-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||     

HOME   ରାଜ୍ୟ

ରାଣୀପୁର ଝରିଆଲ ରେ ଏୟାରପୋର୍ଟ ସ୍ଥାପନ ତଥା ୧୦୦ କୋଟି ଟଙ୍କାର ଅନୁଦାନ ଦାବୀକଲେ ବିଧାୟକ ସାଲୁଜା

21-Mar-2023



ବଙ୍ଗୋମୁଣ୍ଡା (ଅନୀଲ କୁମାର ତ୍ରିପାଠୀ ):

ଦ୍ବାଦଶ ଶତାବ୍ଦୀର କୋଣାର୍କ ପ୍ରତି ସରକାରଙ୍କ ଦୃଷ୍ଟି ରହିଛି ତେବେ ଷଷ୍ଠ ରୁ ନବମ ଶତାବ୍ଦୀର ଯୋଗିନୀ ପୀଠ ପାଇଁ କାହିଁକି ଉଦାସୀନ ସରକାର ( ସାଲୁଜା ) ।
ପର୍ଯ୍ୟଟନ କ୍ଷେତ୍ରରେ ଚିର ଅବହେଳିତ ହୋଇ ରହିଥିବା ରାଣୀପୁର ଝରିଆଲ ଯୋଗିନୀ ପୀଠର ବିକାଶ ପାଇଁ ଡେରିରେ ହେଲେବି ସ୍ବର ଉଠିଛି। ଏଥର ବାରମ୍ବାର ବିଭିନ୍ନ ଅଧିବେଶନ, ବିଭିନ୍ନ ପ୍ରୋଗ୍ରାମ, ବିଭିନ୍ନ ସ୍ଥାନରେ କଣ୍ଟବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ରାଣୀପୁର ଝରିଆଲ ଯୋଗିନୀ ପୀଠର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି। କେତେବେଳେ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ବେଳେ ଏକଥା ଉଠାଇଛନ୍ତି ତ କେତେବେଳେ ଖରିଆର ମହୋତ୍ସବରେ ତ କେତେବେଳେ ବଲାଙ୍ଗୀର ମହୋତ୍ସବ ରେ । ତେବେ ରାଣୀପୁର ଝରିଆଲ ର ବିକାଶ ପାଇଁ ଅଞ୍ଚଳବାସୀଙ୍କ ସହ ମନ୍ଦିର ଟ୍ରଷ୍ଟ କମିଟି ବି ଅହରହ ଉଦ୍ୟମ ଜାରି ରଖିଛି। ଏହା ବାଦ ଚଳିତ ଦଶହରାରେ ମାଁ ଦୁର୍ଗା ପୂଜାରେ ବଲାଙ୍ଗୀର ସହରର ରାଜେନ୍ଦ୍ର ପଡା ଦୁର୍ଗା ପୁଜା କମିଟି ତରଫରୁ  ୬୪ ଯୋଗିନୀଙ୍କ ଅବିକଳ ପୁଜା ପେଣ୍ଡାଲ ତିଆରି କରିଥିଲେ। ଯାହାକୁ ଦେଖିବା ପାଇଁ ବଲାଙ୍ଗୀର ସହରର ଯୋଗିନୀ ପ୍ରେମୀଙ୍କ ସହ ଆଖପାଖ ଜିଲ୍ଲାର ଲୋକେ ମଧ୍ଯ ପହଞ୍ଚିଥିଲେ  ସ୍ଥିତି ଏପରି ହୋଇଥିଲା ଯେ ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ଉଭୟ କମିଟି ଓ ପୋଲିସ କୁ ବେଶ ହରକତ ହେବାକୂ ପଡିଥିଲା। ଖବରପାଇ ରାଣୀପୁର ଝରିଆଲ ଟ୍ରଷ୍ଟ କମିଟିର ଆବାହକ ଅନିଲ କୁମାର ତ୍ରିପାଠୀଙ୍କ ନେତୃତ୍ବରେ ଏକ ଟିମ ଓ ବର୍ତ୍ତମାନ ର ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶିବ ପରିଡା , ସାମ୍ବାଦିକ ଚନ୍ଦ୍ରଭାନୁ ମଲଣା ବଲାଙ୍ଗୀର ରାଜେନ୍ଦ୍ର ପଡା ପହଞ୍ଚି ଦୁର୍ଗାପୂଜା କମିଟି କୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିଥିଲେ। ସେହିପରି ଭାବେ ଖଡ଼ିଆଳ ମହୋତ୍ସବ ରେ ମଧ୍ଯ ଯୋଗିନୀ ପୀଠ ସ୍ଥାନିତ ହୋଇଥିଲା ବିଧାୟକ ସାଲୁଜା ଅତିଥି ଭାବେ ଯୋଗଦେଇ ମହୋତ୍ସବ ମଞ୍ଚରୁ ଯୋଗିନୀ ପୀଠର ବିକାଶ ପାଇଁ ଦାବୀ କରିଥିଲେ। ଚଳିତ ଅଧିବେଶନ ରେ ସରକାର ଏହି ଯୋଗିନୀ ପୀଠ କୁ କେବଳ ୪ କୋଟି ଟଙ୍କା ବଜେଟରେ ଅନୁମୋଦନ କରିଥିବାରୁ ବିଧାୟକ ଶ୍ରୀ ସାଲୁଜା ୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିବାପାଇଁ ଓ ବିଦେଶୀ ପର୍ଯ୍ୟଟକ ମାନଙ୍କ ସୁବିଧା ଓ ଆକୃଷ୍ଟ କରିବାପାଇଁ ଏୟାରପୋର୍ଟ ସ୍ଥାପନ କରିବାପାଇଁ ଶନିବାର ବିଧାନସଭାରେ ବାଚସ୍ପତିଙ୍କ ଜରିଆରେ ଦାବି ଉପସ୍ଥାପନ କରିଥିଲେ। ଏବଂ ଖୋଦ ପ୍ରଧାନମନ୍ତ୍ରୀ ନିଜେ ତାଙ୍କର

