-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
13-Aug-2023
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର )-କପାଶିରା ବିଦ୍ୟାଳୟରେ ଆଜି ପିଲାଙ୍କୁ ଅଙ୍ଗନବାଡି କର୍ମୀ ଏବଂ ଆଶା ଦିଦି ଫାଲେରିଆ ଔଷଧ ଦେଇଥିଲେ l ଔଷଧ ଖାଇବାପରେ ପିଲାମାନେ ଘରକୁ ଯାଇଥିଲେ ହଠାତ ରାତି ୯ଟାରେ ପିଲାମାନେ ବାନ୍ତି କରିବା ସହ ମୁଣ୍ଡ ବୁଲାଇଥିଲା ପିଲାମାନେ ହେଲେ ଆୟୁସ ପୁଟେଲ, ଅଙ୍କିତା ପଧାନ, ରାଗିନୀ ପରଡିଆ ଓ ଶିବମ ପଧାନ ସମସ୍ତ ଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ସେହିପରି ନାଇକେନପାଲି ଗ୍ରାମର ହରିପ୍ରିୟା ସାଣ୍ଢା ଙ୍କୁ ମଧ୍ୟ ଡାକ୍ତରଖାନା ରେ ଭର୍ତି କରାଯାଇଛି