-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ନବନିର୍ମାଣ ସ୍ବରାଜ ସରକାର ପକ୍ଷରୁ ପ୍ରାୟଶ୍ଚିତ ସତ୍ୟାଗ୍ରହ

11-Aug-2023



ସୁବର୍ଣ୍ଣପୁର  (ମନୋରଞ୍ଜନ ତ୍ରିପାଠୀ )
ନବନିର୍ମାଣ ସ୍ବରାଜ ସରକାର  ଓଡିଶାର କୃଷକ ମାନଙ୍କ ଆର୍ଥିକ ଦୂରବସ୍ଥା ଦୁରକରି ଚାଷୀ କୁ ତାର ହକ ଦେବାପାଇଁ ଆଜି ସମଗ୍ର ଓଡିଶାରେ ଆଗକୁ ଆସି ଆଜି ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାୟଶ୍ଚିତ ସତ୍ୟାଗ୍ରହ ଆରମ୍ଭ କରିଛି। ସେ ହିସାବରେ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସାମ୍ନାରେ  ନବନିର୍ମାଣ ସ୍ଵରାଜ ସରକାର ର ଜିଲ୍ଲା ଉପଦେଷ୍ଟା ରାଜେନ୍ଦ୍ର ମିଶ୍ର ଙ୍କ ନେତୃତ୍ବରେ ଆଜି ସତ୍ୟାଗ୍ରହ ରେ ବସିଥିଲେ। ସମଗ୍ର ଚାଷୀକୂଳ ଅର୍ଥନୀତିର ଏକ ଅସଂଗଠିତ ଶ୍ରେଣୀ ,ତେଣୁ ଅବହେଳିତ ମଧ୍ଯ ।ସେମାନଙ୍କୁ ସଂଗଠିତ କରି କୃଷକ ପାଇଁ ପ୍ରାଇସ ,ପ୍ରେଷ୍ଟିଜ,ପେନସନ ନାରାରେ  
ସେମାନଙ୍କ ଆର୍ଥିକ, ସାମାଜିକ ଏବଂ ରାଜନୈତିକ ସ୍ଥିତି ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ରାଜଧାନୀକୁ ଚାଷୀଙ୍କୁ ଆଣିବାକୁ ବାରମ୍ବାର ଉଦ୍ୟମ କରାଯାଉଛି କିନ୍ତୁ ସରକାର  ଆଇନର ଦୁର୍ବ୍ଯବହାର କରି ବଳ ପ୍ରୟୋଗ ପୂର୍ବକ ନବନିର୍ମାଣ କୃଷକ ସଂଗଠନର ଏ ଉଦ୍ଯମକୁ ପ୍ରତିହତ କରି ରାଜଧାନୀକୁ ପଶିବାକୁ  ଦେଲେ ନାହଁ । ରାଜ୍ଯର ଚୌକିଦାର ଠାରୁ ଅଙ୍ଗନବାଡି କର୍ମୀ ପର୍ଯ୍ଯନ୍ତ ସମସ୍ତଙ୍କର ରାଜଧାନୀରେ ବିଧାନସଭା ଘେରାଉ କରିବାର ଅଧିକାର ଅଛି , କିନ୍ତୁ କେବଳ ଚାଷୀଙ୍କୁ ମନା କାହିଁକି ? ଚାଷୀଙ୍କୁ ସରକାର ନିକୃଷ୍ଟ ଦେଖି ଦସ୍ଯୁ ବିବେଚନା କରି ରାଜଧାନୀରୁ ଘଉଡାଇ ଦେଲେ । ସରକାରୀ ତହବିଲ୍ ରୁ ଥୋପ ଦେଇ ଚାଷୀର ସଂଗଠନକୁ ପ୍ରତିହତ କରିବାର ଉଦ୍ୟମ କଲେ । ତେଣୁ ଚାଷୀକୁ ତାର ଅଧିକାର ହାସଲ କରେଇବାକୁ  ନବନିର୍ମାଣ ସ୍ବରାଜ ସରକାର ଏକ ରାଜନୈତିକ ବିକଳ୍ପ ଭାବରେ ଆଜି ଉଭା ହୋଇଛି ଯାହାକି ୮୦ ଭାଗ ଚାଷୀ ଙ୍କ ଏକ ରାଜନୈତିକ ମେରୁଦଣ୍ଡ।   