-+91-9937148622 |

prerana_bgr@rediffmail.com |

  Friday 10th July 2026 |

| | | |

R.N.I. Regd No. ODIODI/2010/46693

Breaking News

ଡାବୁଗାଁ ଅଞ୍ଚଳ ରେ ଚଢ଼ା ଦରରେ ସାର ବିକ୍ରି   (10-Jul-2026)       ||      ନାଇଜର’ର ୧୫ତମ ସମାବର୍ତ୍ତନ ଉତ୍ସବ (Graduation Ceremony)♦️ଯୋଗ:ଦେଲେ ଉପରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ   (10-Jul-2026)       ||      ଭାରତ ବିକାଶ ପରିଷଦ, ସୋନପୁର ଶାଖାର ବୃକ୍ଷରୋପଣ କାର୍ଯ୍ୟକ୍ରମ   (10-Jul-2026)       ||      *ବିଲୁପ୍ତ ହେବାକୁ ବସିଲାଣି ଲାଲ ଟୁକୁ ଟୁକୁ ସାଧବ ବୋହୂ*   (10-Jul-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା   (10-Jul-2026)       ||      କର୍ତ୍ତବ୍ୟର ପରିସମାପ୍ତି, ପରିବାରରେ ଶୂନ୍ୟତା, ଲରାସରା ଉଚ୍ଚ ବିଦ୍ୟାଳୟର କର୍ମଚାରୀ ସୁଶୀଲ ଭୁଏ ଙ୍କ ବିୟୋଗ   (10-Jul-2026)       ||      ତାଳଜୁରୀ ଗ୍ରାମରେ ବିଦ୍ୟୁତ ବିଭାଗ ର ଖାମଖିଆଲି କାମ, ଦୁର୍ଘଟଣା ର ଶିକାର ହେଉଛନ୍ତି ସାଧାରଣ ଜନତା    (10-Jul-2026)       ||      ବିଜେଡି ହାତରେ ବନ୍ଧା ପଡିଥିବା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘକୁ ମୁକୁଲାଇ ବାକୁ ପଡିବ: ସାଂସଦ ପ୍ରଦୀପ ପୁରୋହିତ   (09-Jul-2026)       ||      କର୍ତ୍ତବ୍ୟର ପରିସମାପ୍ତି, ପରିବାରରେ ଶୂନ୍ୟତା, ଲରାସରା ଉଚ୍ଚ ବିଦ୍ୟାଳୟର କର୍ମଚାରୀ ସୁଶୀଲ ବାଗଙ୍କ ବିୟୋଗ   (09-Jul-2026)       ||      ଆମେରିକାରେ ଚକ୍ରଧର ମଲ୍ଲିକ ଫାଉଣ୍ଡେସନ ତରଫରୁ ପିଠା ପ୍ରତିଯୋଗିତା   (09-Jul-2026)       ||      ୧୦ ଜୁଲାଇରୁ ସାମୁହିକ ଛୁଟିରେ ରହିବେ ଯୋଗାଣ ସହାୟକ .ନିଷ୍ଠା ଓ ପରିଶ୍ରମର ଫଳ ହେଲା ବିଫଳ .ଶୁଣିଲେନି ସରକାର . ଦାବି ଗୁଡ଼ିକର ହୋଇଛି ଅଣଦେଖା   (09-Jul-2026)       ||      ଜୁନାଗଡ଼ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ଅନୁଷ୍ଠିତ   (09-Jul-2026)       ||      ଚୁଡାପାଲି ଠାରେ ବିଭିନ୍ନ ପଞ୍ଚାୟତର ସମସ୍ୟା ଶୁଣିଲେ ନରସିଂହ♦️ ଜିରାଟମାଲ ପିଇବାପାଣି ପ୍ରକଳ୍ପ ଉଦ୍‌ଘାଟନ ସତ୍ୱେ ପାଣି ପାଇ ନାହାନ୍ତି ଗାଁ ଲୋକେ   (09-Jul-2026)       ||      ବିଶିଷ୍ଟ ବ୍ୟବସାୟୀ ଚନ୍ଦ୍ରଶେଖର ଅଗ୍ର୍‌ୱାଲଙ୍କ ପରଲୋକ   (09-Jul-2026)       ||      ବେଥାନୀ କନଭେଣ୍ଟ୍ ସ୍କୁଲ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ    (09-Jul-2026)       ||      ପାଣିମୋରା ଇଥାନଲ ଫ୍ୟାକ୍ଟ୍ରି ରେ ପୁଣି ଦୁର୍ଘଟଣା   (09-Jul-2026)       ||      *ଡାବୁଗାଁ ବ୍ଳକରେ ୪ ବର୍ଷ ନାବାଳିକାକୁ ଦୁଷ୍କର୍ମ, ନାବାଳକ ଗିରଫ l*   (09-Jul-2026)       ||      ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କରଙ୍ଗାମାଲ ଠାରେ ବନ ମହୋତ୍ସବ   (08-Jul-2026)       ||      ଝାରବନ୍ଧ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଲୟଠାରେ ବନମହୋତ୍ସବ   (08-Jul-2026)       ||      ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୋଲକାତା ଗସ୍ତ   (08-Jul-2026)       ||     

HOME   ଜିଲ୍ଲା

ରାଜ୍ୟ ସିନିଅର ବ୍ୟାଡମିନ୍ଟନ ର‌୍ୟାଙ୍କିଂ ପ୍ରତିଯୋଗିତାର ଆଜି ଫାଇନାଲ,  ସବୁ ବର୍ଗରେ ଟାଇଟଲ ପାଇଁ ହେବ ଜୋରଦାର ଲଢେଇ, ସମସ୍ତ ର‌୍ୟାଙ୍କ ଖେଳାଳି ଚୁଡାନ୍ତ ପର୍ଯ୍ୟାୟକୁ ଉନ୍ନିତ

15-Jul-2023



ବଲାଙ୍ଗୀର(ପ୍ରେରଣା ଖବର)ପିଆର ହାଇସ୍କୁୁଲ ଇନଡୋର ଷ୍ଟାଡିଅମ ଠାରେ ଓଡିଶା ରାଜ୍ୟ ବ୍ୟାଡମିନ୍ଟନ ସଂଘ ଏବଂ ଜିଲ୍ଲା ବ୍ୟାଡମିନ୍ଟନ ସଂଘର ଅୟୋଜନରେ ଚାଲିଥିବା  ଓସବା ରାଜ୍ୟ ସିନିଅର ବ୍ୟାଡମିନ୍ଟନ ର‌୍ୟାଙ୍କିଂ ପ୍ରତିଯୋଗିତା ଆଜି ଫାଇନାଲ ଅନୁଷ୍ଠିତ ହେବ । ସମସ୍ତ ବର୍ଗରେ ର‌୍ୟାଙ୍କ ତଥା ନାମୀ ଖେଳାଳିମାନେ ଚୁଡାନ୍ତ ପର୍ଯ୍ୟାୟକୁ ଉନ୍ନିତ ହୋଇଥିବାବେଳେ ସମସ୍ତ ବର୍ଗରେ ଟାଇଟଲ ପାଇଁ ଜୋରଦାର ଲଢେଇ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ପ୍ରତିଯୋଗିତାର ଦ୍ୱିତୀୟ ଦିବସ ଶନିବାର ଦିନ ଖେଳ କାର୍ଯ୍ୟସୁଚୀ ଅନୁଯାୟୀ ସକାଳ ୯ଟାରେ ଆରମ୍ଭ ହୋଇଥିଲା । ପୁରୁଷ ଏକକ ବିଭାଗରେ ଆର‌୍ୟା ମାଝୀ, ଅମୀୟ କୁମାର, ଅମ୍ରିତ ମହାନ୍ତି, କାନୁରି ମୁରଲୀ କ୍ରିଷ୍ନା, ଆୟୁଷ ଦାଶ, ସ୍ୱାଧିନ ଗୌଡା, ଅଭିଜିତ ମହାରଣା ଓ ବିକ୍ରାନ୍ତ ଜାନୀ ପରବର୍ତ୍ତି ପର୍ଯ୍ୟାୟ କୁ ଉନ୍ନିତ ହୋଇଛନ୍ତି ।

ମହିଳା ଏକକ ବିଭାଗରେ ରାଶେସ୍ୱରୀ ଖୋର, ଇଷାନୀ ସାହୁ, ସିରିନ ସାଲିକ, ମନୋଲିନା ମହାରଣା, ଅମିତା ଘୋଷ ନିଜର ମ୍ୟାଚ ଜିତି ପରବର୍ତ୍ତି ରାଉଣ୍ଡକୁ ପହଞ୍ଚିଛନ୍ତି । ମିଶ୍ରିତ ଯୁଗଳ ବର୍ଗରେ ଆୟୁଷ ଦାଶ ଓ ପୁର୍ବା ପ୍ରତ୍ୟାଶା, ଅମ୍ରିତ ମହାନ୍ତି ଓ ଶୃତି ସ୍ୱାଇଁ, ଅଭିଜିତ ମହାରଣା ଓ ହର୍ଷିତା ରାଉତ, ସିରିନ ସଲିକ ଓ ତନ୍ମୟ ସାହୁଙ୍କ ଯୋଡି ସେମିଫାଇନାଲ ଟିକଟ ଉପରେ କବଜା କରିଛନ୍ତି । ପୁରୁଷ ଯୁଗଳରେ ସମସ୍ତ ଶିର୍ଷ ର‌୍ୟାଙ୍କଧାରୀ ଖେଳାଳି ଯଥା ଅମ୍ଲାନ ଗଡନାୟକ ଓ ତନ୍ମୟ ସାହୁ, ଆଶିଷ ମିଶ୍ର ଓ ସୁମନ୍ତ ମହନ୍ତ, ଆର‌୍ୟା ମାଝୀ ଓ ମୁରଲୀ କ୍ରୀଷ୍ନା,

ଅମୟ କୁମାର ଓ ଅନିର୍ବାନ ମଣ୍ଡଲ, ଡି ମନିକାନ୍ତ ଓ ସିର୍ଦ୍ଧାଥ ନାୟକ, ଅଭୟ ମହାରଣା ଓ ଶୁଭମ ଦାଶ, ଅଭୀଜିତ ମହାରଣା ଓ ଅମ୍ରିତ ମହାନ୍ତି ପ୍ରମୁଖ ନିଜ ପ୍ରତିଦ୍ୱନ୍ଦିଙ୍କ ବିପକ୍ଷରେ ଚମତ୍କାର ଖେଳ ପ୍ରଦର୍ଶନ କରି ପରବର୍ତ୍ତି ପର୍ଯ୍ୟାୟକୁ ପହଞ୍ଚିଛନ୍ତି । ପ୍ରତିଯୋଗିତାରେ ବିଜୟ ବାଗ ଚିଫ ରେଫରି ଓ ମନରଞ୍ଜନ ଦାଶ ପର୍ଯ୍ୟବେକ୍ଷକ ଭାବେ ଦାଇତ୍ୱ ତୁଳାଉ ଥିବା ବେଳେ ସାରା ରାଜ୍ୟରୁ ବଛା ବଛା ୧୮ ଜଣ ଓସବା ସ୍ୱିକୃତୀପ୍ରାପ୍ତ ଅମ୍ପାଆର ଖେଳ ପରିଚାଳନା କରୁଛନ୍ତି । ତେବେ ରବିବାର ଦିନ ଅପରାହ୍ନ ସନ୍ଧ୍ୟା ୪ ଟାରୁ ସମସ୍ତ ବିଭାଗର ଫାଇନାଲ ଖେଳ ଅନୁଷ୍ଠିତ ହେବା ନେଇ ସୁଚନା ରହିଛି ।   
 


