-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||     

HOME   ଜିଲ୍ଲା

"ଶୂନ୍ୟ ସୀମନ୍ତିନୀ ରାଧା"ର ଇଂରାଜୀ ଅନୁବାଦ ଭୁବନେଶ୍ୱରରେ ଲୋକାର୍ପିତ

19-Jan-2023



ବଲାଙ୍ଗିର(ପ୍ରେରଣା ଖବର): କବି ବିଜୟ କୁମାର ତ୍ରିପାଠୀଙ୍କ "ଶୂନ୍ୟସୀମନ୍ତିନୀ ରାଧା"ର ଇଂରାଜୀ ଅନୁବାଦ  "RADHA: SAGA OF BARREN BLISS" ଓଡିଶାର ସ୍ୱନାମଧନ୍ୟ ବିରଷ୍ଠ କବି ଫନି ମହାନ୍ତିଙ୍କ କରକମଳରେ ଭୁବନେଶ୍ୱରରେ ଶୁଭ ଉନ୍ମୋଚିତ ହୋଇ ଲୋକାର୍ପିତ ହୋଇଛି । କବି ଫନି ମହାନ୍ତି ଶୂନ୍ୟସୀମନ୍ତିନୀ ରାଧା ଏବଂ ବରେଣ୍ୟ କବି ରମାକାନ୍ତ ରଥଙ୍କ ଶ୍ରୀରାଧା ସହ ଏକ ତୁଳନୀୟ ଆଲେଖ୍ୟ ପ୍ରସ୍ତୁତ କରି ଦର୍ଶକଙ୍କୁ ସ୍ତମ୍ବିଭୂତ କରିଥିଲେ ।

ଏହି ପୁସ୍ତକଟିକୁ ଅତି ସୁନ୍ଦର ଭାବେ ଅନୁବାଦ କରିଛନ୍ତି କବି ହରେକୃଷ୍ଣ ଦାସ ଏବଂ ତାଙ୍କ ସହଧର୍ମିଣୀ କବୟତ୍ରି ଶ୍ରୀମତୀ ଈପଷିତା ଷଡଙ୍ଗୀ । ପୁସ୍ତକଟିକୁ ପ୍ରକାଶିତ କରିଛନ୍ତି ଲେଖାଲେଖି ପ୍ରକାଶନ, ଭୂବନେଶ୍ୱରର ପ୍ରକାଶକ ପ୍ରଦୀପ୍ତ କୁମାର ବେହୁରା । ଏହି ଲୋକାପର୍ଣ ଉତ୍ସବରେ ସଭାପତିତ୍ୱ କରିଥିଲେ କବି ଶ୍ରୀମତୀ ଈପଷିତା ଷଡଙ୍ଗୀ ଏବଂ କବି  ହରେକୃଷ୍ଣ ଦାସ ସ୍ୱାଗତ ସଂଭାଷଣ କରିଥିଲେ । ପ୍ରଥମେ କବି ବିଜୟ ତ୍ରିପାଠୀ ନିଜର ଲେଖକୀୟ ଅଭିବ୍ୟକ୍ତି ପ୍ରକାଶ କରିଥିଲେ । ଏଥିସହ ଓଡିଶାର ବିଶିଷ୍ଟ କବିଗଣ ପ୍ରଫେସର ବଂଶିଧର ଷଡଙ୍ଗୀ, ଶ୍ରୀମତୀ ମମତା ଦାସ,  ଧନଞ୍ଜୟ ସ୍ୱାଇଁ, ପରେଶ ପଟ୍ଟନାୟକ, ବିଜନବାଳା ପାଟ୍ଟଯୋଶୀ, ମୈାସୁମୀ ଦାଶ, ଲକ୍ଷ୍ମୀପ୍ରିୟା ଚାନ୍ଦ, ନିରଞ୍ଜନ ଜେନା, ସହଦେବ ସାହୁ, ସୂର୍ଯ୍ୟ ମିଶ୍ର ଇତ୍ୟାଦି ଅନେକ ଲବ୍ଧପ୍ରତିଷ୍ଠ କବି ଉପସ୍ଥିତ ଥିଲେ । ଏହି ଉତ୍ସବରେ ପୁସ୍ତକର ସମୀକ୍ଷା ସହ ଶୁନ୍ୟସୀମନ୍ତିନୀ ରାଧା ର କବିତା ଓ ଇଂରାଜୀ ଅନୁଦିତ କବିତାକୁ ବିଭିନ୍ନ କବିଗଣ ପାଠ କରି କବିତା ସଂପର୍କରେ ନିଜସ୍ୱ ମତ ରଖିଥିଲେ । ଶେଷରେ ପ୍ରକାଶକ ପ୍ରଦୀପ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ସୂଚନାଯୋଗ୍ୟ ଯେ, କବି ବିଜଯ ତ୍ରିପାଠୀ ଙ୍କ ପୁସ୍ତକ  "ଶୂନ୍ୟସୀମନ୍ତିନୀ ରାଧା" ଅସମିୟା, ବଙ୍ଗଳା ଓ ହିନ୍ଦୀ ଭାଷାରେ ଅନୁବାଦିତ ହୋଇ ଦୃତ ପଠନୀୟ ଆଦୃତି ଲାଭ କରିସାରିଛି l


News Comment




Photo in News

Advertisment
Lastest News
  ରାଜ୍ୟ  
ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   30-Sep-2026
  ଜିଲ୍ଲା  
ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   30-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   30-Sep-2026
  ଜିଲ୍ଲା  
"ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   30-Sep-2026
  ରାଜ୍ୟ  
ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ   30-Sep-2026
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026

You Might Also Like