-+91-9937148622 |

prerana_bgr@rediffmail.com |

  Monday 30th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଓଡ଼ିଶା ଖଦି ମେଳା – ୨୦୨୬ ଉଦ୍‌ଯାପିତ, ଗ୍ରାମୀଣ ରୋଜଗାରର ଶକ୍ତି ହେଉଛି ଖଦି ଓ ଗ୍ରାମୋଦ୍ୟୋଗ : ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ    (30-Mar-2026)       ||      "ସିନାପାଲି ବ୍ଲକ ଯାଦବ ସମାଜ ପକ୍ଷରୁ ମାନ୍ୟବର ବିଧାୟକଙ୍କୁ ଭବ୍ୟ ସ୍ୱାଗତସମ୍ବର୍ଦ୍ଧନା "   (30-Mar-2026)       ||      ଶହୀଦ ଲକ୍ଷ୍ମଣ ନାଏକଙ୍କ ସ୍ମୃତିରେ ଗରିମାମୟ ରାଜ୍ୟସ୍ତରୀୟ ସମାରୋହ ♦️ “ଜନଜାତି ଅସ୍ମିତା ଓ ଦେଶପ୍ରେମର ପ୍ରତୀକ ଶହୀଦ ଲକ୍ଷ୍ମଣ ନାଏକ”   (30-Mar-2026)       ||      ରାମପୁର ଓକିଲ ସଂଘ ନିର୍ବଚନ♦️ ସଭାପତି ଭାବେ ଆନନ୍ଦ କୁମାର ପାଢ଼ୀ, ଉପସଭାପତି ଫ୍ରଫୁଲ୍ଲ ମେହେର ଏବଂ ସମ୍ପାଦକ ଭାବେ ନାରାୟଣ ଭୋଇ ନିର୍ବାଚିତ   (29-Mar-2026)       ||      ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ   (29-Mar-2026)       ||      *ଦେଓଲା ଗ୍ରାମରେ ସହିଦ୍ ଲକ୍ଷ୍ମଣ ନାୟଙ୍କ ବଳିଦାନ୍ ଦିବସ ପାଳନ*   (29-Mar-2026)       ||      ଶିଶୁ ବିକାଶ ବିଦ୍ୟା ମନ୍ଦିରର ନବମ ବାର୍ଷିକ ଉତ୍ସବ   (29-Mar-2026)       ||      *ଡ଼. ନୃପ ରାଜ ସାହୁ ଙ୍କ ରଚିତ ବହୁ ଚର୍ଚ୍ଚିତ ନାଟକ ବୃତ୍ତି ପରିବେଷିତ*- *ସୁବର୍ଣ୍ଣପୁର ଠାରେ ବିଶ୍ୱ ନାଟ୍ୟ ଦିବସ ପାଳିତ*-   (29-Mar-2026)       ||      କଣ୍ଟାମାଳରେ ବିଶ୍ଵନାଟ୍ୟ ଦିବସ ପାଳିତ    (29-Mar-2026)       ||      ଡାବୁଗାଁ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଆରମ୍ଭ   (29-Mar-2026)       ||      ସଂସଦରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ   (29-Mar-2026)       ||      ଚିତ୍ତ ଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଚିକିତ୍ସା ଶିବିର   (29-Mar-2026)       ||      ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ପଦୋନ୍ନତିରେ ବିଳମ୍ବ ଯୋଗୁଁ ଅସନ୍ତୋଷ ବୃଦ୍ଧି, ହାଇକୋର୍ଟ ରାୟକୁୁ ଅବମାନନା କରିଛନ୍ତି ଜିଲ୍ଲା ପ୍ରଶାସନ   (29-Mar-2026)       ||      ସନରାଇଜ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ   (29-Mar-2026)       ||      ଗାଡି ଧକ୍କାରେ ମୃତ୍ୟୁ , କ୍ଷତିପୂରଣ ଦାବିରେ ରାସ୍ତା ରୋକ୍   (29-Mar-2026)       ||      ବରୀ ବାର ଓକିଲ ସଂଘ ର କର୍ମକର୍ତ୍ତା ନିର୍ବାଚନ   (29-Mar-2026)       ||      ବରୀ ବାର ଓକିଲ ସଂଘ ର କର୍ମକର୍ତ୍ତା ନିର୍ବାଚନ   (29-Mar-2026)       ||      କୁସଙ୍ଗ କଲେଜ ଅଧ୍ୟକ୍ଷ ଙ୍କୁ ଗ୍ରାମବାସୀ ଙ୍କ ପକ୍ଷରୁ ସମ୍ବର୍ଦ୍ଧନା   (28-Mar-2026)       ||      *ପୌର ପରିଷଦ ଠାରେ ଅଗ୍ନି ନିରାପତ୍ତା ସଚେତନତା ଓ ତାଲିମ କାର୍ଯ୍ୟକ୍ରମ*- *ଡେମୋ ଦେଖାଇଲେ ଏ ଡି ଏମ୍ ଅଞ୍ଜଳୀନା ପଧାନ*-   (28-Mar-2026)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ, ବାସୁଦେବ ସଭାପତି, ଅଶିତ ସଂପାଦକ    (28-Mar-2026)       ||     

HOME   ଜିଲ୍ଲା

ବିଶିଷ୍ଟ ଶିକ୍ଷାବିତ୍ ଲକ୍ଷ୍ମୀକାନ୍ତ ଦାଶଙ୍କ ପରଲୋକ

17-Jan-2023



ବଲାଙ୍ଗୀର: ଆଜି ସକାଳ ୭ଟା ସମୟରେ ସ୍ଥାନୀୟ ଟିକ୍ରାପଡା ବାସୀନ୍ଦା  ବଲାଙ୍ଗୀରର ବିଶିଷ୍ଟ ଶିକ୍ଷାବିତ୍ ତଥା ଲୋକପ୍ରିୟ ଶିକ୍ଷକ ଲକ୍ଷ୍ମୀକାନ୍ତ ଦାଶ(୯୧)ଙ୍କ ପରଲୋକ ହୋଇଯାଇଛି । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ଶ୍ରୀ ଦାଶ କିଛି ଦିନ ଧରି ଶଯ୍ୟାସାୟୀ ଥିଲେ । ସେ ଜଣେ ଧର୍ମପରାୟଣ ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ । ପୃଥ୍ୱୀରାଜ ହାଇସ୍କୁଲର ପ୍ରଧାନଶିକ୍ଷକ ରୂପେ କାର୍ଯ୍ୟ କରି ପରେ ଭୋକେସନାଲ କଲେଜର ଅଧ୍ୟକ୍ଷ ଓ ଶେଷରେ ବଲାଙ୍ଗୀର ସୋନପୁର ଜିଲ୍ଲା ଶିକ୍ଷା ମଣ୍ଡଳର ପ୍ରଥମ ପ୍ରଶାସନିକ ଅଧିକାରୀ ଭାବେ ସୁଚାରୁ ରୂପେ କାର୍ଯ୍ୟ ତୁଲାଇ ଥିଲେ ।  ଜୈଷ୍ଟପୁତ୍ର ଅଶ୍ୱିନୀ ଦାସ ମୁଖାଗ୍ନି ଦେଇଥିଲେ । ଶ୍ରୀ ଦାଶ ଙ୍କ ଗୋଟିଏ ପୁଅର ନାମ ଅଶୋକ ଥିବା ବେଳେ ଝିଅର ନାମ ସବିତା । ଦୁଃଖଦ ଖବର ଶୁଣି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ବଲାଙ୍ଗୀର ନାଗରିକ କମିଟିର ସାଧାରଣ ସଂପାଦକ ମନୋରଂଜନ ସାହୁ, ରାଧାକାନ୍ତ ମହାପାତ୍ର, ଦୁର୍ଗାପ୍ରସନ୍ନ ଛୁରିଆ, ଅଶୋକ ମିଶ୍ର ଥିବା ବେଳେ ଡ. ଆଶିଷ ଦାନୀ, କୁଳମଣି ପୁରୋହିତ, ରୋହିତା ଦାସ ଓ ଉମେଶ ଦାଶ ପ୍ରମୁଖ ଅନ୍ତିମ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।    ଶ୍ରୀ ଦାଶଙ୍କ ବିୟୋଗରେ ଶିକ୍ଷକ ମହଲରେ ଶୋକର ଛାୟା ଖେଳି ଯାଇଛି ।  


