-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
12-Aug-2023
ବଲାଙ୍ଗୀର, (ପ୍ରେରଣା ଖବର) ଗତକାଲି ଓଡ଼ିଶା ର 17 ଟି ରାଜନୈତିକ ଦଳ କୁ ନେଇ କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ ଙ୍କ ନେତୃତ୍ୱରେ ଓଡ଼ିଶା ପାଇଁ ମଧ୍ୟ ଗଠବନ୍ଧନ୍ ହୋଇଥିଲା ଏବଂ ଇଣ୍ଡିଆ ମେଣ୍ଟ ହୋଇଥିଲା l ଆମ୍ ଆଦମୀ ପାର୍ଟି ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଙ୍କ ଆହ୍ବାନ କ୍ରମେ ବଲାଙ୍ଗୀର ରୁ ବଲାଙ୍ଗିର ଫ୍ରଣ୍ଟ୍ ଲାଇନ ଲିଡର ମାନଙ୍କୁ ନେଇ ଆପ୍ ବଲାଙ୍ଗିର ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଯାଇଥିଲେ ଏବଂ ଓଡ଼ିଶା ର ବିଭିନ୍ନ ଜିଲ୍ଲା ରୁ ମଧ୍ଯ ଆପ ର ଲିଡର ମାନେ ଏହି ଇଣ୍ଡିଆ ମେଣ୍ଟ ରେ ଆସି ମେଣ୍ଟ ରେ ଯୋଗ ଦେଇଥିଲେ l