-+91-9937148622 |

prerana_bgr@rediffmail.com |

  Sunday 9th August 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ    (09-Aug-2026)       ||      ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   (09-Aug-2026)       ||      ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Aug-2026)       ||      ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   (09-Aug-2026)       ||      କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   (09-Aug-2026)       ||      ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   (09-Aug-2026)       ||      ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     (09-Aug-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ    (09-Aug-2026)       ||      କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ    (09-Aug-2026)       ||      ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    (09-Aug-2026)       ||      ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ    (09-Aug-2026)       ||      ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   (09-Aug-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା    (08-Aug-2026)       ||      ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   (08-Aug-2026)       ||      ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   (08-Aug-2026)       ||      ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   (08-Aug-2026)       ||      ସଂକୀର୍ତ୍ତନ ପ୍ରେମୀ ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ   (08-Aug-2026)       ||      ସରକାରଙ୍କ ତୃଟିପୂର୍ଣ୍ଣ ଚାଷିପଞ୍ଜିକରଣ ନୀତି.. ପ୍ରଭାବିତ ହେବ ବଲାଙ୍ଗୀର ଜିଲ୍ଲାର ୫୦ହଜାର ହେକ୍ଟର ଚାଷଜମି,ବାଦପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ   (08-Aug-2026)       ||      *ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   (08-Aug-2026)       ||     

HOME   ଜିଲ୍ଲା

ଯୋଗାଣ ସହାୟକ ଓ ଠିକାଦାର ଙ୍କ ମଧୁଛନ୍ଦ୍ରିକା ରେ ଚାଲିଛି ନିମ୍ନ ମାନର ଟ୍ରେନ୍ଚ୍ ନିର୍ମାଣ ସବୁ ଜାଣି ମଧ୍ୟ ଦ୍ରୁତରାଷ୍ଟ୍ର ସାଜିଛି ବ୍ଲକ ପ୍ରଶାସନ

01-Dec-2022



ନବରଙ୍ଗପୁର:-ଓଡ଼ିଶା  ସରକାର  ଗ୍ରାମ୍ୟ ଉନ୍ନତି ମୂଳକ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।କିନ୍ତୁ ଦୁଃଖର ବିଷୟ  କିଛି ଅସାଧୁ ଠିକାଦାର  ଓ କିଛି ଅସାଧୁ  ଯୋଗାଣ ସହାୟକ ଙ୍କ ଯୋଗୁଁ ସରକାରୀ ଙ୍କ ଉନ୍ନତି ମୂଳକ କାର୍ଯ୍ୟକାରୀତା ଯୋଜନା ରେ ଆସୁଥିବା ଅର୍ଥ କୁ  ହେରଫେର କରି  ଦୁହେଁ  ହୋଉଛନ୍ତ ମାଲେମାଲ। ଏପରି ଅନେକ ଏନ୍ ଆର୍ ଜିଏସ୍ କାର୍ଯ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ମେଦନା ପଞ୍ଚାୟତ ଠାରେ। ଏହି ମେଦନା ପଞ୍ଚାୟତ ଠାରେ  ଟ୍ରେଞ୍ଚ୍ ଖନନ , ନଳକୂପ ରେ ଲିଚ୍ ପିଟ  ନିର୍ମାଣ, ଶୈଚାଳୟ ନିର୍ମାଣ ଗୁଡିକ ବହୁ ନିମ୍ନ ମାନର କାମ ହେଇଥିବା ଦେଖିବାକୁ ମିଳିଛି। ଏହି ମେଦନା ପଞ୍ଚାୟତ ରେ କାର୍ଯ୍ୟରତ ଥିବା ଯୋଗାଣ ସହାୟକ ସ୍ୱପ୍ନା ସାଗରିୟା ଙ୍କ ନାଁ ରେ ବହୁତ ଗୁଡ଼ିଏ ଅଭିଯୋଗ ମଧ୍ୟ ଗ୍ରାମବାସୀମାନେ କରି ଆସୁଛନ୍ତି। ପଞ୍ଚାୟତର ଯୋଗାଣ ସହାୟକ ସପ୍ତାହ ମଧ୍ୟରେ ଦୁଇ ବା ତିନି ଦିନହି ପଞ୍ଚାୟତ କାର୍ଯ୍ୟାଳୟ କୁ ଆସନ୍ତି ବୋଲି ଆଲଚନା ହେଉଛି ସ୍ଥାନୀୟ ଞ୍ଚାଳରେ। କାମଗୁଡିକୁ ନ ଦେଖି ବା କାମ ଚାଲିଥିବ ସ୍ଥାନକୁ ନଯାଇ କେବଳ ଥରେ ହି ପରିଦର୍ଶନ କରି ଠିକାଦାର ମାନଙ୍କ ଠାରୁ ମୋଟା ଅଙ୍କରେ ପାଉଣା ନେଇ ସବୁ କାର୍ଯ୍ୟ ଗୁଡ଼ିକ  କାଗଜ କଲମରେ ହି କରାଯାଇଥାଏ ଏହି ପଞ୍ଚାୟତ ରେ । ଏହି ପଞ୍ଚାୟତର ଥିବା ମାଳିଗୁଡା ଗ୍ରମରେ ଦୁଇ ଟି ଅତି ନିମ୍ନ ମାନର ଟ୍ରେଞ୍ଚ୍ ଖନନ କରାଯାଇଛି ତାହା ମଧ୍ୟ ଜେସିବି ମିସିନ ସାହାଯ୍ୟରେ। ସରକାର ଙ୍କ ଗାଇଡ ଲାଇନ ଅନୁଯାୟୀ ଟ୍ରେଞ୍ଚ୍ ର ଗଭୀରତା 3 ଫୁଟ ଓ ଅସାର 4 ଫୁଟ ରହିବା କଥା କିନ୍ତୁ ଏଠାରେ ସବୁ

