ ଓ ସଂସ୍କୃତି ଉପରେ ଜାତୀୟ ସମ୍ମିଳନୀ ସଂସ୍କୃତି ସଭ୍ୟତାର ପ୍ରୟୋଗଶାଳା ହେବ ସମ୍ବଲପୁର ଜିଲ୍ଲା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ଇତିହାସକାର ଶିବ ପ୍ରସାଦ ଦାସଙ୍କ ୧୨୫ତମ ଜୟନ୍ତୀ ପାଳିତ   (01-Sep-2026)       ||      ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||      ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   (31-Aug-2026)       ||      ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (31-Aug-2026)       ||     

HOME   ଜିଲ୍ଲା

ଓସାକା ହାଇଦ୍ରାବାଦ୍ ର ଡାଲଖାଇ ପୁରସ୍କାର ୨୦୨୩ ଫଳାଫଳ ପ୍ରକାଶିତ

16-Nov-2023



ପଶ୍ଚିମ ଓଡିଶାର ଅତି ପ୍ରାଚୀନ ତଥା ଶକ୍ତି, ଭକ୍ତି, ସମର୍ପଣ ଏବଂ ଆଧ୍ୟାତ୍ମିକତାର ପ୍ରତୀକ ' ଡାଲଖାଇ ' କୁ ପ୍ରୋତ୍ସହନ ପାଇଁ ହାଇଦ୍ରାବାଦ୍ ସ୍ଥିତ ପ୍ରବାସୀ ପଶ୍ଚିମ ଓଡ଼ିଶା ବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ ' ଓସାକା ' ତରଫରୁ ଏହି ବର୍ଷ ଡାଲଖାଇ ପୁରସ୍କାର ଘୋଷଣା ହୋଇଥିଲା । କମ୍ ସମୟ ର ସୂଚନାରେ ମଧ୍ୟ ଶୋହଲଟି ଦଳ ଅଂଶଗ୍ରହଣ କରିଥିଲେ । ପଶ୍ଚିମ ଓଡିଶାର ଭାଇ ଭଉଣି ଙ୍କ ମହାନ୍ ପର୍ବ ଭାଇଜିଉଁତା ତଥା ଦୁର୍ଗାପୂଜା ଅବସରରେ ଯେଉଁ ଗ୍ରାମରେ ଯେମିତି ଭାବରେ ଡାଲଖାଇ ନୃତ୍ୟ ପରିବେଷଣ କରନ୍ତି ତାହାର ଛୋଟ ଭିଡ଼ିଓ ପଠେଇବାକୁ ଅନୁରୋଧ କରାଯାଇଥିଲା । ଏଥିରେ ବଲାଙ୍ଗୀର, ବରଗଡ଼ ଓ ନୁଆଁପଡ଼ା ଜିଲ୍ଲାର ଗ୍ରାମାଞ୍ଚଳର ଦଳ ସବୁ ଅଂଶଗ୍ରହଣ ସୂଚେଇ ଦେଲେ ଯେ ଏବେ ମଧ୍ୟ ଏସବୁ ଜିଲ୍ଲାରେ ଡାଲଖାଇ ନୃତ୍ୟ ବଂଚି ରହିଛି ।  ଶ୍ରେଷ୍ଠ ଦଳ ବାଛିବାକୁ ବିଚାରକୁ ମଣ୍ଡଳୀରେ ଥିଲେ ପଦ୍ମଶ୍ରୀ ଲୋକକବି ରତ୍ନ ଡ. ହଳଧର ନାଗ, ସଂସ୍କୃତି ବିଷାରଦ ପଣ୍ଡିତ ଡ. ଘାସିରାମ ମିଶ୍ର, ଗବେଷକ ସୁରେନ୍ଦ୍ର ସାହୁ, ସଂସ୍କୃତି ସଂଗଠକ ଚୌଧୁରୀ ବିଭାର, ବିଶିଷ୍ଟ ସଙ୍ଗୀତକାର ସର୍ବେଶ୍ଵର ଭୋଇ  ଏବଂ ଜଣାଶୁଣା କଣ୍ଠଶିଳ୍ପୀ ଆରତୀ କୁମ୍ଭାର । ସମସ୍ତେ ଓସାକାର  ପ୍ରୋତ୍ସହନ ଭଳି ମହତ୍ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ପଶ୍ଚିମ ଓଡିଶା ର ସମସ୍ତ ଦୂର୍ଗାପୂଜା କମିଟି ମାନଙ୍କୁ ନିଜ ନିଜ ଅଂଚଳର ଡାଲଖାଇ ନୃତ୍ୟକୁ ଦଶହରା ପୂଜା ବେଲେ ସାମିଲ କରି ପ୍ରୋତ୍ସହନ ଦେବାକୁ ' ଓସାକା ' ତରଫରୁ ଅନୁରୋଧ କରାଯାଇଥିଲା । ବିଜେତା ଭାବେ ବଲାଙ୍ଗୀର ଜିଲ୍ଲା ଗଣ୍ଡପାଲି ଗ୍ରାମର ଅହଲ୍ୟା ପୋଢ଼ ଏଵଂ ସାଥୀ ଦଳ ଜଏମାଁ ସମଲେଇ ପୁରନା ଡାଲଖାଇ ପାର୍ଟି ପ୍ରଥମ ପୁରସ୍କାର ପାଇଛନ୍ତି । ଦ୍ଵିତୀୟ ପୁରସ୍କାର ମିଳିଛି ବଲାଙ୍ଗୀର ଜିଲ୍ଲା ଗଣ୍ଡପାଳି ଗ୍ରାମର କୁମାରୀ ନାଗ ଏବଂ ସାଥୀ ଦଳକୁ ଓ ତୃତୀୟ ପୁରସ୍କାର ବରଗଡ଼ ଜିଲ୍ଲା ଗୁଏ ବାହାଲି ଗାଁ ର ଦଳ ପାଇଛନ୍ତି । କିଛି ଦଳକୁ ଜୁରୀ ପୁରସ୍କାର ମଧ୍ୟ ଦିଆ ଯାଇଛି । ' ଓସାକା ' ର ଫେସବୁକ୍ ପେଜ୍ ଏବଂ ୟୁଟୁବ ଚେନାଲ ରେ ଫଳାଫଳ ଉପଲବ୍ଧ ଅଛି । କାର୍ଯକ୍ରମ କୁ ସହଯୋଗ କରିଥିଲେ ଅର୍ଜୁନ କୁମାର ସାହୁ, ମୁରଲୀ ସିକା, ଧରମ ସିଂ ଧରୁଆ, ଏବଂ ଭରତ ସାହୁ ।

