-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
30-Sep-2022
ନୂଆଁପଡ଼ା (ପ୍ରେରଣା ଖବର) ନୂଆପଡା ଜିଲ୍ଲା ଦୌରାଜଜ କୋର୍ଟ ପରିସରରେ ଶୁକ୍ରବାର ଏକ ସ୍ବାସ୍ଥ୍ୟ ଶିବିର ଆୟୋଜନ ହୋଇଯାଇଛି। ଏହି ଶିବିରକୁ ଜିଲ୍ଲାବାର ଆସୋସିଏସନର ସଭାପତି ପ୍ରସନ୍ନ କୁମାର ପାଢ଼ୀ ଓ ସମ୍ପାଦକ ଅଶ୍ବିନୀ ବାଗ ପରିଚାଳନ କରିଥିବା ବେଳେ ଡାକ୍ତର ଜୟ ପ୍ରକାଶ ସାହୁ ଓ ଡାକ୍ତର ମହନ୍ତ ସମସ୍ତଙ୍କ ସ୍ବାସ୍ଥ୍ୟ ପରିକ୍ଷା କରିଥିଲେ। ଏହି ଶିବିରରେ ଜିଲ୍ଲା ଜଜ୍ ତଥା କୋର୍ଟ କର୍ମଚାରୀ, ଆଇନଜୀବୀ ଆଦି ସ୍ବାସ୍ଥ୍ୟ ପରିକ୍ଷା କରିଥିବା ବେଳେ ମାସକୁ ଦୁଇଥର ଏପରି ଶିବିର ଆୟୋଜନ କରିବା ପାଇଁ ଚେଷ୍ଟା କରାଯିବ ବୋଳି ଶ୍ରୀ ପାଢୀ ପ୍ରକାଶ କରିଛନ୍ତି।