News Comment




Photo in News

Advertisment
Lastest News
  ରାଜ୍ୟ  
ଓଡ଼ିଶା ଖଦି ମେଳା – ୨୦୨୬ ଉଦ୍‌ଯାପିତ, ଗ୍ରାମୀଣ ରୋଜଗାରର ଶକ୍ତି ହେଉଛି ଖଦି ଓ ଗ୍ରାମୋଦ୍ୟୋଗ : ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ   30-Mar-2026
  ଜିଲ୍ଲା  
"ସିନାପାଲି ବ୍ଲକ ଯାଦବ ସମାଜ ପକ୍ଷରୁ ମାନ୍ୟବର ବିଧାୟକଙ୍କୁ ଭବ୍ୟ ସ୍ୱାଗତସମ୍ବର୍ଦ୍ଧନା "   30-Mar-2026
  ରାଜ୍ୟ  
ଶହୀଦ ଲକ୍ଷ୍ମଣ ନାଏକଙ୍କ ସ୍ମୃତିରେ ଗରିମାମୟ ରାଜ୍ୟସ୍ତରୀୟ ସମାରୋହ ♦️ “ଜନଜାତି ଅସ୍ମିତା ଓ ଦେଶପ୍ରେମର ପ୍ରତୀକ ଶହୀଦ ଲକ୍ଷ୍ମଣ ନାଏକ”   30-Mar-2026
  ଜିଲ୍ଲା  
ରାମପୁର ଓକିଲ ସଂଘ ନିର୍ବଚନ♦️ ସଭାପତି ଭାବେ ଆନନ୍ଦ କୁମାର ପାଢ଼ୀ, ଉପସଭାପତି ଫ୍ରଫୁଲ୍ଲ ମେହେର ଏବଂ ସମ୍ପାଦକ ଭାବେ ନାରାୟଣ ଭୋଇ ନିର୍ବାଚିତ   29-Mar-2026
  ଜିଲ୍ଲା  
ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ   29-Mar-2026
  ଜିଲ୍ଲା  
*ଦେଓଲା ଗ୍ରାମରେ ସହିଦ୍ ଲକ୍ଷ୍ମଣ ନାୟଙ୍କ ବଳିଦାନ୍ ଦିବସ ପାଳନ*   29-Mar-2026
  ଜିଲ୍ଲା  
ଶିଶୁ ବିକାଶ ବିଦ୍ୟା ମନ୍ଦିରର ନବମ ବାର୍ଷିକ ଉତ୍ସବ   29-Mar-2026
  ଜିଲ୍ଲା  
*ଡ଼. ନୃପ ରାଜ ସାହୁ ଙ୍କ ରଚିତ ବହୁ ଚର୍ଚ୍ଚିତ ନାଟକ ବୃତ୍ତି ପରିବେଷିତ*- *ସୁବର୍ଣ୍ଣପୁର ଠାରେ ବିଶ୍ୱ ନାଟ୍ୟ ଦିବସ ପାଳିତ*-   29-Mar-2026
  ଜିଲ୍ଲା  
କଣ୍ଟାମାଳରେ ବିଶ୍ଵନାଟ୍ୟ ଦିବସ ପାଳିତ   29-Mar-2026
  ଜିଲ୍ଲା  
ଡାବୁଗାଁ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଆରମ୍ଭ   29-Mar-2026
  ଜିଲ୍ଲା  
ସଂସଦରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ   29-Mar-2026
  ଜିଲ୍ଲା  
ଚିତ୍ତ ଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଚିକିତ୍ସା ଶିବିର   29-Mar-2026

You Might Also Like