-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
02-Dec-2020
କୋରାପୁଟ, (ପ୍ରେରଣା ଖବର) - କୋରାପୁଟ ଏସ୍ପିଙ୍କ ନିକଟରେ ମହିଳା ମାଓବାଦୀ ରାମେ ମାଡ଼କାମୀଙ୍କ ଆତ୍ମସମର୍ପଣ, ଦୁର୍ଦ୍ଦାନ୍ତ ମାଓନେତା ଆର୍କେର ସୁରକ୍ଷା ୟୁନିଟ୍ର ଏରିଆ କମାଣ୍ଡର ଥିଲେ ରାମେ ମାଡ଼କାମୀ; ତାଙ୍କ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା l