-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
27-Sep-2023
ସୋନପୁର (ମନୋରଞ୍ଜନ ତ୍ରିପାଠୀ ): ସୋନପୁର ଫରେଷ୍ଟ ସ୍ମାର୍ଟ ପାର୍କ 3 ଦିନ ପାଇଁ ବନ୍ଦ ରହିଥିବା ପୌର ପରିଷଦ କର୍ମଚାରୀ ଙ୍କ ପକ୍ଷ ରୁ ସୂଚନା ମିଳିଛି l ଘାସ କଟା ମେସିନ ସଂସ୍ପର୍ଷରେ ରେ ଆସି ବିଦ୍ୟୁତ କରେଣ୍ଟ ଲାଗି ଗତ କାଲି ଜଣେ ମହିଳା କର୍ମଚାରୀ ଙ୍କ ଏଠାରେ ମୃତ୍ୟୁ ବରଣ କରିବା ପରେ ଏବଂ ଜିମନାସିଅମ ରେ ଅନେକ ଦିନ ରୁ ଅନେକ ଯନ୍ତ୍ର ପାତି ର ମରାମତି ପାଇଁ ସାଧାରଣ ଲୋକ ଙ୍କ ଲିଖିତ ଦାବୀ ପରେ ପୁଣି ଜଣେ ନିରୀହ ମହିଳା ସବୁଦିନ ପାଇଁ ଏଠି ଆଖି ବୁଜିଵା ପରେ ଆଜି ପୌର ପରିଷଦ ର ଆଖି ଫିଟିଛି ଚେତା ପଶିଛି ବୋଲି ସହର ରେ ବୁଦ୍ଧିଜୀବୀ ମହଲ ରେ ସବୁଠି ଚର୍ଚ୍ଚା ହେଉଛି l