-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
20-Sep-2023
ତୁଷୁରା, (ପଞ୍ଚାନନ ନାଏକ)- ଗୁଡ଼ଭେଲାବ୍ଳକ ଅନ୍ତର୍ଗତ ନୂଆଁପଡା ଗ୍ରାମର ଏମଇ ସ୍କୁଲ ପରିଷରରେ ବିଦ୍ୟାଦାତା ଶ୍ରୀ ଗଣେଶ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀମାନେ ଶ୍ରାଦ୍ଧ ସହ ଉପବାସ କରି ପୂଜାର୍ଚ୍ଚନା କରିଥିଲେ । ପଶ୍ଚିମ ଓଡିଶା ସେବାସଂଘର ସଭାପତି ରାଜେଶ ବଗର୍ତ୍ତୀ ସହ ସ୍କୁଲର ସମସ୍ତ କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ ।