-+91-9937148622 |

prerana_bgr@rediffmail.com |

  Wednesday 2nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   (02-Sep-2026)       ||      ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   (02-Sep-2026)       ||      ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   (01-Sep-2026)       ||      ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Sep-2026)       ||      ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   (01-Sep-2026)       ||      ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   (01-Sep-2026)       ||      ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   (01-Sep-2026)       ||      ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   (01-Sep-2026)       ||      ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    (01-Sep-2026)       ||      ବଲାଙ୍ଗୀରରେ ମହିଳାଙ୍କ ପରିବେଶ ସଚେତନତା : ସ୍କୁଲ ପରିସରରେ ବୃକ୍ଷରୋପଣ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ସମ୍ବଲପୁରର ଅଜ୍ଞାତ ଇତିହାସ, ଐତିହ୍ୟ ଓ ସଂସ୍କୃତି ଉପରେ ଜାତୀୟ ସମ୍ମିଳନୀ ସଂସ୍କୃତି ସଭ୍ୟତାର ପ୍ରୟୋଗଶାଳା ହେବ ସମ୍ବଲପୁର ଜିଲ୍ଲା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ଇତିହାସକାର ଶିବ ପ୍ରସାଦ ଦାସଙ୍କ ୧୨୫ତମ ଜୟନ୍ତୀ ପାଳିତ   (01-Sep-2026)       ||      ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||     

HOME   ଜିଲ୍ଲା

ଉପଖଣ୍ଡ ସାମ୍ବାଦିକ ସଂଘ ତରଫରୁ ଜାତୀୟ ପ୍ରେସ୍ ଦିବସ ପାଳିତ ଗଣତନ୍ତ୍ର ସୁଦ୍ରୁଢ ହେଲେ ଦେଶର ଉନ୍ନତି ସଂଭଵ

16-Nov-2023



ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସାମ୍ବାଦିକ ମାନେ ମୁକ୍ତ ଓ ଅବାଧ ଭାବରେ ସମ୍ବାଦ ପରିବେଷଣ କରିବା ଉଚିତ୍ ା ଯେଉଁଠି ସ୍ବର ଅଧିକ ସେଇଠି ବିକାଶ ଅଧିକ ା ଚାପରେ ପଡି ସମ୍ବାଦ ପରିବେଷଣ କରିବା ଆଦୌ ଶୋଭନୀୟ ନୁହଁ ାଚାପମୁକ୍ତ ହୋଇ ସମ୍ବାଦ ପରିବେଷଣ କରିବା ସାମ୍ବାଦିକର ଧର୍ମ l ଇଚ୍ଛା ଓ ଅଭିଳାଷ ପାଇଁ ସାମ୍ବାଦିକ ମାନେ କାମ କରୁଛନ୍ତି l ଗଣତନ୍ତ୍ର ସୁଦ୍ରୁଢ ନହେଲେ ଦେଶର ଉନ୍ନତି ଅସମ୍ଭବ ା ପ୍ରତ୍ୟେକ ସାମ୍ବାଦିକ ଦାୟିତ୍ବବାନ ହେଲେ ଯାଇ ସମାଜର ମଙ୍ଗଳ ହେବ ବୋଲି ଉପଖଣ୍ଡ ସାମ୍ବାଦିକ ସଂଘ ,ରେଢାଖୋଲ ତରଫରୁ ଆୟୋଜିତ ଜାତୀୟ ପ୍ରେସ୍ ଦିବସ ରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି l

ଆଜି ଉପଖଣ୍ଡ ସାମ୍ବାଦିକ ସଂଘ , ରେଢାଖୋଲ ତରଫରୁ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଆୟୋଜିତ "ଜାତୀୟ ପ୍ରେସ୍ ଦିବସ " ରେ ସଂଘର ସଭାପତି ରମାକାନ୍ତ ମହାନନ୍ଦଙ୍କ ସଭା ପତିତ୍ବରେ ଅନୁଷ୍ଠିତ ଦିବସରେ ରେଢାଖୋଲ ପଂଚାୟତ ସମିତିର ଅଧ୍ୟକ୍ଷ ପ୍ରଦୀପ କୁମାର ପ୍ରଧାନ , ସମ୍ମାନୀତ ଅତିଥି, ଏନ୍ ଏସି ରେଢାଖୋଲ ଅଧ୍ୟକ୍ଷ ଶିବରାମ ସାହୁ , ସମ୍ମାନୀତ ଅତିଥି , ସାମ୍ବାଦିକ ପ୍ରଫୁଲ୍ଲ ଦାଶ (ପ୍ରଗତିବାଦୀ ବ୍ୟୁରୋ ଚିଫ୍ ) ମୁଖ୍ୟ ବକ୍ତା , ଦାଶରଥି ବେହେରା , ସମ୍ମାନୀତ ଅତିଥି , ଭୀମଭୋଇ ମହାବିଦ୍ୟାଳୟର ଅଧ୍ୟାପକ ଅଞନ କୁମାର ମିଶ୍ର , ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ମମତା ବିଶ୍ବାଳ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ଜନତାଙ୍କ ସ୍ବର ସବୁବେଳେ ବାହାରିପାରୁନି ା ସାମ୍ବାଦିକମାନେ ଚେଷ୍ଟା କଲେ ସାଧାରଣ ଜନତାଙ୍କ ସ୍ବର ସଂବାଦପତ୍ରରେ ପ୍ରକାଶ ପାଇପାରନ୍ତା ା ସାମ୍ବାଦିକ ମାନେ ସମାଜର ଦର୍ପଣ ା ସମାଜର ବିକାଶ ପାଇଁ ସାମ୍ବାଦିକ ମାନେ ଆପ୍ରାଣ ଉଦ୍ୟମ କଲେ ସମାଜର ପରିବର୍ତ୍ତନ ହୋଇପାରିବ ା ଏଥିପାଇଁ ସାମ୍ବାଦିକ ମାନେ ଦାୟିତ୍ବବାନ୍ ସହ କାମ କରିବା ଦରକାର ବୋଲି ଅତିଥିମାନେ ପ୍ରକାଶ କରିଥିଲେ ା 

