-+91-9937148622 |

prerana_bgr@rediffmail.com |

  Monday 3rd August 2026 |

| | | |

R.N.I. Regd No. ODIODI/2010/46693

Breaking News

ଗଣିତ ଶିକ୍ଷକ ଅଭାବକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର   (03-Aug-2026)       ||      *କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ*   (03-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ଇନଭେଶ୍ଚର୍ ସେରୀମୋନୀ ପାଳିତ   (03-Aug-2026)       ||      ଟେକାରିଜର୍ଭରେ ରହିଛି ଖୁବସୁନ୍ଦର ଜଳପ୍ରପାତ♦️ ଐତିହ୍ୟସମ୍ପନ୍ନ ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଉ   (02-Aug-2026)       ||      କମଗାଁ ମହାବିଦ୍ୟାଳୟରେ ଦୁଇ ବରିଷ୍ଠ ଅଧ୍ୟାପକଙ୍କୁ ଭାବବିହ୍ୱଳ ବିଦାୟ   (02-Aug-2026)       ||      ଲୋଇସିଂହା ବିଜେପି ନଗର ଓ ଗ୍ରାମୀଣ ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (02-Aug-2026)       ||      ଲୋଇସିଂହା ବିଜେପି ନଗର ଉନ୍ନୟନ ଓ ଗ୍ରାମୀଣ ଅକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (02-Aug-2026)       ||      *ବିଜୁପଟ୍ଟନାୟକ ମହିଳା ଡ଼ିଗ୍ରୀ କଲେଜ ସେବା ନିବୃତ୍ତି ସମାରୋହ ଓ ସମ୍ବର୍ଦ୍ଧନା ସଭା*-   (02-Aug-2026)       ||      *ବୀର ମହାରାଜ ପୁର ବରିଷ୍ଠ ନାଗରିକ ସଂଘ ପ୍ରତିଷ୍ଠାତା ପ୍ରଶନ୍ନ ତ୍ରିପାଠୀ ଙ୍କ ପରଲୋକ*- *ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଶୋକ*-   (02-Aug-2026)       ||      ପଶ୍ଚିମାଂଚଲ ଏକତା ମଞ୍ଚ ପକ୍ଷରୁ ୧୪ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ - ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ହେଲା ସମ୍ବଲପୁରୀ ମୟ - ନାଚଗୀତ ସହ ସମ୍ବଲପୁରୀ ଖାଦ୍ୟଖାଇ ସମ୍ବଲପୁରୀ ପାଳନ    (02-Aug-2026)       ||      ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୪୫ତମ ବୈଠକ♦️      ବୈଠକରେ ୬ ଟି ବିଭାଗର ୧୧ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ   (01-Aug-2026)       ||      ଜିଲ୍ଲାସ୍ତରୀୟ ଏ-୧ ଗ୍ରେଡ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା    (01-Aug-2026)       ||      ଜିଲ୍ଲାସ୍ତରୀୟ ଏ-୧ ଗ୍ରେଡ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା    (01-Aug-2026)       ||      ‘ଫିସକୋଫେଡ୍’ର ପ୍ରଥମ ମହିଳା ଉପାଧ୍ୟକ୍ଷା ଭାବେ ଜୟଶ୍ରୀ ଗଡ଼ନାୟକ ନିର୍ବାଚିତ    (01-Aug-2026)       ||      ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଜିଲ୍ଲା ସ୍ତରୀୟ କନଭେନସନ    (01-Aug-2026)       ||      କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଅବ୍ୟବସ୍ଥାର ଅଭିଯୋଗ:ଛାତ୍ରୀଙ୍କ ସୁରକ୍ଷା ଓ ଭିତ୍ତିଭୂମିକୁ ନେଇ ଉଠିଲା ପ୍ରଶ୍ନ   (01-Aug-2026)       ||      ଐତିହାସିକ ଡ.ସଦାନନ୍ଦ ଅଗ୍ରୱାଲ ନବମଶ୍ରାଦ୍ଧ ଦିବସ ପାଳିତ♦️ ଆମର ଅତିତର ଇତିହାସ ଭବିଷ୍ୟତ ଗଠନରେ ସହାୟ ହୁଏ-ଡ.ସାକିର ହୁସେନ   (01-Aug-2026)       ||      ରାସ୍ତା ଅବରୋଧ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ ଉମେଶ ଦାସ, ତୁରନ୍ତ ପଦକ୍ଷେପ ପାଇଁ ପ୍ରତିଶ୍ରୁତି   (01-Aug-2026)       ||      ଗଣ ଇସ୍ତାହାର ର ୪୬ ତମ ସ୍ଵନକ୍ଷତ୍ର ଦିବସ ସମାରୋହ♦️ ସାମ୍ବାଦିକତାରେ ତଥ୍ୟର ସତ୍ୟତା ଓ ଦାୟିତ୍ୱବୋଧ ରହିବା ଜରୁରୀ    (01-Aug-2026)       ||      ବଲାଙ୍ଗୀର ଜିଲ୍ଲାରେ କେଜିଵିଭି ସ୍କୁଲର ବିକଳ ଚିତ୍ର♦️ ଇନଚାର୍ଜ ରହନ୍ତି ବଲାଙ୍ଗୀରରେ, ରୋଗୀଣା ଛାତ୍ରୀକୁ ପଠାଇ ଦେଉଛନ୍ତି ଘରକୁ, ମେସ୍ ରୁ  ବାଟମାରଣା ଅଭିଯୋଗ  !   (01-Aug-2026)       ||     