News Comment




Photo in News

Advertisment
Lastest News
  ଜିଲ୍ଲା  
ଡାବୁଗାଁ ଅଞ୍ଚଳ ରେ ଚଢ଼ା ଦରରେ ସାର ବିକ୍ରି   10-Jul-2026
  ଜିଲ୍ଲା  
ନାଇଜର’ର ୧୫ତମ ସମାବର୍ତ୍ତନ ଉତ୍ସବ (Graduation Ceremony)♦️ଯୋଗ:ଦେଲେ ଉପରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ   10-Jul-2026
  ଜିଲ୍ଲା  
ଭାରତ ବିକାଶ ପରିଷଦ, ସୋନପୁର ଶାଖାର ବୃକ୍ଷରୋପଣ କାର୍ଯ୍ୟକ୍ରମ   10-Jul-2026
  ଜିଲ୍ଲା  
*ବିଲୁପ୍ତ ହେବାକୁ ବସିଲାଣି ଲାଲ ଟୁକୁ ଟୁକୁ ସାଧବ ବୋହୂ*   10-Jul-2026
  ଜିଲ୍ଲା  
ଅବସରକାଳୀନ ସମ୍ବର୍ଦ୍ଧନା   10-Jul-2026
  ଜିଲ୍ଲା  
କର୍ତ୍ତବ୍ୟର ପରିସମାପ୍ତି, ପରିବାରରେ ଶୂନ୍ୟତା, ଲରାସରା ଉଚ୍ଚ ବିଦ୍ୟାଳୟର କର୍ମଚାରୀ ସୁଶୀଲ ଭୁଏ ଙ୍କ ବିୟୋଗ   10-Jul-2026
  ଜିଲ୍ଲା  
ତାଳଜୁରୀ ଗ୍ରାମରେ ବିଦ୍ୟୁତ ବିଭାଗ ର ଖାମଖିଆଲି କାମ, ଦୁର୍ଘଟଣା ର ଶିକାର ହେଉଛନ୍ତି ସାଧାରଣ ଜନତା   10-Jul-2026
  ଜିଲ୍ଲା  
ବିଜେଡି ହାତରେ ବନ୍ଧା ପଡିଥିବା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘକୁ ମୁକୁଲାଇ ବାକୁ ପଡିବ: ସାଂସଦ ପ୍ରଦୀପ ପୁରୋହିତ   09-Jul-2026
  ଜିଲ୍ଲା  
କର୍ତ୍ତବ୍ୟର ପରିସମାପ୍ତି, ପରିବାରରେ ଶୂନ୍ୟତା, ଲରାସରା ଉଚ୍ଚ ବିଦ୍ୟାଳୟର କର୍ମଚାରୀ ସୁଶୀଲ ବାଗଙ୍କ ବିୟୋଗ   09-Jul-2026
  ଜିଲ୍ଲା  
ଆମେରିକାରେ ଚକ୍ରଧର ମଲ୍ଲିକ ଫାଉଣ୍ଡେସନ ତରଫରୁ ପିଠା ପ୍ରତିଯୋଗିତା   09-Jul-2026
  ଜିଲ୍ଲା  
୧୦ ଜୁଲାଇରୁ ସାମୁହିକ ଛୁଟିରେ ରହିବେ ଯୋଗାଣ ସହାୟକ .ନିଷ୍ଠା ଓ ପରିଶ୍ରମର ଫଳ ହେଲା ବିଫଳ .ଶୁଣିଲେନି ସରକାର . ଦାବି ଗୁଡ଼ିକର ହୋଇଛି ଅଣଦେଖା   09-Jul-2026
  ଜିଲ୍ଲା  
ଜୁନାଗଡ଼ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ଅନୁଷ୍ଠିତ   09-Jul-2026

You Might Also Like