-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ନବନିର୍ମାଣ ସ୍ବରାଜ ସରକାର ପକ୍ଷରୁ ପ୍ରାୟଶ୍ଚିତ ସତ୍ୟାଗ୍ରହ

12-Aug-2023



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ନବନିର୍ମାଣ ସ୍ବରାଜ ସରକାର ଓଡିଶାର କୃଷକ ମାନଙ୍କ ଆର୍ଥିକ ଦୂରବସ୍ଥା ଦୁରକରି ଚାଷୀ କୁ ତାର ହକ ଦେବାପାଇଁ ଆଜି ସମଗ୍ର ଓଡିଶାରେ ଆଗକୁ ଆସି ଆଜି ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାୟଶ୍ଚିତ ସତ୍ୟାଗ୍ରହ ଆରମ୍ଭ କରିଛି। ସେ ହିସାବରେ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସାମ୍ନାରେ  ନବନିର୍ମାଣ ସ୍ଵରାଜ ସରକାର ର ଜିଲ୍ଲା ଉପଦେଷ୍ଟା ରାଜେନ୍ଦ୍ର ମିଶ୍ର ଙ୍କ ନେତୃତ୍ବରେ ଆଜି ସତ୍ୟାଗ୍ରହ ରେ ବସିଥିଲେ। ସମଗ୍ର ଚାଷୀକୂଳ ଅର୍ଥନୀତିର ଏକ ଅସଂଗଠିତ ଶ୍ରେଣୀ ,ତେଣୁ ଅବହେଳିତ ମଧ୍ଯ ।ସେମାନଙ୍କୁ ସଂଗଠିତ କରି କୃଷକ ପାଇଁ ପ୍ରାଇସ ,ପ୍ରେଷ୍ଟିଜ,ପେନସନ ନାରାରେ  
ସେମାନଙ୍କ ଆର୍ଥିକ, ସାମାଜିକ ଏବଂ ରାଜନୈତିକ ସ୍ଥିତି ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ରାଜଧାନୀକୁ ଚାଷୀଙ୍କୁ ଆଣିବାକୁ ବାରମ୍ବାର ଉଦ୍ୟମ କରାଯାଉଛି କିନ୍ତୁ ସରକାର  ଆଇନର ଦୁର୍ବ୍ଯବହାର କରି ବଳ ପ୍ରୟୋଗ ପୂର୍ବକ ନବନିର୍ମାଣ କୃଷକ ସଂଗଠନର ଏ ଉଦ୍ଯମକୁ ପ୍ରତିହତ କରି ରାଜଧାନୀକୁ ପଶିବାକୁ  ଦେଲେ ନାହଁ । ରାଜ୍ଯର ଚୌକିଦାର ଠାରୁ ଅଙ୍ଗନବାଡି କର୍ମୀ ପର୍ଯ୍ଯନ୍ତ ସମସ୍ତଙ୍କର ରାଜଧାନୀରେ ବିଧାନସଭା ଘେରାଉ କରିବାର ଅଧିକାର ଅଛି , କିନ୍ତୁ କେବଳ ଚାଷୀଙ୍କୁ ମନା କାହିଁକି ? ଚାଷୀଙ୍କୁ ସରକାର ନିକୃଷ୍ଟ ଦେଖି ଦସ୍ଯୁ ବିବେଚନା କରି ରାଜଧାନୀରୁ ଘଉଡାଇ ଦେଲେ । ସରକାରୀ ତହବିଲ୍ ରୁ ଥୋପ ଦେଇ ଚାଷୀର ସଂଗଠନକୁ ପ୍ରତିହତ କରିବାର ଉଦ୍ୟମ କଲେ । ତେଣୁ ଚାଷୀକୁ ତାର ଅଧିକାର ହାସଲ କରେଇବାକୁ  ନବନିର୍ମାଣ ସ୍ବରାଜ ସରକାର ଏକ ରାଜନୈତିକ ବିକଳ୍ପ ଭାବରେ ଆଜି ଉଭା ହୋଇଛି ଯାହାକି ୮୦ ଭାଗ ଚାଷୀ ଙ୍କ ଏକ ରାଜନୈତିକ ମେରୁଦଣ୍ଡ। 