HOME   ଜିଲ୍ଲା

ଚାଷୀର ଶୋଷଣ ନୀତି କୁ ନେଇ ଉଭୟ ସରକାର ସହ ଜିଲ୍ଲା ପ୍ରଶାସନ କୁ ତାଗିଦ କଲେ ଚାଷୀ

03-Dec-2022



ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) ବଲାଙ୍ଗିର ଲାଙ୍ଗୀର ବିଗତ କାହିଁ କେତେ ବର୍ଷରୁ ଚାଷ ଓ ଚାଷୀ ମଧ୍ୟରେ ଅନେକ ପ୍ରଶ୍ନ ଛିଡା ହେଉଥିବା ବେଳେ ପ୍ରାୟତଃ ସମୟରେ ଚାଷୀକୁଳ ହରଡ଼ଘଣାରେ ପଡି ଦୁର୍ଦ୍ଦିନରେ କାଳାତିପାତ କରିଆସୁଛି। କେତେବେଳେ ଚାଷ  ସମ୍ଭନଦୀୟ ସମସ୍ୟା ତ କେତେବେଳେ ଚାଷବାସ ର ଉଚିତ ପ୍ରାପ୍ୟ ପାଇଁ,ଆୟଦିନ ନାହିଁଥିବା ଅସୁବିଧାର ସମ୍ମୁଖୀନ ହୋଇଆସୁଛି ଚାଷୀକୁଳ।ତେବେ ବାଦ ବିବାଦ ଦେଇ ଚାଷୀ ସମୂହ ରହି ଆସୁଛନ୍ତି ଯାହାର କୌଣସି ନିର୍ଣ୍ଣାୟକ ପଦ୍ଧତି କି ପ୍ରକିୟା ମଧ୍ୟ ଉଭୟ ସରକାର ଏପ୍ରଯନ୍ତ ନେଉନଥିବା ଚିତ୍ର ସାମ୍ନା କୁ ମଧ୍ୟ ଆସୁଥିବାର ଦୃଶ୍ୟ ମାନ ହେଉଛି।ଯାହା ଫଳରେ ପରିଶେଷରେ ଚାଷୀକୁଳ ନିଜ ହକ ର ଲଢେଇ  ପାଇଁ ରାଜ ରାସ୍ତା ରେ ଆନ୍ଦୋଳନ କୁ ଓଲ୍ଲାଇ ଧାରଣା ଦେବା ସହ ସଂଘର୍ଷ ଜାରି ରଖିଥାଏ।ବର୍ଷ ତମାମ ମୁଣ୍ଡ ଝାଳ ତୁଣ୍ଡରେ ମାରି ବେହାଲ ଭାବେ ରହିଥାଏ ଚାଷୀ।କିନ୍ତୁ ପରିତାପ ର ବିଷୟ ଏହା ସତ୍ୱେ ଉଭୟ ସରକାର ଏମାନଙ୍କ ପ୍ରତି ବୈମାତୃକ ମନୋଭାବ ରଖିବା ସହ ଏମାନଙ୍କ ହକର ଆର୍ଥିକ ସ୍ଥିତି ସ୍ୱଚଳ କରିବା ପରିବର୍ତ୍ତେ ଏମାନଙ୍କ ପାଇଁ  ଆଣିଥାନ୍ତି ତାର ବିପରୀତ ଚରମ ନିଷ୍ପତି।ଯାହାକୁ ନେଇ ଆଜି ବଲାଙ୍ଗୀର ଯାଦବ ଭବନ ପରିସରରେ ବିଲେଇସଡ଼ା ଗ୍ରାମର ଚାଷୀ ଭରତ ଭୂଷଣ ପ୍ରଧାନ ଓ ଶ୍ରୀ ବରାଡ଼ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସିଧାସଳଖ କେନ୍ଦ୍ର ସରକାର ଙ୍କୁ ଟାର୍ଗେଟ କରିଥିଲେ।ଚାଷ ଓ ଚାଷୀ ପ୍ରତି ହେଉଥିବା ବୈମାତୃକ ମନୋଭାବ ଓ ବିଭିନ୍ନ ସମୟରେ ଚାଷୀକୁଳ କୁ ପ୍ରତାରଣା ଭଳି ଜଟିଳ ତଥା ସଙ୍ଗୀନ ପରିସ୍ଥିତି ରେ ପକାଉଥିବା ସମସ୍ୟା ର ସମାଧାନ ପାଇଁ ପ୍ରଶ୍ନ କରିଛନ୍ତି ।ତେବେ ସୂଚନା ଅନୁସାରେ ବିଗତ ୨୫ତାରିଖରୁ ଜିଲ୍ଲାର ମଣ୍ଡି ଆରମ୍ଭ ହୋଇଥିବା ସତ୍ୱେ ଜିଲ୍ଲାର ବିଭିନ୍ନ ମଣ୍ଡି ଗୁଡ଼ିକରେ ଅବ୍ୟବସ୍ଥା ସହ ଚାଷୀକୁଳ ଙ୍କୁ ହରଡ଼ଘଣାରେ ପକାଇଛନ୍ତି।