-+91-9937148622 |
prerana_bgr@rediffmail.com |
Monday 13th July 2026 |
R.N.I. Regd No. ODIODI/2010/46693
Breaking News
13-Jul-2023
ନବରଙ୍ଗପୁର:-ପାପଡାହାଣ୍ଡି ବ୍ଲକ ର ଯୁବ ସାମ୍ବାଦିକ ନିର୍ମଳ ବିଷୟୀ ଙ୍କୁ ନବରଙ୍ଗପୁର ଜିଲ୍ଲା ଯୁବ ହିନ୍ଦୁ ମହାସଂଘ ର କାର୍ଯ୍ୟକାରୀ ସଭାପତି କରାଯାଇଛି। ଏହି ବାର୍ତ୍ତା ସାମାଜିକ ଗଣମାଧ୍ୟମ ରେ ପ୍ରଚାରିତ ହେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି। ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର, ସଂଯୋଜକ ନରସିଂହ ତ୍ରିପାଠୀ, ରାଜ୍ୟ ସଂପାଦକ ଉମାକାନ୍ତ ବିଷୟୀ, ପ୍ରବକ୍ତା ଶ୍ୟାମସୁନ୍ଦର କବିରାଜ, ଭବାନୀ ବାହିନୀ ରାଷ୍ଟ୍ରୀୟ ଅଧ୍ୟକ୍ଷା ଜୟଶ୍ରୀ ନାୟକ, ଜିଲ୍ଲା ସଭାପତି ରାଜେନ୍ଦ୍ର ନେଗୀ, ଜିଲ୍ଲା ଭବାନୀ ବାହିନୀ କାର୍ଯ୍ୟକାରୀ ଅଧ୍ୟକ୍ଷା ନିର୍ମଳା ବିଷୟୀ, ଏବଂ ଅନ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି।
ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର