-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||     

HOME   ଜିଲ୍ଲା

ବୌଦ୍ଧ : ସରକାରୀ ବାବୁ ଙ୍କ କେତେଟା ସ୍ତ୍ରୀ ? ବୌଦ୍ଧ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଧାରଣ ଦେଲେ ମିନତି ମହାପାତ୍ର

22-Sep-2022



ବୌଦ୍ଧ(ହୃଦାନନ୍ଦ ମେହେର) - ବୌଦ୍ଧ ଷ୍ଟେଟ୍ ବ୍ୟାଙ୍କ୍ ମୁଖ୍ୟ ଶାଖା ସାମ୍ନାରେ ଧାରଣ ଦେଲେ ବ୍ୟାଙ୍କ୍ ଋଣ ବିଭାଗ ଅଧିକାରୀ ଙ୍କ ଓକିଲ ସ୍ତ୍ରୀ । ବାହା ହେବା ର ଏକ ମାସ ମଧ୍ୟ ରେ ସ୍ତ୍ରୀ ଙ୍କୁ ଛାଡି ଦେଇ ଅନ୍ୟ କାହା ସହ ସମ୍ପର୍କ ରଖିଥିବା ଅଭିଯୋଗ ନେଇ ଧାରଣ । ଗତ ଏପ୍ରିଲ ମାସ 2019 ମସିହା ରେ କନ୍ଧମାଳ ଜିଲ୍ଲା ବାଲିଗୁଡା ର ମହେଶ ପ୍ରସାଦ ମିଶ୍ର ଙ୍କୁ ବିବାହ କରିଥିଲେ ପୁରୀ ଜିଲ୍ଲା ର ମିନତୀ ରାଣୀ ମହାପାତ୍ର । ବିବାହ ର ଏକ ମାସ ମଧ୍ୟରେ ହିଁ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଏବଂ ସ୍ତ୍ରୀ ଙ୍କୁ ଘରୁ ବାହାର କରିଦେଇଥିଲେ ସ୍ବାମୀ । ବାହା ହେବା ସମୟ ରେ ସ୍ବାମୀ ଜଣକ ପୁରୀ ର ଷ୍ଟେଟ୍ ବ୍ୟାଙ୍କ୍ ରେ ଚାକିରି କରୁଥିଲେ ଏବଂ ସ୍ତ୍ରୀ କୁ ନେଇ ପୁରୀ ରେ ହିଁ ରହୁଥିଲେ । ପରବର୍ତ୍ତୀ ସମୟରେ ସ୍ତ୍ରୀ ଙ୍କୁ ଛାଡି ଦେଇ ସେ ପୁରୀ ଶାଖା ରୁ ଅନ୍ୟତ୍ର ବଦଳି ହୋଇ ପଳାଇଥିଲେ । ତେବେ ସ୍ତ୍ରୀ ତାଙ୍କୁ ବହୁ ସ୍ଥାନରେ ଖୋଜା ଖୋଜି କରିବାରୁ ସମସ୍ତ ସ୍ଥାନରୁ ନିରାଶ ହୋଇ ଫେରିଥିଲେ । ଫଳରେ ସେ ପ୍ରଥମେ ଦିଲ୍ଲୀ ର ମହିଳା କମିଶନ ପାଖରେ ଜୁଲାଇ ମାସ 2019 ରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଦିଲ୍ଲୀ ମହିଳା କମିଶନ ପକ୍ଷରୁ ବାରମ୍ବାର ନୋଟିସ ହୋଇଥିଲେ ମଧ୍ୟ ସ୍ବାମୀ ମହିଳା କମିଶନ ପାଖରେ ଥରେ ହେଲେ ହାଜର ହୋଇନଥିବା ଅଭିଯୋଗ ହୋଇଛି । ତେବେ ମହିଳା କମିଶନ ପୁରୀ ସିଂହଦ୍ଵାର ଥାନା କୁ କେସ ଟିକୁ ସ୍ଥାନାନ୍ତର କରିଦେଲେ । ପରେ ପୁରୀ ଫ୍ୟାମିଲି କୋର୍ଟ ରେ ସ୍ତ୍ରୀ ତାଙ୍କର ଭରଣ ପୋଷଣ ପାଇଁ ଏକ ମାମଲା ଦାୟର କଲେ । ସେଠାରେ କୋର୍ଟ ଅଭିଯୁକ୍ତ ସ୍ବାମୀ ଙ୍କୁ ନିଜ ସ୍ତ୍ରୀ କୁ ମାସିକ 15 ହଜାର ଟଙ୍କା ଭରଣ ପୋଷଣ ବାବଦକୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ କୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ ସ୍ବାମୀ ତାଙ୍କ ସ୍ତ୍ରୀ ଙ୍କୁ କିଛି ମାସ ଟଙ୍କା ଦେବା ପରେ ଆଉ ତାଙ୍କ ସମ୍ପର୍କରେ ରହିଲେ ନାହିଁ। ଯାହା ଫଳରେ ସ୍ତ୍ରୀ ଜଣକ ତାଙ୍କ ସ୍ବାମୀ ଙ୍କୁ ଖୋଜାଖୋଜି କରିବାରେ ଲାଗି ପଡ଼ିଥିଲେ । ବର୍ତମାନ ସେ ବୌଦ୍ଧ ଷ୍ଟେଟ୍ ବ୍ୟାଙ୍କ ରେ ଋଣ ବିଭାଗ ଅଧିକାରୀ ଭାବେ ଚାକିରି କରୁଥିବା ଜାଣିବାକୁ ପାଇଥିବା ବେଳେ ସ୍ତ୍ରୀ ଜଣକ ଆସି ତାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ହେଲେ 7 ଦିନ ବିତି ଯାଇଥିଲେ ହେଁ ତାଙ୍କ ସ୍ବାମୀ ଙ୍କ ସହିତ ଯୋଗାଯୋଗ ହୋଇନଥିଲା । ଫଳରେ ଆଜି ବାଧ୍ୟ ହୋଇ ବ୍ୟାଙ୍କ୍ ସମ୍ମୁଖରେ ଧାରଣା ଦେଇଛନ୍ତି । ଯେ ପର୍ଯ୍ୟନ୍ତ ତାଙ୍କ ସ୍ଵାମୀ ତାଙ୍କ ପାଖକୁ ନ ଆସନ୍ତି ଏବଂ କୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଭରଣ ପୋଷଣ ନ ଦିଅନ୍ତି ସେ ପର୍ଯ୍ୟନ୍ତ ସ୍ତ୍ରୀ ଜଣକ ବ୍ୟାଙ୍କ୍ ସମ୍ମୁଖରୁ ହଟିବେ ନାହିଁ ବୋଲି କହିବା ସହିତ ସେଠାରେ ହିଁ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଅଭିଯୁକ୍ତ ସ୍ବାମୀ ବ୍ୟାଙ୍କ୍ ରୁ ଛୁଟି ରେ ଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026

You Might Also Like