ଯାହା ଧାନ ଅମଳ ନ ହୋଇଥିଲେ ସୁଦ୍ଧା ମଣ୍ଡି ଗୁଡିକରେ  ସିଧାସଳଖ ଏଣ୍ଟ୍ରି ହେଇଥିବା ଦର୍ଶାଇଛନ୍ତି।ଯେଉଁଥିରେ ଚାଷୀ ପଞ୍ଜିକରଣ ତ୍ରୁଟି,ଧାନ ଦର ମିଳୁନଥିବା,ଏଫଏକ୍ୟୁ ବାହାନାରେ ୫/୬କେଜି କଟନୀ ଛଟନୀ,ହେଉଥିବାବେଳେ ପ୍ରଶାସନ ଏଫଏକ୍ୟୁ ମାନ ର ଧାନ ରେ କଟନୀ ଛଟନୀ ନ ହେବା ନେଇ ଦର୍ଶାଉଛି ଯାହା ମିଲରସ ଓ ପ୍ରଶାସନ ମଧ୍ୟରେ ମଧୁଚନ୍ଦ୍ରିକା ନୀତି ଜାରି ରହି ସମୂହ ଚାଷୀକୁଳ କୁ ଶୋଷଣ ର ପନ୍ଥା ଆପଣାଇଥିବା ଅଭିଯୋଗ କରିଛନ୍ତି।ସେହିପରି ଆଟ ଜମିରେ ଚାଷ ହେଉଥିଲେ ମଧ୍ୟ କାର୍ଡ ରୁ ବାଦ ପଡୁଛନ୍ତି ଚାଷୀ।ଏକର ପ୍ରତି ୨୦/୨୨କ୍ୟୁଣ୍ଟାଲ ଧାନ ଅମଳ ହେଉଥିବାବେଳେ ଟୋକନ ରେ ଏକର ପ୍ରତି ୧୩କ୍ୟୁଣ୍ଟାଲ ବିକ୍ରି ରହିଛି ସରକାରୀ ନିର୍ଦେଶ।ତେବେ ଅବଶିଷ୍ଟ ଧାନ ତଥା ବଡ଼ ଚାଷୀ କେଉଁଠି ବିକ୍ରି କରିବେ।ଚାଷୀଙ୍କୁ ବସ୍ତା ଅଖା ଟଙ୍କା ମଧ୍ୟ ମିଳୁନି।ଧାନ ଚାଷରେ ଖର୍ଚ୍ଛାନ୍ତ ଅନୁପାତରେ ଧାନ ବିକ୍ରି ମୁଲ୍ୟ ବୃଦ୍ଧି ହେଉନି। ଏବଂ ମିଲରସ ପ୍ୟାକସ କର୍ମଚାରୀ ମନମୁତାବକ ଅମଳ ଧାନ ରେ କଟନୀ ଛଟନୀ ପ୍ରକିୟା ଜାରି ରଖିଛନ୍ତି।ଯାହା ଚାଷୀକୁ ଚିନ୍ତାରେ ପକାଇବା ସହ ଦୁର୍ଦିନରେ କାଳାତିପାତ କରିବା ପାଇଁ ବାଧ୍ୟ କରିବା ଭଳି ପରିସ୍ଥିତି  ସୃଷ୍ଟି କରି ସମୂହ ଚାଷୀକୁଳ କୁ ଶୋଷଣ କରିବା ନୀତି ଆପଣେଇଛନ୍ତି। ଯାହାର ଆମେ ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଉଭୟ ସରକାର ଓ ଜିଲ୍ଲା ପ୍ରଶାସନ କୁ ଚେତାଇ ଦେଉଛୁ।ଏଭଳି ବୈମାତୃକ ମନୋଭାବ ଯଦି ଜାରି ରୁହେ ତେବେ ଆଗାମୀ ଦିନରେ ଏହାର ପରିଣାମ ଭୟାବହ ହେବ ଓ ଜିଲ୍ଲାର ସମସ୍ତ ମଣ୍ଡି କୁ ଆମେ ସମ୍ପୂର୍ଣ୍ଣ ବନ୍ଧ କରିବା ପାଇଁ ବାଧ୍ୟ ହେବୁ ଭଳି ଚେତାବନୀ ଦେଇଛନ୍ତି ଶ୍ରୀ ପ୍ରଧାନ ଓ ସମ୍ମିଳନୀ ଆୟୋଜନ କରିଥିବା ଦିଲ୍ଲୀପ ବରାଡ଼।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗଣିତ ଶିକ୍ଷକ ଅଭାବକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର   03-Aug-2026
  ଜିଲ୍ଲା  
*କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ*   03-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ଇନଭେଶ୍ଚର୍ ସେରୀମୋନୀ ପାଳିତ   03-Aug-2026
  ଜିଲ୍ଲା  
ଟେକାରିଜର୍ଭରେ ରହିଛି ଖୁବସୁନ୍ଦର ଜଳପ୍ରପାତ♦️ ଐତିହ୍ୟସମ୍ପନ୍ନ ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଉ   02-Aug-2026
  ଜିଲ୍ଲା  
କମଗାଁ ମହାବିଦ୍ୟାଳୟରେ ଦୁଇ ବରିଷ୍ଠ ଅଧ୍ୟାପକଙ୍କୁ ଭାବବିହ୍ୱଳ ବିଦାୟ   02-Aug-2026
  ଜିଲ୍ଲା  
ଲୋଇସିଂହା ବିଜେପି ନଗର ଓ ଗ୍ରାମୀଣ ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   02-Aug-2026
  ଜିଲ୍ଲା  
ଲୋଇସିଂହା ବିଜେପି ନଗର ଉନ୍ନୟନ ଓ ଗ୍ରାମୀଣ ଅକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   02-Aug-2026
  ଜିଲ୍ଲା  
*ବିଜୁପଟ୍ଟନାୟକ ମହିଳା ଡ଼ିଗ୍ରୀ କଲେଜ ସେବା ନିବୃତ୍ତି ସମାରୋହ ଓ ସମ୍ବର୍ଦ୍ଧନା ସଭା*-   02-Aug-2026
  ଜିଲ୍ଲା  
*ବୀର ମହାରାଜ ପୁର ବରିଷ୍ଠ ନାଗରିକ ସଂଘ ପ୍ରତିଷ୍ଠାତା ପ୍ରଶନ୍ନ ତ୍ରିପାଠୀ ଙ୍କ ପରଲୋକ*- *ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଶୋକ*-   02-Aug-2026
  ଜିଲ୍ଲା  
ପଶ୍ଚିମାଂଚଲ ଏକତା ମଞ୍ଚ ପକ୍ଷରୁ ୧୪ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ - ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ହେଲା ସମ୍ବଲପୁରୀ ମୟ - ନାଚଗୀତ ସହ ସମ୍ବଲପୁରୀ ଖାଦ୍ୟଖାଇ ସମ୍ବଲପୁରୀ ପାଳନ   02-Aug-2026
  ଜିଲ୍ଲା  
ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୪୫ତମ ବୈଠକ♦️      ବୈଠକରେ ୬ ଟି ବିଭାଗର ୧୧ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ   01-Aug-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଏ-୧ ଗ୍ରେଡ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   01-Aug-2026

You Might Also Like