-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||     

HOME   ଜିଲ୍ଲା

ପାପମୁକ୍ତିର ସମ୍ଭାର "ପାପକ୍ଷୟ ଲୋକ ମହୋତ୍ସବ"(ସଜେଇ ହେଉଛି ବିନିକା ଅଧୁନା ବିନିତପୁର)

25-Jan-2023



ବିନିକା(ହିମାଂଶୁ ଶେଖର ପୁଟେଲ) "ରାଜା...ଏ ରାଜା ଏବେ ଦେଖ ତୋ ଛେପରେ ଆଉ ପୋକ ପଡୁନାହାନ୍ତି ।ତୁ ଏବେ ସଂପୂର୍ଣ୍ଣ ରୋଗ ମୁକ୍ତ । ହଠାତ ନିଦ ଭାଙ୍ଗି ଗଲା ରାଜାଙ୍କର ।ଏଇତ ସେହି ମୂର୍ତ୍ତି ।ଯେଉଁ ମୂର୍ତ୍ତି ଦିନେ ଆବିର୍ଭାବ ହୋଇ ତାକୁ ନଈ କୂଳେ କୂଳେ ମନ୍ଦିର ନିର୍ମାଣ କରି କରି ଯିବା ପାଇଁ କହିଥିଲେ ।ସତରେ ତାଙ୍କର ସେହି ଜଟିଳ ବ୍ୟାଧି ଆରୋଗ୍ୟ ସାଧ୍ୟର ନିଦରୁ ଉଠାଇ ଦେଲା। ତତକ୍ଷଣାତ ରାଜା ମନ୍ତ୍ରୀ ଓ

ରାଜବୈଦ୍ୟଙ୍କୁ ଉଠାଇଲେ । ରାଜବୈଦ୍ୟ କୁତ୍ୟ କୂତ୍ୟ ହୋଇ ପ୍ରଭୁ ଶିବଙ୍କ ମହିମା ଗାନ କଲେ ।ଯେଉଁ ନଦୀ କୂଳରେ ରାଜା ରାତ୍ରିଯାପନ କଲେ ସେହି କୁଳର ସ୍ନାନ ଘାଟକୁ ନାମିତ କଲେ ପାପକ୍ଷୟ ଘାଟ ।କାରଣ ସେହି ଘାଟରେ ସ୍ନାନ କଲାପରେ ରାଜା   ରୋଗରୁ ମୁକ୍ତି ପାଇଲେ । ଏହି ଚର୍ଚ୍ଚିତ ଘାଟ ସମ୍ପର୍କରେ ବହୁ ଐତିହାସିକ ତଥ୍ୟ ବିଭିନ୍ନ ପାଠ୍ୟ ପୁସ୍ତକରେ ବର୍ଣ୍ଣିତ ହୋଇଥିବାରୁ ସରକାରଙ୍କ ଦ୍ଵାରା ଏହି ପୀଠ ବର୍ତମାନ ପର୍ଯ୍ୟଟନର ମାନ୍ୟତା ବହନ କରିସାରିଛି ।ହେଲେ ଏହି ପୀଠର ପରିବେଶ ଯେତିକି ସୌନ୍ଦର୍ଯ୍ୟ ହେବା କଥା ତାହା ହୋଇପାରିନାହିଁ ।ବିକାଶର ଅଗ୍ରଗତି ଧିମେଇ ଯାଇଛି ।ଏହି ପୁଣ୍ୟଘାଟ କୁ ଲାଗି ରହିଛି ବିଶାଳକାୟ ପାପନାଶିନୀ ବଟବୃକ୍ଷ ।କିମ୍ବଦନ୍ତୀ ଅନୁସାରେ ରାଜାଙ୍କ ଆରୋଗ୍ୟ ଲାଭ କୁ ଅନୁସରଣ କରି ଏହି ପୁଣ୍ୟପୀଠ ପାପକ୍ଷୟ ଘାଟ କୁ ନୀତି ପ୍ରତିଦିନ ସ୍ନାନ ପାଇଁ ଆସୁଛନ୍ତି ପର୍ଯ୍ୟଟକ ।ବିଶେଷ କରି ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ବେଳେ ଏହି ପୀଠ ହଜାର ହଜାର ଲୋକଙ୍କ ଗହଳିରେ ଉଛୁଳି ପଡେ ।ନିଜ ପାପରୁ ମୁକ୍ତି ପାଇଁ ପାପକ୍ଷୟ ଘାଟରେ ସ୍ନାନ କରି ବଟବୃକ୍ଷ ଅର୍ଗଲିର ସୁଡ଼ଙ୍ଗରେ ଗଳି ପ୍ରାୟଶ୍ଚିତ କରିଥାନ୍ତି ।ତେଣୁ ଏହି ମାଟି ମହାନ । ଏହାର ଐତିହ୍ୟ,ସଂସ୍କୃତି,ପରମ୍ପରା,କଳା  ଏ ମାଟିର ସନ୍ତାନକୁ ଯୁଗେ ଯୁଗେ ସ୍ୱାଭିମାନ ଓ ସ୍ବାବଲମ୍ବୀ କରି ରଖିବ ଏଥିରେ ସନ୍ଦେହ ନାହିଁ ।ବିନିକାର ଐତିହ୍ୟ ଏକ ମର୍ଯ୍ୟାଦାପୂର୍ଣ୍ଣ ଓ ବୈଭବଶାଲୀକୁ ଗ୍ରହଣ କରେ ବୋଲି ଏହି ପାପକ୍ଷୟ ମହୋତ୍ସବର ପରିଚୟ ।ସୂଚନା ଯୋଗ୍ୟ ଯେ ପୂର୍ବରୁ ବିନିକାର ଅଗ୍ରଣୀ ଅନୁଷ୍ଠାନ ସାଂସ୍କୃତିକ ସଂସଦ ପକ୍ଷରୁ "ଛେର ଛେରା ମହୋତ୍ସବ କିଛି ବର୍ଷ ହେବାପରେ ତାହା ବନ୍ଦ ହୋଇଯିବାରୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବ୍ଲକ ଓ ଏନଏସି ପ୍ରଶାସନର ମିଳିତ ଆନୁକୁଲ୍ୟରେ ସୁବର୍ଣ୍ଣ-ପାପକ୍ଷୟ ମହୋତ୍ସବ ଆରମ୍ଭ ହୋଇଥିଲା ହେଲେ ତାହା ବି ଠପ ହୋଇପଡ଼ିଲା ।ବିନିକା ମାଟିର ଐତିହ୍ୟ,ସଂସ୍କୃତି,ପରମ୍ପରା ଓ କଳା କୁ ବଞ୍ଚାଇବା ଉଦ୍ଦେଶ୍ୟ ନେଇ କେତେକ ଉଦ୍ୟୋଗୀ ଯୁବକଙ୍କ ନାମମାତ୍ର ପ୍ରୟାସ ପରେ ଯୁବ ସଂଗଠକ ତଥା ଚାଷୀନେତା ଭୀମସେନ ସାହୁଙ୍କ ସମ୍ପୂର୍ଣ୍ଣ ଉଦ୍ୟମ କ୍ରମେ ପାପକ୍ଷୟ ମହୋତ୍ସବର ପରିକଳ୍ପନା ହୋଇଥିଲା ।ଧୁମଧାମରେ (୨୦୧୮,୨୦୧୯,୨୦୨୦) ୩ବର୍ଷ ଧରି ଚାଲିଲା ।ହେଲେ ମହାମାରୀ କରୋନା ଯୋଗୁଁ ଦୁଇ ବର୍ଷ କାଳ ବନ୍ଦ ହେବା ପରେ ଚଳିତ ୨୦୨୩ବର୍ଷ ମହୋତ୍ସବକୁ ଅଧିକ ଆକର୍ଷଣୀୟ ଭାବେ ପାଳନ କରିବା ନେଇ କଳା ପ୍ରେମୀ ଲାଗିପଡିଛନ୍ତି ।

ଫେବୃଆରୀ ୧ରୁ ୪ତାରିଖ ଯାଏ ଅନୁଷ୍ଠିତ ଏହି ମହୋତ୍ସବ ପାଇଁ ବିନିକା-ସୋନପୁର ରାସ୍ତାର ଗଜପତି ନଗର ଓ ବିନିକା-ରାମପୁର-ଉଲୁଣ୍ଡା ରାସ୍ତାର ତ୍ରିକୋଣୀ କଲେଜ ଛକ ଠାରେ ଆକର୍ଷଣୀୟ ସୁସଜ୍ଜିତ ଗେଟ ନିର୍ମାଣ,ନୂତନ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ସମ୍ଭୁଖ ପଡ଼ିଆରେ ଲୋକକଳା ଓ ନାଚଗୀତର ମହାପାର୍ବଣ ପାଇଁ ଝିକିମିକି ଆଲୁଅରେ ସଜ୍ଜିତ ପେଣ୍ଡାଲ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି ।ଏହା ବ୍ୟତୀତ କଳାପ୍ରେମୀ ଦର୍ଶକଙ୍କ ପାଇଁ ପଲ୍ଲୀଶ୍ରୀ ମେଳା,ମିନାବଜାର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଆଶା କରାଯାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026

You Might Also Like