-+91-9937148622 |

prerana_bgr@rediffmail.com |

  Monday 15th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିରରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ନାଗରିକ କମିଟୀର ଦାବୀପତ୍ର ପ୍ରଦାନ   (15-Jun-2026)       ||      ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ    (15-Jun-2026)       ||      ପୌର ନିଗମରେ ଇଂଜିନିୟର୍‌ଙ୍କ ବଦଳି ନାହିଁ ଇଂଜିନିୟରିଂ ବିଭାଗରେ ୩୦ ବର୍ଷ ଧରି କାମ କରୁଛନ୍ତି l   (15-Jun-2026)       ||      ରାଜେନ୍ଦ୍ର ଡ୍ୟାମର ବିକାଶପାଇଁ ବିଧାୟକଙ୍କୁ ଭେଟିଲେ ପ୍ରତିନିଧିଦଳ   (15-Jun-2026)       ||      ତାଳପଦରରେ ଥମୁନି ଚୋରି: ବାରମ୍ବାର ଘଟଣା ସତ୍ତ୍ୱେ ଚୋରଙ୍କୁ ଧରିବାରେ ବିଫଳ ବିଜେପୁର ପୋଲିସ !   (15-Jun-2026)       ||      ପଶ୍ଚିମ ଓଡିଶା ଗୀତିକାର ସଂଘ ଦ୍ୱିତୀୟ ଵୈଠକ ଅନୁଷ୍ଠିତ ~~~~~~~~~~~~~ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ    (15-Jun-2026)       ||      ପଟ୍ଟାମୁଣ୍ଡାଇରେ ବରାହ ସାମଲଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି   (15-Jun-2026)       ||      ଗତିରାଉତପାଟଣାରେ ବହୁମୁଖୀ ଷ୍ଟାଡିୟମର ଶିଳାନ୍ୟାସ|   (15-Jun-2026)       ||      ଏକ ମାସ ହେଲା ଠିକାଦାର ରାସ୍ତା ମଝିରେ ଖୋଳି ଛାଡ଼ି ଛୁ, ସାଧାରଣ ଲୋକ ଖାଲରେ ପଡି ମଲେକେତେ ଗଲେ କେତେ ଗେଲ୍ ଇଣ୍ଡିଆର ଯାଏ ଆସେ କଣ ।   (15-Jun-2026)       ||      ମାହେଶ୍ୱରୀ ସଂଗଠନର ବାର୍ଷିକ ଉତ୍ସବ   (15-Jun-2026)       ||      *କନ୍ୟାଶ୍ରମ ନିକଟରେ ୨ବାଇକ ଧକା ଜଣେ ଗୁରୂତର ୪ଆହତ*   (15-Jun-2026)       ||      ବାରପାଳି ୨୨ ମୌଜାର ଇଷ୍ଟଦେବତା ଶ୍ରୀ ଶ୍ରୀ ବୁଢାରାଜାଙ୍କ ମନ୍ଦିରର ମୁଖ୍ୟ ପୂଜକ ଭାବେ ଅଭିଷିକ୍ତ ହେଲେ ଶ୍ରୀଯୁକ୍ତ ହେରାମ୍ବ ସିଂ ପୁଝାରୀ   (15-Jun-2026)       ||      ଚାଉଳିଆଗଞ୍ଜ ଖେଳ ପଡ଼ିଆରେ ରଜ ମହୋତ୍ସବ ଉଦ୍‌ଘାଟିତ |   (15-Jun-2026)       ||      ୱାଇ.ସି. ଡି.ଏ ଦ୍ଵାରା ଆଠଗାଁ ଗ୍ରାମ ରେ ଶିଶୁ ସ୍ବାସ୍ଥ୍ୟ ମେଳା ଏବଂ ରଜ ଉତ୍ସବ,   (14-Jun-2026)       ||      କଚେରୀ ଛକରେ ଟ୍ରାଫିକ ଷ୍ଟାଣ୍ଡିଂ ସେଡ୍‌ର ଶୁଭ ଉଦଘାଟନ, ଆଗାମୀ ଦିନରେ ସମସ୍ତ ସିଗନାଲରେ ନିର୍ମାଣ ହେବ ସେଡ୍   (14-Jun-2026)       ||      କଚେରୀ ଛକରେ ଟ୍ରାଫିକ ଷ୍ଟାଣ୍ଡିଂ ସେଡ୍‌ର ଶୁଭ ଉଦଘାଟନ, ଆଗାମୀ ଦିନରେ ସମସ୍ତ ସିଗନାଲରେ ନିର୍ମାଣ ହେବ ସେଡ୍   (14-Jun-2026)       ||      *ସୋନପୁର ଷ୍ଟେଟବ୍ୟାଙ୍କ ପକ୍ଷରୁ ରକ୍ତଦାନ ଶିବିର*-;   (14-Jun-2026)       ||      ତାଳଦଣ୍ଡା କେନାଲ୍ ପାଚେରି ନିର୍ମାଣରେ ସାଙ୍ଘାତିକ ଦୁର୍ନୀତି । କାମ ସରିନି ୨ କୋଟି ଟଙ୍କା ଖର୍ଚ୍ଚ ହେଲା କିପରି ।ଆଉ ୧୫ ଦିନ ପରେ ଚାକିରିରୁ ଅବସର ନେବେ ।ଭିଜିଲାନ୍ସ ତଦନ୍ତ ପାଇଁ ଦାବି ।   (14-Jun-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ବିଶ୍ୱ ରକ୍ତ ଦାତା ଦିବସ ଓ ରକ୍ତ ଦାନ ଶିବିର ଅନୁଷ୍ଠିତ*   (14-Jun-2026)       ||      ଜୈନ ତେରାପନ୍ଥ ଯୁବକ ପରିଷଦର ନୂତନ ଅଧ୍ୟକ୍ଷ ହେଲେ ସାମ୍ବାଦିକ ମନୋଜ କୁମାର ଜୈନ   (14-Jun-2026)       ||     

HOME   ଜିଲ୍ଲା

ଲକ୍ଷ ପଥରୁ ବିଚ୍ୟୁତ ହେଉଛି ଅଭିଯୋଗ ଶୁଣାଣୀ - ପ୍ରବଳ ଅଧିକାରୀ, କମ୍ ଅଭିଯୋଗକାରୀ - ପ୍ରଚାର ପ୍ରସାର ଅଭାବ

14-Aug-2023



ବୀରମହାରାଜପୁର, ( ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ପ୍ରଶାସନର ଅବହେଳା ଓ ପ୍ରଚାର ପ୍ରସାର ଦିଗରେ ଗୁରୁତ୍ବ ଦିଆ ନ ଯିବା କାରଣରୁ ବ୍ଳକସ୍ତରୀୟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ଅଧିକାରୀଙ୍କ ଉପସ୍ଥିତି ଅଧିକ ଥିବା ବେଳେ ଲୋକଙ୍କ ସଂଖ୍ୟା କମ୍ ଦେଖିବାକୁ ମିଳିଛି। ସୋମବାର ବ୍ଳକସ୍ତରୀୟ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସୁବର୍ଣ୍ଣପୁର ଜିଲ୍ଲାପାଳ  ବିମଳେନ୍ଦୁ  ରାୟ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା‌ ଉକ୍ତ ଅଭିଯୋଗ ଶିବିରରେ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ‌ଆପତି  ଅଭିଯୋଗ ଗ୍ରହଣ କରି ସମାଧାନ କରିଥିଲେ। ୧୫ ଗୋଟି ପଞ୍ଚାୟତରୁ ଉକ୍ତ ଶିବିରରେ ମୋଟ ୬୬ ଜଣ ବ୍ୟକ୍ତି ନିଜର ଅଭିଯୋଗ ଦରଖାସ୍ତ ପଞ୍ଜିକରଣ କରିଥିଲେ। ଏଥିରେ ବ୍ୟକ୍ତିଗତ ଅଭିଯୋଗ ୫୯ ଗୋଟି ରହିଥିବା ବେଳେ ସାମୁହିକ ଅଭିଯୋଗ ୭ ଗୋଟି ଦରଖାସ୍ତ ଗ୍ରହଣ ହୋଇଥିଲା। ସେଥିମଧ୍ୟରୁ ୨ ଟି ଅଭିଯୋଗ ତୁରନ୍ତ ସମାଧାନ ହୋଇଥିଲା। ଏବଂ ଅନ୍ୟ ଅଭିଯୋଗ ଗୁଡିକ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। 
ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ  ମୋତିଲାଲ ସୁଲିଆ ଙ୍କ ତତ୍ୱାବଧାନରେ  ଅନୁଷ୍ଠିତ ଏହି ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ ମେହେର , ବୀରମହାରାଜପୁର  ଉପ ଜିଲ୍ଲାପାଳ,  ଅଶୋକ କୁମାର ଭୋଇ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ ପଦ୍ମହଂସା ଦୋରା ,ଡି ଇ ଓ ଲକ୍ଷ୍ମଣ ଭୋଇ, ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ଵର ଖାକା, ଜିଲ୍ଲା ପଞ୍ଚାୟତ ଅଧିକାରୀ ଙ୍କ ସମେତ ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ ଯୋଗଦାନ କରିଥିଲେ I ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା  ଶାନ୍ତି ଲୁହା, ଉପଖଣ୍ଡ  ଆରକ୍ଷୀ  ଅଧିକ୍ଷକ ବାସୁଦେବ ଛତ୍ରିଆ , ତହସିଲଦାର ବିବୁଧ ଗଡ଼ନାୟକ,, ଅତିରିକ୍ତ ତହସିଲଦାର ସ୍ଵାଗତ କୁମାର ପଣ୍ଡା,  