-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||     

HOME   ଜିଲ୍ଲା

ଜିଲ୍ଲା ଯୋଜନା ବୋର୍ଡ ର ସଦସ୍ୟ ଭାବେ ପିୟୁଷ ପଣ୍ଡା ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ

03-Oct-2023



ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ବୋର୍ଡ ର ସଦସ୍ୟ ଭାବେ ଯୁବ ସଂଗଠକ ତଥା ସୋନପୁର ପୌର ପରିଷଦ ର ୮ ନମ୍ବର ୱାର୍ଡ ର କାଉନସିଲର ପିୟୁଷ ପଣ୍ଡା ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ ହୋଇଛନ୍ତି l ବିନିକା, ତରଭା ଏନଏସି  ଓ  ସୋନପୁର ପୌର ପରିଷଦ ର କାଉନସିଲର ମାନଙ୍କୁ ନେଇ ଅନୁଷ୍ଠିତ ଏହି ନିର୍ବାଚନ ରେ ସମସ୍ତଙ୍କ ପୂର୍ଣ୍ଣ ସମର୍ଥନ ରେ ଶ୍ରୀ ପଣ୍ଡା ନିର୍ବାଚିତ ହୋଇ ଥିବାରୁ ସମସ୍ତ କାଉନସିଲର ଙ୍କୁ, ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ତଥା ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପଣ୍ଡା  l ଶ୍ରୀ ପଣ୍ଡା ୨୦୦୮ ମସିହା ରୁ ପୌର ତଥା ସୋନପୁର ନିର୍ବାଚନ ମଣ୍ଡଳୀ ରେ ସକ୍ରିୟ ଭାବେ ରାଜନୀତି ରେ,  କ୍ରୀଡା କ୍ଷେତ୍ରରେ, ସଂସ୍କୃତି କ୍ଷେତ୍ରରେ ସାମିଲ ରହି ଏକା ଧାରରେ ସେ ଜଣେ ଲୋକ ପ୍ରିୟ ସଫଳ ଯୁବ ନେତା, କ୍ରୀଡା ପ୍ରେମୀ, ସଂସ୍କୃତି ପ୍ରେମୀ ଭାବେ  ସବୁଠି ପରିଚିତ ହୋଇପାରିଛନ୍ତି l ମଝିପଡ଼ା କାଳୀପୂଜା ର ସୁବର୍ଣ୍ଣ ଜୟନ୍ତୀ ପାଳନ ରେ ଦୀର୍ଘ ୧୪ ଦିନ ଧରି ଲଗାତାର ଭାବେ ସଫଳତା ସହ ସଂସ୍କୃତିକ କାର୍ଯ୍ୟକ୍ରମ  ଓ ଉତ୍ସବ ପାଳନ କରିବାରେ, ରାମଧୁନ କ୍ଲବ ଫୁଟବଲ ଟିମ କୁ ରାଜ୍ୟ ସ୍ତରୀୟ ଟୁର୍ନାମେଣ୍ଟ ମାନଙ୍କ ରେ ଚମ୍ପିଆନ କରିବାରେ ଏବଂ ଚଳିତ ବର୍ଷ କ୍ରୀଡା ସଂଘ ପକ୍ଷ ରୁ  86 ଗୋଟି ଟିମ କୁ ନେଇ ଜିଲ୍ଲା ସାରା ସିନିଅର ଫୁଟବଲ ଲିଗକୁ ଖୁବ ସଫଳତା ସହ ଆୟୋଜନ କରିବାରେ ଓ ରେକର୍ଡ କରିବାରେ ଶ୍ରୀ ପଣ୍ଡା ଙ୍କ ଉଲ୍ଲେଖନୀୟ ଭୂମିକା ରହିଛି l ପ୍ରଶଂସିତ ହୋଇଛନ୍ତି l ଶ୍ରୀ ପଣ୍ଡା କେବଳ ନିଜ ସାହି ମଝିପଡ଼ାରେ ନୁହେଁ ବରଂ ସହରର ସମସ୍ତ ଅଞ୍ଚଳର କ୍ରୀଡା, ସଂସ୍କୃତି, ରାଜନୀତି ରେ ସକ୍ରିୟ ସାମିଲ ରହି ପୌର ପରିଷଦ ର ବିକାଶ ଦିଗରେ ସହାୟତା ର ହାତ ବଢ଼ାଇଥାନ୍ତି l ଗତମାସ ର କୃତ୍ରିମ ବନ୍ୟା ବେଳେ ରାତି ସାରା ଯୁବକ ମାନଙ୍କ ସହିତ  ନିଜେ ପାଣି  ନିଷ୍କାସନ କରାଇ ପାଣି ଘେରରେ ଥିବା ମଝିପଡ଼ାର ଖାଇଢୁଡା ଅଞ୍ଚଳର ଲୋକଙ୍କୁ ଉଦ୍ଧାର କରିଥିଲେ ଓ ଜିଲ୍ଲାପାଳ, ପୌର ଅଧ୍ୟକ୍ଷା,  ଙ୍କ ସହିତ ବିଭିନ୍ନ ୱାର୍ଡ ବୁଲି ଡ୍ରେନାଇଜ, ଲାଇଟ, ବିଭିନ୍ନ ସମସ୍ୟା କୁ ପ୍ରଶାସନ ର ନଜର କୁ ଆଣିଥିଲେ  l  ନମ୍ର, ଭଦ୍ର, ମିଷ୍ଠ ଭାଷୀ, ମେଳାପୀ, ଶ୍ରୀ ପଣ୍ଡା ତାଙ୍କ ୱାର୍ଡ ର ଅନେକ ଲୋକ ଙ୍କୁ ଦୀର୍ଘ ମାସ ରୁ ବ୍ୟକ୍ତିଗତ ଭାବେ ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ୭୦୦ ଟଙ୍କା ଲେଖାଏଁ ପ୍ରତି ମାସ ରେ ପ୍ରଦାନ କରିବା ଏକ  ବିରଳ  ଉଦାହରଣ l ମଝିପଡ଼ାରେ ଜନ୍ମ ଦିନ ଠୁଁ ଆରମ୍ଭ କରି ଶବ ସଂସ୍କାର ଯାଏ ସେ ସବୁଠି ଉପସ୍ଥିତ ରହି ଲୋକଙ୍କୁ ସହଯୋଗ କରନ୍ତି  l ଶ୍ରୀ ପିୟୁଷ ପଣ୍ଡା ରିକୁ ଭାଇ ନାମରେ ସହରରେ ଛୁଆ ଠୁଁ ବୁଢା ଯାଏ ସମସ୍ତଙ୍କ ପାଖରେ ଖୁବ ପରିଚିତ ଥିବା ବେଳେ ତାଙ୍କ ଅମାୟିକ ବ୍ୟବହାର ପାଇଁ ଏଥର ପୌର ନିର୍ବାଚନ ରେ ୮ ନମ୍ବର ୱାର୍ଡ ରେ ୫୦୦ ରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନ ରେ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026

You Might Also Like