ଓଲଟା। ଏଠାରେ ପ୍ରତ୍ୟେକ ସରକାରୀ କାମ ଗୁଡିକ ଶ୍ରମିକ ବଦଳରେ ମିସିନ ସାହାଯ୍ୟରେ କରାଯାଉଥିବା ଦେଖିବାକୁ ମିଳିଛି।ମାଳିଗୁଡା ଗ୍ରମରେ ଲୋକେ ଜାଣିବା ଆଗରୁ ବିନା ସୂଚନା ଫଳକ ରେ ମେସିନ ଲଗାଇ କାର୍ଯ୍ୟ ଶେଷ କରାଯାଇଛି। କାର୍ଯ୍ୟ ଶେଷ ର କିଛି ଦିନ ପରେ ସୂଚନା ଫଳକ ଲଗାଇ ଯୋଗାଣ ସହାୟକ ଓ ଠିକାଦାର ଙ୍କ ମଧୁଛନ୍ଦ୍ରିକା ରେ ବିଲ୍ ପ୍ରସ୍ତୁତ କରିଥାନ୍ତି। ଏସବୁ ବିଷୟରେ ବ୍ଲକ ପ୍ରଶାସନ ଜାଣି ମଧ୍ୟ ଅଣଦେଖା କରୁଛି ସିଧାସଳଖ କହିବକୁ ଗଲେ ଧୃତରାଷ୍ଟ୍ର ସାଜିଛି ବ୍ଲକ ପ୍ରଶାସନ ତେଣୁ ଏହାର ଜିଲ୍ଲାସ୍ଥାରୀୟ ତଦନ୍ତ ହେବା ଆବଶ୍ୟକ ରହିଛି ।

ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର


News Comment




Photo in News

Advertisment
Lastest News
  ଜିଲ୍ଲା  
ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   09-Aug-2026
  ଜିଲ୍ଲା  
ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   09-Aug-2026
  ଜିଲ୍ଲା  
ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   09-Aug-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   09-Aug-2026
  ଜିଲ୍ଲା  
କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   09-Aug-2026
  ଜିଲ୍ଲା  
ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     09-Aug-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ   09-Aug-2026
  ଜିଲ୍ଲା  
କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    09-Aug-2026
  ରାଜ୍ୟ  
ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ   09-Aug-2026

You Might Also Like