-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
16-Dec-2020
ପାଟଣାଗଡ଼:(ନିରୋଜ ପଟେଲ) - ପାଟଣାଗଡ ବିଧାୟକ ସରୋଜ ମେହେର ବେଲପଡା ବ୍ଲକ ୨୬ ନଂ ଜୋନ ଉପନିର୍ବାଚନ ପାଇଁ ଯୁବା ଗ୍ରାମ ପଞ୍ଚାୟତ ରେ ପ୍ରାର୍ଥୀ ସହିତ ଘର ଘର ବୁଲି ଭୋଟ ଭିକ୍ଷା କରିଥିଲେ |
ଉପନିର୍ବାଚନ ପାଇଁ ଯୁବା ପଞ୍ଚାୟତର ଖଲିପଥର ଗ୍ରାମରେ ପଞ୍ଚାୟତର ସମସ୍ତ ବିଜୁପରିବାର ସହିତ ବୈଠକ ହୋଇଥିଲା ଏବଂ ବେଲପଡା ବ୍ଲକ ୨୬ ନଂ ଜୋନ ଉପନିର୍ବାଚନ ପାଇଁ ଧୂମାଭଟା ଗ୍ରାମ ପଞ୍ଚାୟତରେ ପ୍ରାର୍ଥୀ ସହିତ ଘର ଘର ବୁଲି ବୁଲି ଭୋଟ ଭିକ୍ଷା କରିଥିଲେ!
ବିଧାୟକ ସରୋଜ ମେହେର ବେଲପଡା ବ୍ଲକ ୨୬ ନଂ ଜୋନ ଉପନିର୍ବାଚନ ପାଇଁ ମଣ୍ଡଳ ଗ୍ରାମ ପଞ୍ଚାୟତର ସମସ୍ତ ବିଜୁ ପରିବାରର ସହିତ ବୈଠକ କରିଥିଲେ!
ଏହି ବୈଠକରେ ବିଧାୟକ ପ୍ରତିନିଧି, ପୂର୍ବତନ ଚ୍ୟାରମେନ, ପୂର୍ବତନ ଭାଇସ ଚ୍ୟାରମେନ, ସରପଞ୍ଚ, ସମିତିସଭ୍ୟ, ପୂର୍ବତନ ଜିଲ୍ଲା ପରିଷଦ ଉପସ୍ଥିତ ଥିଲେ |