-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
08-Oct-2022
ପାଟଣାଗଡ (ପୂର୍ଣ୍ଣ ଶଶୀ ଶେଖର ରାଓ) .ପାଟଣାଗଡ଼ ଏନଏସି ୱାର୍ଡ଼ ନମ୍ବର '୧ ସ୍ଥିତ ଗଡଭିତର ପଡା ଠାରେ ବିଜେଡ଼ି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ମୁଖ୍ୟ ଅତିଥି ଭାବରେ
ପାଟଣାଗଡ଼ ବିଧାୟକ ସରୋଜ ମେହେର ଯୋଗଦାନ କରିଥିଲେ ସାଙ୍ଗରେ ଏନ୍ ଏ ସି ଅଧ୍ୟକ୍ଷା,ଉପାଧ୍ୟକ୍ଷ,୧୫ ଗୋଟି ୱାର୍ଡର ମେମ୍ବର,ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ,ଏନଏସି ସଭାପତି,ଯୁବ ଓ ଛାତ୍ର ସଭାପତି,ବିଧାୟକ ପ୍ରତିନିଧି,ବିଜୁ ଜନତା ଦଳର ପଦାଧିକାରୀ,ବିଜୁ ଜନତା ଦଳର ସକ୍ରିୟ କାର୍ଯ୍ୟକର୍ତ୍ତା ଏବଂ ବିଜୁ ପରିବାର ଉପସ୍ଥିତ ଥିଲେ