-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
13-Dec-2022
ବଲାଙ୍ଗୀର (ପ୍ରେରଣା ଖବର) କିଛି ଦିନ ଆଗରୁ ବଲାଙ୍ଗୀର ଡାକ୍ତରଖାନା ରେ ବୁଧୁ ସାହୁ (୮0) ନାମକ ଜଣେ ବୁଦ୍ଧଙ୍କୁ ଡୁଙ୍ଗୁରିପାଲି ଠାରୁ ବିଙ୍ଗ ହ୍ୟୁମାନ ର କର୍ମକର୍ତ୍ତା ମାନେ ଭର୍ତି କରିଥିଲେ ଏବଂ ତାଙ୍କର ସେବାଶୁଶ୍ରୁଶା କରୁଥିଲେ l ପରେ ଚିକିତ୍ସା ସମୟରେ ଆଜି ତାଙ୍କର ଦେହାନ୍ତ ହୋଇଯାଇଥିଲା... ପରେ ବୁଦ୍ଧ ଜଣକ ଡୁଙ୍ଗୁରିପାଲି ଅଞ୍ଚଳର ବୋଲି ଜଣାପଡିଥିଲl l ପରିବାର ଲୋକ ଶବ ନେବାପାଇଁ ମନା କରିବା ପରେ ଗତକାଲି ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ବିଭୁତି ପଡା ସ୍ମଶାନ ରେ ମର୍ଯ୍ୟାଦା ସହ ସତ୍କାର କରାଯାଇଛି l
ଏହି ମହତ କାର୍ଯ୍ୟରେ ଅନୁଷ୍ଠାନର ସୋମନାଥ ମିଶ୍ର , କନ୍ଦର୍ପ ପଧାନ, ବିଶ୍ୱଜିତ ପଟେଲ, ରଜତ ପଧାନ, ବୁଲୁ ମହାକୁର, ବୀରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