ବିଭିନ୍ନ ବ୍ଲକ ସ୍ତରୀୟ  ଉପସ୍ଥିତ ଥିଲେ। ବ୍ଳକ ପ୍ରଶାସନର ଅବହେଳା,ଖାମଖିଆଲି ମନୋଭାବ ଏବଂ ଅନେକ ଗୁରୁତ୍ତ୍ୱପୂର୍ଣ ଅଭିଯୋଗ ଆସିବା ଜାଣିବାକୁ ପାଇଁ ବ୍ଳକ ପ୍ରଶାସନ ପ୍ରଚାର ପ୍ରସାର ଦିଗରେ ଗୁରୁତ୍ବ ଦେଇ ନଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି। ତେବେ ବ୍ଳକ ପ୍ରଶାସନର ଏଭଳି ଅବହେଳା ଯୋଗୁଁ ଲୋକେ କ୍ଷୋଭ ପ୍ରକାଶ କରିଥିବା ବେଳେ ଆଗକୁ ପ୍ରଚାର ପ୍ରସାର ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିରରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ନାଗରିକ କମିଟୀର ଦାବୀପତ୍ର ପ୍ରଦାନ   15-Jun-2026
  ଜିଲ୍ଲା  
ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ   15-Jun-2026
  ଜିଲ୍ଲା  
ପୌର ନିଗମରେ ଇଂଜିନିୟର୍‌ଙ୍କ ବଦଳି ନାହିଁ ଇଂଜିନିୟରିଂ ବିଭାଗରେ ୩୦ ବର୍ଷ ଧରି କାମ କରୁଛନ୍ତି l   15-Jun-2026
  ଜିଲ୍ଲା  
ରାଜେନ୍ଦ୍ର ଡ୍ୟାମର ବିକାଶପାଇଁ ବିଧାୟକଙ୍କୁ ଭେଟିଲେ ପ୍ରତିନିଧିଦଳ   15-Jun-2026
  ଜିଲ୍ଲା  
ତାଳପଦରରେ ଥମୁନି ଚୋରି: ବାରମ୍ବାର ଘଟଣା ସତ୍ତ୍ୱେ ଚୋରଙ୍କୁ ଧରିବାରେ ବିଫଳ ବିଜେପୁର ପୋଲିସ !   15-Jun-2026
  ଜିଲ୍ଲା  
ପଶ୍ଚିମ ଓଡିଶା ଗୀତିକାର ସଂଘ ଦ୍ୱିତୀୟ ଵୈଠକ ଅନୁଷ୍ଠିତ ~~~~~~~~~~~~~ପଦ୍ମଶ୍ରୀ ବିନୋଦ ପଶାୟତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ   15-Jun-2026
  ଜିଲ୍ଲା  
ପଟ୍ଟାମୁଣ୍ଡାଇରେ ବରାହ ସାମଲଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି   15-Jun-2026
  ଜିଲ୍ଲା  
ଗତିରାଉତପାଟଣାରେ ବହୁମୁଖୀ ଷ୍ଟାଡିୟମର ଶିଳାନ୍ୟାସ|   15-Jun-2026
  ଜିଲ୍ଲା  
ଏକ ମାସ ହେଲା ଠିକାଦାର ରାସ୍ତା ମଝିରେ ଖୋଳି ଛାଡ଼ି ଛୁ, ସାଧାରଣ ଲୋକ ଖାଲରେ ପଡି ମଲେକେତେ ଗଲେ କେତେ ଗେଲ୍ ଇଣ୍ଡିଆର ଯାଏ ଆସେ କଣ ।   15-Jun-2026
  ଜିଲ୍ଲା  
ମାହେଶ୍ୱରୀ ସଂଗଠନର ବାର୍ଷିକ ଉତ୍ସବ   15-Jun-2026
  ଜିଲ୍ଲା  
*କନ୍ୟାଶ୍ରମ ନିକଟରେ ୨ବାଇକ ଧକା ଜଣେ ଗୁରୂତର ୪ଆହତ*   15-Jun-2026
  ଜିଲ୍ଲା  
ବାରପାଳି ୨୨ ମୌଜାର ଇଷ୍ଟଦେବତା ଶ୍ରୀ ଶ୍ରୀ ବୁଢାରାଜାଙ୍କ ମନ୍ଦିରର ମୁଖ୍ୟ ପୂଜକ ଭାବେ ଅଭିଷିକ୍ତ ହେଲେ ଶ୍ରୀଯୁକ୍ତ ହେରାମ୍ବ ସିଂ ପୁଝାରୀ   15-Jun-2026

You Might Also Like