-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||     

HOME   ଜିଲ୍ଲା

ମାନସିକ ଅନଗ୍ରସର ହେଲେ କାମ ତା ମହାନ, ନିଶା କେବଳ ସିନ୍ଧେକେଲା ରାସ୍ତା ଘାଟ ପରିଷ୍କାର ପରିଚ୍ଛନ୍ନ କରିବା

24-Jan-2023



ସିନ୍ଧେକେଲା / ସାଧାରଣତଃ ମାନସିକ ବିକୃତ ହୋଇଥିବା ଲୋକେ ନିଜ ଉପରେ ନିଜର ନିୟନ୍ତ୍ରଣ ହରାଇ ସେମାନେ କଣ କରୁଛନ୍ତି କଣ ନାଇ କିଛି ଜାଣି ପାରନ୍ତି ନାହିଁ। ସେଥିପାଇଁତ ମାନସିକ ବିକୃତ ହୋଇଥିବା ପାଗଳ ପାଗଳୀ ମାନେ କିଏ ଚୁପଚାପ ରୁହେ ତ କିଏ ବିଶୃଙ୍ଖଳିତ ଆଚରଣ କରିଥାନ୍ତି। କିନ୍ତୁ ସିନ୍ଧେକେଲା ରେ ବହୁ ବର୍ଷ ଧରି ଏକ ମାନସିକ ବିକୃତ ମହିଳା (ବୟସ ୪୦) ସିନ୍ଧେକେଲା କୁ ଚାଳି ଆସିଥିଲେ । ପ୍ରଥମେ ପ୍ରଥମେ ଲୋକେ ପାଗଳୀ ଭାବି ଭୟ କରି ପାଖକୁ ଯାଉନଥିଲେ ଛୋଟଛୋଟ ଛୁଆ ମାନେ ପଥର ଗୋଡି ମାଟି ଫୋପାଡୁଥିଲେ ଓ ଘଉଡାଇ ଦେଉଥିଲେ। ସେ ସମୟରେ ବୟସ କମ ଥିବାରୁ କିଛି ଅସାମାଜିକ ଲୋକେ ତାକୁ ହଇରାଣ ହରକତ କରୁଥିଲେ ହେଁ ସେ ମଧ୍ଯରେ କେହି କେହି ସହୃଦୟ ବ୍ୟକ୍ତି ଓ ମହିଳା ତାକୁ ଖାଦ୍ୟ ଓ କପଡା ଦେଇ ସାହାଯ୍ଯ କରି ତା ପ୍ରତି ସହାନୁଭୁତି ଦେଖାଇବାରୁ ଧିରେ ଧିରେ ଖୋଲା ଦେହରେ ବୁଲି ବୁଲି ଗାଳିଗୁଲଜ କରୁଥିବା ପାଗଳୀ ମହିଳାଙ୍କ ଆଚରଣରେ ପରିବର୍ତ୍ତନ ହୋଇ ସେ ଲୋକଙ୍କ ଘର ଦୁଆର

ରାସ୍ତା ଘାଟ ପରିଷ୍କାର ପରିଚ୍ଛନ୍ନ କରିବା ଆରମ୍ଭ କରିଥିଲା। ଓ ପରେ ପରେ ଏହା ତା ନିଶା ପାଲଟିଗଲା। ତା ପରିଚୟ ବି ବଦଳିଗଲା ଏବଂ ତାର ନାଁ ହୋଇଗଲା ରସଖାଇ । ଆଜି ପର୍ଯ୍ୟନ୍ତ ସେ ଅନବରତ ଭାବେ ରାସ୍ତାଘାଟ ପରିସ୍କାର କରିଚାଲିଛି। କେବେ କେବେ ତା ମନକୁ ଲାଗିଲେ ସାମ୍ନାରେ ଯାହାକୁ ଦେଖିଲେ ଟଙ୍କା ଗୋଟିଏ ମାଗିଥାଏ। ବୋଧହୁଏ ସେ କଏନ କୁ ହିଁ ଟଙ୍କା ଭାବୁଥିବାରୁ ନୋଟ ଦେଲେ ଫିଙ୍ଗି ଦିଏ ଓ ଗୋଲ କଏନ ମାଗିଥାଏ। ତା ପାଇଁ ସିନ୍ଧେକେଲା ର ଅଧିକାଂଶ ରାସ୍ତା ବି ସଫା ରହୁଛି। ପାଗଳୀ ହେଲେ ବି କାହାର କେବେ କିଛି କ୍ଷତି କରିନାହିଁ। ହେଲେ ବିଧିରବିଧାନ କିଛି ଅଲଗା ତେଣୁ ଜାଣିନି ସେ ତା ବର୍ତ୍ତମାନ,  ଭୁତ ଓ ଭବିଷ୍ୟତ ଘର, ପରିବାର ସତେ ଯେମିତି ସ୍ବଛ୍ଛ ଭାରତର ନିଶା ରେ ରାସ୍ତା ଘାଟ ପରିଷ୍କାର ପରିଚ୍ଛନ୍ନ କରିବା ହିଁ ତା ଜିବନର ଲକ୍ଷ। ଦୁନିଆ ର ସବୁ ସୁଃଖ ଦୁଃଖ ଭୁଲି ହାତରେ ଝାଡୁ ଟିଏ ଧରି ରାସ୍ତାଘାଟ ପରିସ୍କାର ପରିଚ୍ଛନ୍ନ କରି ଚାଳିଛି ଅନବରତ।  ଲୋକେ ବି ତାର ଏପରି କାମ ଦେଖି କିଏ ଖାଇବାକୁ ଦିଏ ତ କିଏ କପଡା ଦେଇ ଥାନ୍ତି ଏବଂ କହନ୍ତି ପାଗଳୀ ହେଲେ ବି କାମ ତା ମହାନ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026
  ଜିଲ୍ଲା  
ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   28-Sep-2026
  ଜିଲ୍ଲା  
ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର   28-Sep-2026
  ଜିଲ୍ଲା  
ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   28-Sep-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ   28-Sep-2026
  ଜିଲ୍ଲା  
ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   28-Sep-2026
  ଜିଲ୍ଲା  
କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   28-Sep-2026
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026

You Might Also Like