    ଦୀର୍ଘ ୨୩ ବର୍ଷ ଯଦି ଗୋଟିଏ ବ୍ଯକ୍ତି/ ସରକାର ରାଜ୍ୟରେ ଶାସନରେ ରହେ ରାଜ୍ୟ ଏକଛତ୍ରବାଦ ଆଡକୁ ଟାଣି ହୋଇଯିବା ସ୍ବାଭାବିକ ,ଯାହା ଏବେ ଓଡିଶାରେ ଦେଖା ଦେଇଛି ।ଲୌକିକ ଗଣତନ୍ତ୍ରରେ ଅଲୌକିକ ଏକଛତ୍ରବାଦ୍ ସ୍ପଷ୍ଟ  ଏଠାରେ ଇଂରେଜ କାଳର ସାହେବୀ ଶାସନର ପ୍ରତ୍ଯାବର୍ତ୍ତନ ଘଟିଛି ।  ପ୍ରଶାସନିକ ସ୍ଵେଚ୍ଛାଚାର ବଢୁଛି।  ଦୁର୍ନୀତି ଚରମ ସୀମାରେ । ଧର୍ଷଣ, ବଳାତ୍କାର ରେ ନେତା ମନ୍ତ୍ରୀ ଙ୍କ ପ୍ରତ୍ୟକ୍ଷ ସହଯୋଗ ସତେ ଯେମିତି ରାଜ ରାଜୁଡ଼ା ଦାସୀ ପ୍ରଥା ପରି ଲାଗୁଛି। ଥୋପ ଦେଇ ଭୋଟ ହାସଲ କରି କ୍ଷମତା କୁ ଆସିବା ଏବଂ କ୍ଷମତାରେ ରହି ଅର୍ଥ ଉପାର୍ଜନ କରିବା ଏ ସରକାର ର ନୀତିରେ ପରିଣତ ହୋଇଛି । ଚାଷୀଙ୍କୁ ଆର୍ଥୀକ  ସ୍ବାବଲମ୍ବୀ କରିବାର ସମସ୍ତ କୃଷି ନିର୍ଭର ଶିଳ୍ପ କୁ ଯଥା- ୮ଗୋଟି ଚିନିକଳ ୧୬ଗୋଟି ସୂତାକଳ( ଯାହା ଭିତରେ ସୋନପୁର ସୂତାକଳ ପ୍ରଧାନ) ଏବଂ ୧୪୦ ଟି ଶୀତଳ ଭଣ୍ଡାର ବନ୍ଦ ପକେଇ
କେଉଁ କୃଷକ ବିକାଶର କଥା କହୁଛନ୍ତି ଏ ସରକାର !
ଏପରି ଏକ ସରକାରକୁ ବିଗତ ପାଂଚଟି ସାଧାରଣ ନିର୍ବାଚନରେ
 ଭୋଟଦେଇ କରିଥିବା ପାପର ପ୍ରୟଶ୍ଚିତ ପାଇଁ ଆଜିର ଏ ସତ୍ଯାଗ୍ରହ ବୋଲି ଆଜିଷ ଏଠାରେ ଉପସ୍ଥିତ ନେତାମାନେ ମତବ୍ୟକ୍ତ କରିଥିଲେ। ଆଜିର ଏହି ସତ୍ୟାଗ୍ରହ ରେ ଉପଦେଷ୍ଟା ରାଜେନ୍ଦ୍ର ପ୍ରସାଦ ମିଶ୍ର, ଜିଲ୍ଲା କୃଷକ ସଂଗଠନ ସଭାପତି ବୈକୁଣ୍ଠ ଶତପଥୀ, ଉଲୁଣ୍ଡା ବ୍ଲକ ସଭାପତି ସୁଧିର ବଘାର, ଚାଷୀ ନେତା ବ୍ରଜବିହାରୀ ବିଶି,ନିତିନ ପ୍ରଧାନ, ଶତୃଘ୍ନ ପ୍ରଧାନ, କୃଷ୍ଣ ଚନ୍ଦ୍ର ପଣ୍ଡା, ପ୍ରଦୀପ ପ୍ରଧାନ,ଜୈମିନି ନାଏକ, ମହାଦେବ ତରିଆ ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like