ଅନ୍ୟାମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲା ଉପସଭାପତି ଅନାଦି ସାହୁ , ବିଜେପି ନେତା ଗୋବିନ୍ଦ ଅଗ୍ରଓ୍ବାଲ୍ , ବରିଷ୍ଠ ନାଗରିକ ବିଜୟ ମହାନ୍ତି , ସୁରେନ୍ଦ୍ର ନାରାୟଣ ପ୍ରଧାନ , ସନ୍ତୋଷ ରଥ , ବସନ୍ତ ମହାନନ୍ଦ ,  କିଶୋର ବୀର  ,ଅଖୁଜ ମହାକୁଡ଼ , ପୁରୁଷୋତ୍ତମ ଅଗ୍ରୱାଲ , ଏନ‌ଏସି ଉପାଧକ୍ଷା ଅନୁସୟା ପ୍ରଧାନ , ପୂର୍ବତନ ଏନ‌ଏସି ଉପାଧ୍ୟକ୍ଷ ସୁନିଲ ପ୍ରଧାନ ,  ପୂର୍ବତନ ଏନଏ‌ସି ଅଧ୍ୟକ୍ଷା ସୁଷମା ମୁଣ୍ଡା ,  ବିଜେପି ନେତା ବିଚିତ୍ରାନନ୍ଦ ସାହୁ , ରାମାନୁଜ ମହାପାତ୍ର , ରାଜେନ୍ଦ୍ର ପ୍ରସାଦ ବୈଠାରୁ  କଂଗ୍ରେସ ନେତା ଗୈାରି ଶଙ୍କର ପାତ୍ର , କାଉନସିଲର ଅମରେଶ ନାଏକ , ଉଦିତ ନାରାୟଣ ତ୍ରୀପାଠୀ , ସମିତି ସଭ୍ୟ ଦିବାକର ପ୍ରଧାନ , ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନ , ଶ୍ରବଣୀ ଭୋଇ  , ଦିଲ୍ଲୀପ ପ୍ରଧାନ , ଆଦିତ୍ୟ ପ୍ରଧାନ , ଉତ୍ତମ ମହାକୁଡ଼ ,  ବିଶ୍ଵ ରଞ୍ଜନ ପ୍ରଧାନ , ଇଶ୍ଵର ଚନ୍ଦ୍ର ପୃଷ୍ଟି , ସଞ୍ଜୟ ବେହେରା ,   ଆଦି ଯୋଗ ଦେଇ ସାମ୍ବାଦିକ ମାନେ ସମାଜର ଦର୍ପଣ ା ଯେ ପର୍ଯ୍ୟନ୍ତ ସମାଜର ବିକାଶ ହୋଇନି ସମାଜର ବିକାଶ ଅସମ୍ଭଵ ଵୋଲି ମତବ୍ୟକ୍ତ କରିଥିଲେ ା ଏହି ଦିବସରେ ସାମ୍ବାଦିକ ଶଙ୍କର ପ୍ରୁଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କନ୍ଦର୍ପ ବେହେରା ସଂପାଦକୀୟ ବିବରଣୀ ପାଠ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ା, ଅନିଲ କୁମାର ପ୍ରଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ା ସାମ୍ବାଦିକ ସୁଶାନ୍ତ ନାଗ , ପ୍ରସନ୍ନକୁମାର ପ୍ରଧାନ , ତପନ କୁମାର ବିଶ୍ବାଳ , ଷଡାନନ ପ୍ରଧାନ ଯୋଂଶବନ୍ତ ନାରାୟଣ ସାହୁ , ସୁଧିର କୁମାର ସୁନା, ରଶ୍ମିତା ରାଉତ , ସରୋଜ୍ କୁମାର ରାଉତ , ସରୋଜ ସାହୁ , ବିଦ୍ୟାଧର ମାଝୀ, ବିନୋଦ ସେଠୀ , ଲିଙ୍ଗରାଜ ପ୍ରଧାନ , ଅରୁଣ କୁମାର ପ୍ରଧାନ , ମଦନ ବେହେରା ,  ଗଜାନନ ଭେସରା  ପ୍ରମୁଖ ଯୋଗ ଦେଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   02-Sep-2026
  ଜିଲ୍ଲା  
ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   02-Sep-2026
  ଜିଲ୍ଲା  
ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   01-Sep-2026
  ଜିଲ୍ଲା  
ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   01-Sep-2026
  ରାଜ୍ୟ  
ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   01-Sep-2026
  ଜିଲ୍ଲା  
ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   01-Sep-2026
  ଜିଲ୍ଲା  
ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   01-Sep-2026
  ଜିଲ୍ଲା  
ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   01-Sep-2026
  ଜିଲ୍ଲା  
ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    01-Sep-2026
  ଜିଲ୍ଲା  
ବଲାଙ୍ଗୀରରେ ମହିଳାଙ୍କ ପରିବେଶ ସଚେତନତା : ସ୍କୁଲ ପରିସରରେ ବୃକ୍ଷରୋପଣ   01-Sep-2026
  ଜିଲ୍ଲା  
ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   01-Sep-2026
  ଜିଲ୍ଲା  
ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   01-Sep-2026

You Might Also Like