ଦୀର୍ଘ ୨୩ ବର୍ଷ ଯଦି ଗୋଟିଏ ବ୍ଯକ୍ତି/ ସରକାର ରାଜ୍ୟରେ ଶାସନରେ ରହେ ରାଜ୍ୟ ଏକଛତ୍ରବାଦ ଆଡକୁ ଟାଣି ହୋଇଯିବା ସ୍ବାଭାବିକ ,ଯାହା ଏବେ ଓଡିଶାରେ ଦେଖା ଦେଇଛି ।ଲୌକିକ ଗଣତନ୍ତ୍ରରେ ଅଲୌକିକ ଏକଛତ୍ରବାଦ୍ ସ୍ପଷ୍ଟ  ଏଠାରେ ଇଂରେଜ କାଳର ସାହେବୀ ଶାସନର ପ୍ରତ୍ଯାବର୍ତ୍ତନ ଘଟିଛି ।  ପ୍ରଶାସନିକ ସ୍ଵେଚ୍ଛାଚାର ବଢୁଛି।  ଦୁର୍ନୀତି ଚରମ ସୀମାରେ । ଧର୍ଷଣ, ବଳାତ୍କାର ରେ ନେତା ମନ୍ତ୍ରୀ ଙ୍କ ପ୍ରତ୍ୟକ୍ଷ ସହଯୋଗ ସତେ ଯେମିତି ରାଜ ରାଜୁଡ଼ା ଦାସୀ ପ୍ରଥା ପରି ଲାଗୁଛି। ଥୋପ ଦେଇ ଭୋଟ ହାସଲ କରି କ୍ଷମତା କୁ ଆସିବା ଏବଂ କ୍ଷମତାରେ ରହି ଅର୍ଥ ଉପାର୍ଜନ କରିବା ଏ ସରକାର ର ନୀତିରେ ପରିଣତ ହୋଇଛି । ଚାଷୀଙ୍କୁ ଆର୍ଥୀକ  ସ୍ବାବଲମ୍ବୀ କରିବାର ସମସ୍ତ କୃଷି ନିର୍ଭର ଶିଳ୍ପ କୁ ଯଥା- ୮ଗୋଟି ଚିନିକଳ ୧୬ଗୋଟି ସୂତାକଳ( ଯାହା ଭିତରେ ସୋନପୁର ସୂତାକଳ ପ୍ରଧାନ) ଏବଂ ୧୪୦ ଟି ଶୀତଳ ଭଣ୍ଡାର ବନ୍ଦ ପକେଇ କେଉଁ କୃଷକ ବିକାଶର କଥା କହୁଛନ୍ତି ଏ ସରକାର !ଏପରି ଏକ ସରକାରକୁ ବିଗତ ପାଂଚଟି ସାଧାରଣ ନିର୍ବାଚନରେ ଭୋଟଦେଇ କରିଥିବା ପାପର ପ୍ରୟଶ୍ଚିତ ପାଇଁ ଆଜିର ଏ ସତ୍ଯାଗ୍ରହ ବୋଲି ଆଜିଷ ଏଠାରେ ଉପସ୍ଥିତ ନେତାମାନେ ମତବ୍ୟକ୍ତ କରିଥିଲେ। ଆଜିର ଏହି ସତ୍ୟାଗ୍ରହ ରେ ଉପଦେଷ୍ଟା ରାଜେନ୍ଦ୍ର ପ୍ରସାଦ ମିଶ୍ର, ଜିଲ୍ଲା କୃଷକ ସଂଗଠନ ସଭାପତି ବୈକୁଣ୍ଠ ଶତପଥୀ, ଉଲୁଣ୍ଡା ବ୍ଲକ ସଭାପତି ସୁଧିର ବଘାର, ଚାଷୀ ନେତା ବ୍ରଜବିହାରୀ ବିଶି,ନିତିନ ପ୍ରଧାନ, ଶତୃଘ୍ନ ପ୍ରଧାନ, କୃଷ୍ଣ ଚନ୍ଦ୍ର ପଣ୍ଡା, ପ୍ରଦୀପ ପ୍ରଧାନ,ଜୈମିନି ନାଏକ, ମହାଦେବ ତରିଆ ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like