-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
14-Aug-2023
ମୁରିବାହାଲ(ସୁଦାମ ଚରଣ ବଘାର ): ମୁରିବାହାଲ ବ୍ଲକ ମିଶନ ଶକ୍ତି ଭବନ ଠାରେ ଅମୃତ ମହୋତ୍ସବ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ଘରେ ଘରେ ପହଞ୍ଚାଇବା ପାଇଁ ମିଶନ ଶକ୍ତି ତରଫ ରୁ ଚେଷ୍ଟା କରାଯାଇଛି । ଆଜି ମୁରିବାହାଲ ବିଡିଓ ଶ୍ରୀ ପୁର୍ଣ୍ଣାନନ୍ଦ ପଟେଲ ଙ୍କୁ ମିଶନ ଶକ୍ତି ବ୍ଲକ ମହାସଂଘ ମୁରିବାହାଲ ପାଞ୍ଚ ହଜାର ତ୍ରିରଙ୍ଗା ହସ୍ତାନ୍ତର କରିଛନ୍ତି । । ଏହି କାର୍ଯ୍ୟକ୍ରମ ରେ ମିଶନ ଶକ୍ତି ଜିଲ୍ଲା ମହାସଂଘ ର ସଭନେତ୍ରୀ ଆରତୀ କର , ବ୍ଲକ ମହାସଂଘ ର ସଭା ନେତ୍ରୀ ସାବିତ୍ରୀ ମହାନନ୍ଦ,ସମ୍ପାଦିକା ପୁସ୍ପା ଘିବେଲା,ସଭ୍ଯା ସବିତା ସାହୁ ,ଟେଭା ସଗ୍ରିଆ, ରୂପେ ପ୍ରଧାନୀ , ଚଞ୍ଚଳା ରଣା ପ୍ରମୁଖ ଉପସ୍ଥିତ ଥିଲେ ।