ସଫଳତାର ସହ ଓସାକା ଡାଲଖାଇ ପୁରସ୍କାର ୨୦୨୩ ଶେଷ ହୋଇଥିବାରୁ ବିଜେତା ଏବଂ ଅଂଶ ଗ୍ରହଣ କରିଥିବା ସମସ୍ତ ଦଳକୁ ' ଓସାକା ' ର ସଭାପତି ରାମକୃଷ୍ଣ ବାରିକ୍, ଉପ ସଭାପତି ଶଙ୍କର ସାହୁ ଏବଂ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାମଲ ଧନ୍ୟବାଦ୍ ଜଣାଇଛନ୍ତି । ଯଥାଶୀଘ୍ର ବିଜେତା ଦଳକୁ ପୁରସ୍କାର ରାଶି ଏବଂ ସାର୍ଟିଫିକେଟ ପ୍ରଦାନ କରାଯିବ ବୋଲି ଓସାକାର କାର୍ଯକାରୀ ସଦସ୍ୟ ପ୍ରତ୍ୟୁଷ ମିଶ୍ର ସୂଚନା ଦେଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   01-Sep-2026
  ଜିଲ୍ଲା  
ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   01-Sep-2026
  ରାଜ୍ୟ  
ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   01-Sep-2026
  ଜିଲ୍ଲା  
ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   01-Sep-2026
  ଜିଲ୍ଲା  
ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   01-Sep-2026
  ଜିଲ୍ଲା  
ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   01-Sep-2026
  ଜିଲ୍ଲା  
ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    01-Sep-2026
  ଜିଲ୍ଲା  
ବଲାଙ୍ଗୀରରେ ମହିଳାଙ୍କ ପରିବେଶ ସଚେତନତା : ସ୍କୁଲ ପରିସରରେ ବୃକ୍ଷରୋପଣ   01-Sep-2026
  ଜିଲ୍ଲା  
ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   01-Sep-2026
  ଜିଲ୍ଲା  
ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   01-Sep-2026
  ଜିଲ୍ଲା  
ସମ୍ବଲପୁରର ଅଜ୍ଞାତ ଇତିହାସ, ଐତିହ୍ୟ ଓ ସଂସ୍କୃତି ଉପରେ ଜାତୀୟ ସମ୍ମିଳନୀ ସଂସ୍କୃତି ସଭ୍ୟତାର ପ୍ରୟୋଗଶାଳା ହେବ ସମ୍ବଲପୁର ଜିଲ୍ଲା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ଇତିହାସକାର ଶିବ ପ୍ରସାଦ ଦାସଙ୍କ ୧୨୫ତମ ଜୟନ୍ତୀ ପାଳିତ   01-Sep-2026
  ଜିଲ୍ଲା  
ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ   31-Aug-2026

You Might Also Like