-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ନିରୀହ ଏସ୍‌ଏସ୍‌ଜି ମହିଳାଙ୍କ ନାମରେ ବିଭିନ୍ନ ମାଇକ୍ରୋ ଫାଇନାନ୍ସରୁ ଲକ୍ଷାଧିକ ଟଙ୍କାର ଋଣ ଉଠାଣ, ମହିଳା ମାନଙ୍କୁ ଚକ୍‌ମା ଦେଇ ପାଂଚାୟତ ୱାର୍ଡ ମେମ୍ବର ଓ ପ ପିଅନ ଫେରାର୍ 

12-Aug-2023



ବଲାଙ୍ଗୀର/ଲୋଇସିଂହା(ପ୍ରେରଣା ଖବର), ଅର୍ଥ ଲାଳଶାରେ ବିଭିନ୍ନ ମାଇକ୍ରୋ ଫାଇନାନ୍ସରୁ ଟଙ୍କା ଉଠାଇ ଶେଷରେ ଠକାମୀର ଶିକାର ହୋଇଛନ୍ତି ଗାଁ ର ଏସ୍‌ଏସ୍‌ଜି ମହିଳା ମାନେ । ଲୋଇସିଂହା ବ୍ଲକ ରତାଖଣ୍ଡି ଗାଁ ର ୱାର୍ଡ ମେମ୍ବର ଓ ପଂଚାୟତର ପିଅନ ଏହି ମହିଳା ମାନଙ୍କ ଠାରୁୁ ଆଧାର କାର୍ଡ ନେଇ ଏମାନଙ୍କ ନାଁ ରେ ବିଭିନ୍ନ ମାଇକ୍ରୋ ଫାଇନାନ୍ସରୁ ଲକ୍ଷାଧିକ ଟଙ୍କ ଉଠାଇ ଫେରାର ମାରିବା ଘଟଣା ଏଠାରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଏବେ ମାଇକ୍ରୋ ଫାଇନାନ୍ସର ଏଜେଣ୍ଟ ମାନେ ଏହି ମହିଳା ମାନଙ୍କ ଠାରୁ ରୁଣ ଟଙ୍କା ଅସୁଲି କରିବା ପାଇଁ ତାଙ୍କ ଉପରେ ଜବରଦସ୍ତ ଜୁଲୁମ୍ କରୁଥିବା ଜୋଗୁଁ ମହିଳା ମାନେ ବର୍ତ୍ତମାନ ମାନସିକ ଦୁଠଶ୍ଚିନ୍ତା ମଧ୍ୟରେ ରହିଛନ୍ତି । 

   ସୂଚନାରୁ ପ୍ରକାଶ ଯେ ଲୋଇସିଂହା ବ୍ଲକ ରତାଖଣ୍ଡି ପଂଚାୟତର ୱାର୍ଡ ମେମ୍ବର ଡୋଳାମଣି ମେହେର ଓ ପିଅନ ଡୁଗୁରୁ ଉଦୁରକୁଲିଆ ଗାଁ ର ମହିଳା ମାନଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ଏମାନଙ୍କୁ  ଋଣ କରାଇ ଦେବା ପାଇଁ କହି ଏମାନଙ୍କ ଠାରୁ ଆଧାରକାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ନେଇ ଏହି ମହିଳା ମାନଙ୍କ ଅଜାଣତରେ  ବିଭିନ୍ନ ମାଇକ୍ରୋ ଫାଇନାନ୍ସ କଂପାନୀରୁ ଲକ୍ଷାଧିକ ଟଙ୍କାର ଋଣ ଉଠାଇ ଥିଲେ ।  ରତାଖଣ୍ଡି ଗାଁ ର ୱାର୍ଡ ମେମ୍ବର ଡୋଳାମଣି ଓ ପିଅନ ଡୁଗୁରୁ ଗାଁ ର ପ୍ରାୟ ୩ଠ ଜଣ ମହିଳାଙ୍କ ନାଁ ରେ ଜଣ ପିଛା ୫ଠ ହଜାରରୁ ଲକ୍ଷେ ଟଙ୍କା ଋଣ ମୋଟ୍ ୩ଠ ଲକ୍ଷ ଟଙ୍କା ଧରି ଦୀର୍ଘ ୮ ଦିନ ହେଲା କେଉଁଆଡେ ଫେରାର୍ ମାରିଛନ୍ତି ।

ଏ ନେଇ ଗାଁ ର ମିହିଳା ମାନେ ବର୍ତ୍ତମାନ ଘୋର ମାନସିକ ଦୁଃଶ୍ଚିନ୍ତା ମଧ୍ୟରେ ରହିଛନ୍ତି ।  ଅନ୍ୟ ପକ୍ଷରେ ମାଇକ୍ରୋ ଫାଇନାନ୍ସର କର୍ମଚାରୀ ମାନେ ଏହି ମହିଳା ମାନଙ୍କୁ ଟଙ୍କା ଫେରାଇବା ପାଇଁ ଅଡି ବସିବା ସହ ସହ ମହିଳା ମାନଙ୍କୁ ନାନା ପ୍ରକାର ଗାଳିଗୁଳଜ କରୁଥିବା ମହିଳା ମାନେ ଅଭିଯୋଗ କରିଛନ୍ତି । ମାଇକ୍ରୋ ଫାଇନାନ୍ସର ଏହି ଏଜେଣ୍ଟ ମାନଙ୍କ ଭୟରେ ମହିଳା ମାନେ ଘର ଭିତରେ ଲୁଚି ରହୁଛନ୍ତି । ତେବେ ଟଙ୍କା ନେବ କିଏ ଓ ମାନସିକ ନିର୍ଯ୍ୟାତନା ସହିବ କିଏ ?  ମାଇକ୍ରୋ ଫାଇନାନ୍ସର ଏହି କର୍ମଚାରୀ ମାନେ ପ୍ରକୃତ ଚୋର କୁ ଧରିବା ପରିବର୍ତ୍ତେ ବର୍ତ୍ତମାନ ଏହି ଗରିବ ନିରୀହ ମହିଳା ମାନଙ୍କୁ ଟଙ୍କ ନ ଦେଲେ ଛାଡିବୁ ନାହିଁ ବୋଲି ଧମକ ଦେଉଛନ୍ତି । ଆସନ୍ତୋଷ ଗ୍ରାମବାସୀ ଓ କ୍ଷତି ସହିଥିବା ମହିଳା ମାନେ ବଲାଙ୍ଗୀର ଏସ୍‌ପିଙ୍କ ସାକ୍ଷାତ କରିବା ପାଇଁ  ସଜବାଜ ହେଉଛନ୍ତି । ଫେରାର  ୱାର୍ଡ ମେମ୍ବର ଓ ପଂଚାୟତ ପିଅନକୁ ଗିରଫ କରିବା ଦିଗରେ ପୋଲିସର ବିଫଳତାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଫେରାର୍ ଥିବା ୱାର୍ଡ ମେମ୍ବର ଙ୍କ ନାମରେ ପୂର୍ବରୁ ମଧ୍ୟ ଅନେକ ଅପରାଧିକ ଘଟଣାରେ ସଂପୃକ୍ତ ଥିବା ନେଇ ସଦର ଥାନା ରେ ଅଭିଯୋଗ ହୋଇ ସାରିଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like