ବଲାଙ୍ଗୀର ଗସ୍ତ ସମୟରେ ରାଣୀପୁର ଝରିଆଲ ଯୋଗିନୀ ପିଠର ବିକାଶ ପାଇଁ ଘୋଷଣା କରିଥିଲେ। ହେଲେ ଦୁର୍ଭାଗ୍ଯ ର କଥା ଘୋଷଣାକୁ ଚାରି ବର୍ଷ ବିତି ଯାଇଥିଲେ ହେଁ ବର୍ତ୍ତମାନ ପର୍ଯ୍ଯନ୍ତ କିଛି ମିଟର ର ବାଡ, କିଛି ଲେଖା ଯାଇନଥିବା ଏକ ନାମ ଫଳକ ଓ ପଥର ନିର୍ମିତ ଚାରୋଟି ଚେୟାର ଲାଗିଛି। ସରକାର ୧୨ ସତାବ୍ଦି ର କୋଣାର୍କ କୁ ସରକାର ଯେତେ ଧ୍ୟାନ ଦେଇଛନ୍ତି ଷଷ୍ଠ ରୁ ନବମ ଶତାବ୍ଦୀ ମଧ୍ଯରେ ନିର୍ମିତ ହୋଇଥିବା ରାଣୀପୁର ଝରିଆଲ ଯୋଗିନୀ ପିଠକୁ କାହିଁକି ଦୃଷ୍ଟି ଦେଇ ପାରୁ ନାହାନ୍ତି। ଆଗକୁ ଦୃଷ୍ଟି ଦେବେ କି ବୋଳି ବିଧାନସଭାରେ କହି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଙ୍କ ଠାରୁ ଉତ୍ତର ମାଗିଥିଲେ। ତେବେ ମନ୍ତ୍ରୀ ତାରକା ପ୍ରଶ୍ନ ସଂଖ୍ୟା ୩୬୧ ର ଉତ୍ତର ରେ ରାଣୀପୁର ଝରିଆଲ ର ଉନ୍ନତୀ ପାଇଁ ୨୦୨୦/୨୧ ଆର୍ଥିକ ବର୍ଷରେ ୨୦ ଲକ୍ଷ ଓ ୨୦୨୨/୨୩ ଆର୍ଥିକ ବର୍ଷରେ ୪ କୋଟି ଟଙ୍କାର ଅନୁଦାନ ବଜେଟ ରେ ମଞ୍ଜୁର ହୋଇଥିବା ମନ୍ତ୍ରୀ ଉତ୍ତରରେ ରଖିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026

You Might Also Like