-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||     

HOME   ଜିଲ୍ଲା

ରାମ ନାମ ହରି ନାମ ଧ୍ୱନି ରେ ପ୍ରକମ୍ପିତ ହେଲା ସୁବର୍ଣ୍ଣପୁର ଉପ କାରାଗାର, ଜେଲ ରେ ସଂସ୍କାର ଆଣିବାକୁ ସବ ଜେଲରଙ୍କ ଅଭିନଵ ଉଦ୍ୟମ

06-Dec-2022



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ସୁବର୍ଣ୍ଣପୁର ସ୍ଥିତ ପୁରୁଣା ଜ଼ିଲ୍ଲାପାଳ ଅଫିସ ଶମ୍ବୁଖରେ ଥିବା ଉପ କାରାଗାର ରେ ସବ ଜେଲର ଡିଲେଶ୍ୱର  ଜେନା ଓ ଧର୍ମ ପତ୍ନୀ ନିଳୀମା ସ୍ୱାଇଁ ଙ୍କ ପୌରହିତ୍ୟ ରେ ଏବଂ ମହନ୍ତ ଶ୍ରୀ ଶ୍ରୀ ସୁରେନ୍ଦ୍ର ଗିରି (ହନୁମାନ ବାବା)  ଙ୍କ ତତ୍ୱାବଧାନ ରେ ଏକ ନୂତନ ହନୁମାନ ମନ୍ଦିର ଓ ଶ୍ରୀ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି । ପ୍ରତ୍ୟହ ପରାୟଣ, ପ୍ରବଚନ

କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ ପ୍ରବଚକ ରମେଶ ପୁରୋହିତ, ଜଳନ୍ଧର  ସାହୁ, ଲକ୍ଷ୍ମଣ ଦାଶ ମହାରାଜ   ସୁନ୍ଦରଭାବେ  ଭଜନ ସଂଗୀତ ମାଧ୍ୟମ ରେ ପ୍ରବଚନ ଦେଇଥିଲେ l ମାରୁତି ନନ୍ଦନ ପୂଜକ ଖଗେଶ୍ୱର ମିଶ୍ର, ମାନସ ଆଚାର୍ଯ୍ୟ, ନାରାୟଣ ମିଶ୍ର, ସୌରଭ ପାଣିଗ୍ରାହୀ, ଅକ୍ଷୟ ପାଣିଗ୍ରାହୀ, ନିଷ୍ଠା ର ସହିତ ପ୍ରତିଷ୍ଠା କାର୍ଯ୍ୟ ରେ ସହଯୋଗ କରିଥିଲେ l ପବନ ସୂତ ନିଜର ଅପୂର୍ବ  ଶକ୍ତି ଦ୍ୱାରା ଅନେକ ଅସାଧ୍ୟ କାର୍ଯ୍ୟ କୁ ସାଧ୍ୟ କରି ପାରନ୍ତି ବୋଲି ପୁରାଣ କଥା ରୁ ଲୋକ ଙ୍କ ଦୃଢ଼ ବିଶ୍ୱାସ ରହିଛି l ସେ ସୌଭାଗ୍ୟ ବଶତଃ ହେଉ ବା ଦୁର୍ଭାଗ୍ୟ ବଶତଃ  କୌଣସି କାରଣ ବା ଘଟଣା କୁ ନେଇ ବିଚାର ଧୀନ କଏଦୀ ଭାବେ ଏଠି ଜୀବନ ବିତାଉ ଥିବା ଏହି ଉପ କାରାଗାର ର କଏଦୀ ମାନଙ୍କ ଜୀବନ ଶୈଳୀ ଓ ବ୍ୟବହାର ରେ ପରିବର୍ତ୍ତନ ଓ ଆଧ୍ୟାତ୍ମିକ ଚିନ୍ତନ ର ବିକାଶ ପାଇଁ ଏବଂ କଏଦୀ ମାନଙ୍କ ମଧ୍ୟ ରେ ସଂସ୍କାର ଆଣିବା ସହିତ ସମାଜ ର ମୁଖ୍ୟ ସ୍ରୋତ କୁ ତାଙ୍କୁ ଫେରାଇ ଆଣିବା ଉଦ୍ଦେଶ୍ୟ ରେ  ଏଭଳି ଏକ ଉତ୍ସବ ପାଳନ କରିବା ପାଇଁ  ବଲାଡି ମଠ ର ମହନ୍ତ ଶ୍ରୀ ହନୁମାନ ବାବା ମହାରାଜ ଙ୍କ ପରାମର୍ଶ ଥିଲା l ଯାହାକି ମହନ୍ତ ଶ୍ରୀ ହନୁମାନ ବାବା ଙ୍କ ଏହି ପ୍ରସ୍ତାବ କୁ  ସମର୍ଥନ ଜଣାଇ ସବ ଜେଲର ଶ୍ରୀ ଜେନା ଙ୍କ ନେତୃତ୍ୱ ରେ  ସବ ଜେଲ  ର ଖିରୋଦ ଦାଶ ଓ ସମସ୍ତ କର୍ମଚାରୀ ଙ୍କ ସମେତ ରିଜର୍ଭ ପୋଲିସ ମନୋଜ ପଣ୍ଡା, ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ, କୃଷକ ନେତା ବୈକୁଣ୍ଠ ଶତପଥୀ ଏହି ତିନି ଦିନିଆଁ

ଉତ୍ସବ ରେ ସମ୍ପୂର୍ଣ ସହଯୋଗ କରିଥିଲେ l ମହାବୀର ମନ୍ଦିର ପୂଜା କମିଟି ପକ୍ଷରୁ ଆୟୋଜିତ ଏ ଉତ୍ସବ ରେ କଳସ ଯାତ୍ରା, ଚକ୍ଷୁ ଦାନ, ପ୍ରାଣ ପ୍ରତିଷ୍ଠା, ନ୍ୟାସ ହନୁମାନଙ୍କ ସହସ୍ର ନାମ, ଦେବତା ମାନଙ୍କ ରତ୍ନ ସିଂହାସନ ଆରୋହଣ, ଗୀତl ହୋମ ପୂର୍ଣ୍ଣାହୁତି ସମେତ  ମହନ୍ତ  ଶ୍ରୀ ହନୁମାନ ବାବାଙ୍କୁ ଭକ୍ତ ଙ୍କ ଦର୍ଶନ ଓ  ତାଙ୍କ ଉପସ୍ଥିତି ସମେତ  ଶେଷ ସମୟ ର ଝୁଲ ରେ ହାତୀ ଝୁଲ ସଂଗୀତ ର ତାଳେ ତାଳେ ନାଚୁଥିବା ଆୟୋଜକ ଓ କଲୋନୀ ର ସମସ୍ତ ମହିଳା ପୁରୁଷଙ୍କ ନାଚଗୀତ ଖୁବ ଆକର୍ଷଣୀୟ ଥିଲା l ଯାହାକି ହଜାର ଭକ୍ତ ଙ୍କ ମନ କୁ ଛୁଇଁ ପାରିଥିଲା ଏବଂ ସହରେ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026

You Might Also Like