-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||     

HOME   ଜିଲ୍ଲା

ପଦ୍ମପୁର ରେ ପହଞ୍ଚିଲା କୋସଲ ଜନ ଜାଗରଣ ଯାତ୍ରା

24-Nov-2022



ପଦ୍ମପୁର (ନରହରୀ ବଗର୍ତ୍ତୀ  )
ପଦ୍ମପୁର ଉପନିର୍ବାଚନରେ ଚାଷି,ଜିଲ୍ଲା ଦାବି ପରେ ମୁଣ୍ଡ ଟେକିଲାଣି କୋସଲ ରାଜ୍ୟ ଦାବି ପ୍ରସଙ୍ଗ ଉପନିର୍ବାଚନରେ କୋସଲ ପ୍ରସଙ୍ଗ ଉଠେଇ ଆନ୍ଦୋଲନ କୁ ଓହ୍ଲେଇ ପଡିଛି କୋସଲ ରାଜ୍ୟ ମୁକ୍ତି ମୋର୍ଚ୍ଚା l କୋସଲ କଥା କହେବା ଯିଏ ଆମର ନେତା ସିଏ ନାରା ଦେଇ ଗତ ୨୨ ତାରିଖ ଦିନ ୧୧ ଟା ସମୟରେ ନୃସିଂହନାଥ ପିଠ ରୁ କୋସଲ ଜନଜାଗରଣ ଯାତ୍ରା ଆରମ୍ଭ ହୋଇ ପାଇକମାଲ ,ମଲଦା ଦେଇ ଆଜି ବରିକେଲ କୁ ପହଞ୍ଚିଥିଲା ,ବରିକେଲ ଗ୍ରାମବାସି ତରଫରୁ ଏହି ପଦଯାତ୍ରି ଦଲଙ୍କୁ ସ୍ୱାଗତ କରାଯିବା ସହିତ ସେମାନଙ୍କ ଖାଇବା ବ୍ୟବସ୍ଥା କରାଯାଇଥିଲା ପରେ ଆନ୍ଦୋଲନକାରୀ ଆଜି ପଦ୍ମପୁର ଭେଉଁରିଆ ଛକଠାରେ ପହଞ୍ଚିଥିଲା l ପଦଯାତ୍ରି ଦଲ ଙ୍କୁ ନାଗରିକ କମିଟି ପଦ୍ମପୁର,ଓକିଲ ସଂଘ ,ରାଜ ବୋଡ଼ାସମ୍ୱର କୃଷକ ସଙ୍ଗଠନ ,WOYM ଓ ପଦ୍ମପୁର ର ଅନେକ ସଂଗଠନ ତରଫରୁ ସ୍ୱାଗତ କରାଯାଇଥିଲା l ସ୍ୱତନ୍ତ୍ର କୋସଲ ପ୍ରଦେଶ ଦାବି ନେଇ ଚାଲୁଥିବା ଆନ୍ଦୋଲନ ଏବେ ନିର୍ବାଚନି ମୁହାଁ ହେବା ଓ ପ୍ରସଙ୍ଗ ପାଲଟିଥିବା ବେଶ ଆଲୋଚନାର ବିଷୟ ପାଲଟିଛି ,ଆଜି ବରିକେଲ ଠାରେ ଉଭୟ ବିଜେପି ଓ କଂଗ୍ରେସ ଦଲ ର ଦଲିୟ ପ୍ରାର୍ଥି ପଦଯାତ୍ରା କୁ ସମର୍ଥନ ଜଣେଇ ସାମିଲ ହେଇଥିବା ବେଲେ BJD କୋସଲ ପଦଯାତ୍ରା ରୁ ଦୁରେଇ ରହିଥିବା ଜଣାପଡ଼ିଥିଲା 
ପରେ ଆନ୍ଦୋଲନକାରୀ ପଦ୍ମପୁର ଉପଜିଲ୍ଲାପାଲ କାର୍ୟାଲୟ ସମ୍ମୁଖରେ ଚାଲୁଥିବା ଜିଲ୍ଲା ଦାବି ଆନ୍ଦୋଲନ ଓ ଚାଷି ଆନ୍ଦୋଲନ ସ୍ଥଲି କୁ ପହଞ୍ଚି ସମର୍ଥନ ଜଣେଇ ଧାରଣାରେ ବସିଥିଲେ ଏବଂ ଧାରଣାରତ ଅନେକ ନେତା କୋସଲ ରାଜ୍ୟ ହିଁ ବିକଲ୍ପ ବୋଲି ବକ୍ତବ୍ୟ ଦେଇ ଆନ୍ଦୋଲନ କାରୀ ଙ୍କୁ ସମର୍ଥନ ଜଣେଇଥିଲେ ଆଜିର ଆନ୍ଦୋଲନର ନେତୃତ୍ୱ ନେଇଥିଲେ ବରିଷ୍ଠ ଆଇନଜିବୀ ଅଜିତ ସତପଥି ,ଉପସଭାପତି ଗଣେସ ସାହୁ ,ଛାତ୍ର ନେତା ଆକାଶ ପଣ୍ଡା ,ସମ୍ପାଦକ ଜନାର୍ଦନ ସିଂ ,ସିପୁନ ଖମାରୀ,ଗଜପତି ସାହୁ ,କୋସଲ ସେନା ସଭାପତି କସ୍ତୁବ ସାହୁ ,ବୀରବଲ ମହାକୁର ,ଅଶୋକ ଛତର ,ସରୋଜ ପଧାନ ପ୍ରମୁଖ କୋସଲ ନେତା ଯୋଗ ଦେଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026

You Might Also Like